Tag: Odisha

ନନ୍ଦନକାନନରେ ୩୬ ବର୍ଷ ବୟସରେ ଆଖି ବୁଜିଲା ସିମ୍ପାଞ୍ଜି ଜୁଲୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ଉଦ୍ୟାନର ସବୁଠୁ ବୟସ୍କ ସିମ୍ପାଞ୍ଜି ଜୁଲୁ । ୧୯୯୪ ମସିହାରେ ସିଙ୍ଗାପୁର ଚିଡ଼ିଆଖାନାରୁ ଜୁଲୁକୁ ଅଣାଯାଇଥିଲା ।ଆଣିବାବେଳେ ଜୁଲୁକୁ ସାଢ଼େ ତିନିବର୍ଷ ହୋଇଥିଲା ଏବଂ ମୃତ୍ୟ ବେଳକୁ ତାକୁ ୩୬ ବର୍ଷ ହୋଇଥିଲା ।…

ବିଲକୁ ଗଲେ ନବୀନ; ଚାଷୀଙ୍କୁ ଭେଟିଲେ, ଦୁଃଖ ଶୁଣିଲେ, କ୍ଷତିପୂରଣ ଦାବି କଲେ

ଅଦିିନିଆ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଏହାର ଅନୁଧ୍ୟାନ କରିବାକୁ ଆଜି ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଶେରଗଡ଼ରେ ପହଞ୍ଚିବା ପରେ ସେ ତାକରଡ଼ା…

ଫେବ୍ରୁଆରୀ ମାସରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ

ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମହାଲିଙ୍ଗ ବଡ଼ ସୂଚନା ଦେଇ କହିଛନ୍ତି ଆସନ୍ତାବର୍ଷ ଫେବୃଆରୀ ମାସରୁ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ…

ବୀମାଭୁକ୍ତ ଚାଷୀଙ୍କ ପଞ୍ଜୀକରଣ ଅବଧି ଜାନୁଆରୀ ୧ ଯାଏଁ ବୃଦ୍ଧି

ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହିତ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା…

ଶ୍ରୀମନ୍ଦିରରେ ଅବ୍ୟବସ୍ଥା; ଠେଲାପେଲାରେ ୧୦ ଭକ୍ତ ଅସୁସ୍ଥ

ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ବର୍ଷର ଶେଷରେ ପୁରୀରେ ଏବେ ବିଭିନ୍ନ ରାଜ୍ୟ ଓ ଦେଶରୁ ବହୁ ସଂଖ୍ୟକ ଭକ୍ତ ଆସି ଅସମ୍ଭାଳ ଭିଡ଼ ଜମାଉଛନ୍ତି । ଏଥିପାଇଁ ବାହାରକାଠ ନିକଟରେ ଜଗାକୁ…

ଭୁବନେଶ୍ୱରରେ ଫୁଡ ବ୍ଲଗର ଯୁବତୀଙ୍କ ଆତ୍ମହତ୍ୟା !

ହଷ୍ଟେଲରୁ ଫୁଡ୍‌ ବ୍ଲଗର ଯୁବତୀଙ୍କ ମୃତଦେହ ଉଦ୍ଧାର । ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍‌-୨ରରେ ଥିବା ଲେଡିଜ ହଷ୍ଟେଲରେ ଫୁଡ଼ ବ୍ଲଗର ସୋନାଲି ସଂଘମିତ୍ରା ପରିଡାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର…

୬ଟି ଜିଲ୍ଲାକୁ ଦୁଇ ଦିନ ପାଇଁ କୁହୁଡି ଚେତାବନୀ

ଅଦିନିଆ ବର୍ଷା ପରେ ଓଡ଼ିଶାରେ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ଜାଡ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ଘନ କୁହୁଡି ପାଇଁ ଆଜି ଓ କାଲି ପାଇଁ ୬ ଜିଲ୍ଲାକୁ…

ଆଉ ଦୁଇଦିନ ପରେ ନୂଆବର୍ଷ; ବୟାନଖୋର ମନ୍ତ୍ରୀଙ୍କୁ ନେଇ ଚିନ୍ତାରେ ପିଏମ୍ଓ

ରାଜ୍ୟର ପ୍ରଥମ ଭାରତୀୟ ଜନତା ପାର୍ଟି ସରକାରରେ କିଛି ମନ୍ତ୍ରୀ ଲଗାତାର ବିବାଦୀୟ ବୟାନ ଦେଇଆସୁଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମୋହନଚରଣ ମାଝୀ ଅଧିକ ବିବ୍ରତ । କିନ୍ତୁ ତା’ଠୁ ଅଧ‌ିକ ଚିନ୍ତିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଅନେକ ମନ୍ତ୍ରୀ…

ଇଂରାଜୀ ନୂଆବର୍ଷ ପାଇଁ ପୁରୀ ଶ୍ରୀମନ୍ଦିରରେ ଦର୍ଶନ କଟକଣା

ଇଂରାଜୀ ନୂଆବର୍ଷ ସମୟରେ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ଦର୍ଶନ କଟକଣା ଜାରି କରାଯାଇଛି । ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖ ଦିନ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରିବେ ଭକ୍ତ। ଅନ୍ୟ ତିନି…

ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଚାଷ କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ

ଧାନ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ଫସଲ କ୍ଷୟକ୍ଷତି ଘଟିଛି । ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନିଜେ ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ପ୍ରଥମେ…