Tag: Odisha

ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ବିଧାନସଭା ଘେରାଉ ବିଫଳ ହେବା ପରେ ପୁଣି ଥରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି ରାଜ୍ୟ କଂଗ୍ରେସ । କଂଗ୍ରେସ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ରାଜ୍ୟ ବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ଆଜି ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ…

ସ୍ମାର୍ଟ ମିଟରକୁ ନେଇ ସତ୍ୟାଗ୍ରହ କରିବ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ

ରାଜ୍ୟରେ ପୁରୁଣା ମିଟର ହଟାଇ ଲଗାଯାଉଛି ସ୍ମାର୍ଟ ମିଟର । ସେଥିପାଇଁ ଖୁବ ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ସ୍ମାର୍ଟ ମିଟର ସତ୍ୟାଗ୍ରହ । ରାଜ୍ୟରେ ପ୍ରିପେଡ଼ ସ୍ମାର୍ଟ ମିଟର ବିରୋଧରେ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ବଡ଼ ନିଷ୍ପତ୍ତି…

ଭାଷା ବିଷ ମଞ୍ଜି କାହିଁକି ?

ଭାଷା ଗୋଟିଏ ଜାତିର ପ୍ରାଣ ଆବେଦନ ଓ ପରିଚୟ । କିନ୍ତୁ ବେଳେବେଳେ ଭାଷାଗତ ଦ୍ବନ୍ଦ୍ବ ଗୋଟିଏ ଜାତିର ମୂଳ ଅସ୍ମିତାକୁ ଦୋହଲାଇ ଦିଏ। ଏବେ ଓଡିଶାରେ ଦୁଇଟି ଶବ୍ଦ ଭିତରେ ଲଢେଇରୁ ଭାଷା ବିଷ ସଂକ୍ରମିତ କରୁଛି ଗୋଟିଏ ଜାତିକୁ…

ଆଉ କେତେ ଦିନ ଲାଗିବ ସଭାପତି ଖୋଜା ?

ଜାନୁଆରୀ ସରିଥିଲା। ମାର୍ଚ୍ଚ ବି ସରିଲା । କିନ୍ତୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଖୋଜା ସରିଲା ନାହିଁ । କାହାକୁ ବିଶ୍ବାସ କରିବା ? ପ୍ରଭାରୀ ବିଜୟପାଲ ସିଂ ତୋମର ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟ ଭାଜପାକୁ ନୂଆ…

ଇତିହାସ ରଚିଲା ଓଡ଼ିଶା; ସାରା ରାତି ଚାଲିଲା ବିଧାନସଭା

ଇତିହାସ ରଚିଲା ଓଡ଼ିଶା ବିଧାନସଭା । ପ୍ରାୟ ଦୁଇ ଦଶନ୍ଧି ପରେ ଗତକାଲିଠୁ ଆଜି ସକାଳ ଯାଏଁ ରାତିତମାମ ଚାଲିଲା ବିଧାନସଭା । ପ୍ରାୟ ୧୨ ଘଣ୍ଟା ଧରି ଚାଲିଲା ଆଲୋଚନା । ଏହାପରେ ପାରିତ ହୋଇଛି ଦୁଇ ଦୁଇଟି ବିଲ୍…

ଡଙ୍କାରୀ ପାହାଡ଼ ଖଣି ଲୁଟ୍‌ ମାମଲାର ମାଷ୍ଟର ମାଇଣ୍ଡ ତାପସ ପଣ୍ଡାଙ୍କ ଉପରେ ଆୟକର ଛାଟ

ଯାଜପୁର ଡଙ୍କାରି ପାହାଡ଼ ରୁ କଳାପଥର ଲୁଟ ଘଟଣା ର ତଦନ୍ତର ମାଷ୍ଟର ମାଇଣ୍ଡ ତାପସ ରଞ୍ଜନ ପଣ୍ଡାଙ୍କ ଉପରେ ଆୟକର ବିଭାଗର ଛାଟ । ଘାଟିକିଆ, କଳିଙ୍ଗନଗରରେ ଥିବା ୧୦ ବେନାମୀ ଫ୍ଲାଟ ଜବତ କରିବା ସହ ଆଠଗଡ଼ରେ ୧୧.୨…

ଗୃହରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ; ଖଣି ଲିଜ୍‌ଧାରୀଙ୍କଠାରୁ ଆଦାୟ ହୋଇପାରିନି ୩୯୬୬ କୋଟି ଟଙ୍କା

ସିଏଜି ରିପୋର୍ଟ ଉପସ୍ଥାପନ କଲେ ଏଜି ଅତୁଲ ପ୍ରକାଶ । ଆଜି ବିଧାନସଭାରେ ରିପୋର୍ଟ ଉପସ୍ଥାପନରେ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ କ୍ଷେତ୍ରକୁ ନେଇ ବିସ୍ତୃତ ତଥ୍ୟ ରଖିଲେ ଏଜି । ବିଭିନ୍ନ କ୍ଷେତ୍ର ମଧ୍ୟରେ ଲଘୁ ଖଣିଜ ପଦାର୍ଥ ଖନନରୁ…

୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି ୨୭ ହାତୀ

୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ହୋଇଛି ୨୭ ହାତୀଙ୍କ ମୃତ୍ୟୁ । ଏନେଇ ଆଜି ଆଜି ଗୃହରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ବିଜେଡ଼ି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନ ବିଜୁଳି ଆଘାତକାରଣରୁ…

ତାତିରୁ ମିଳିବ ଆଶ୍ବସ୍ତି; ଆଗାମୀ ଦୁଇ ଦିନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ କଲବଲ କରୁଥିବା ଖରା ତାତିରୁ ମିଳିବ ଆଶ୍ୱସ୍ତି। ଆଗାମୀ ଦୁଇ ଦିନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୂମାନ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବାରୁ ତାତିର…

ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍: ପୃଥ୍ବୀରାଜ ହରିଚନ୍ଦନ

ଚାଷରେ ଅଧିକ କୀଟନାଶକ ଏବଂ ସାରର ବ୍ୟବହାର ଯୋଗୁଁ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ାଉଛି ବୋଲି ଆଜି ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପାଇଁ ଉତ୍ତର ରଖିଛନ୍ତି…