ତାଜା ଖବର ରାଜ୍ୟ ଜନ୍ତାରେ ପଡ଼ିଲା ବାଘୁଣୀ ଜିନତ; ବାଙ୍କୁରାରେ ହେଲା ଟ୍ରାଙ୍କୁଲାଇଜ December 29, 2024 Papirani ଆଜି ଟ୍ରାଙ୍କୁଲାଇଜ ହୋଇଛି ‘ଜୀନ୍ନତ’ । ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ଟ୍ରାଙ୍କୁଲାଇଜ କଲା ବନବିଭାଗ । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଖସି ଯାଇ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ପହଞ୍ଚି ଥିବା ୩ ବର୍ଷର ବାଘୁଣୀ ‘ଜୀନ୍ନତ’କୁ କାବୁ କରିଛି ପଶ୍ଚିମବଙ୍ଗର ବନବିଭାଗ ।…
ଖେଳ ତାଜା ଖବର ରାଜ୍ୟ OCA ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା December 29, 2024 Papirani ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ପ୍ରଣବ ପ୍ରକାଶ ଦାସ । ସେ ଇସ୍ତଫା ଦେଇଥିବା ନେଇ ଓସିଏ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ବବି ଦାସ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଓସିଏର…
ତାଜା ଖବର ରାଜ୍ୟ MKCG ରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣା: ୪ ଡାକ୍ତର ବହିଷ୍କୃତ December 29, 2024 Papirani ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣାରେ ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ । ଏଥିରେ ସମ୍ପୃକ୍ତ ଥିବା ୪ ଜଣ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଛି। ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଓ ୩ ସିନିୟର୍ ରେସିଡେଣ୍ଟ…
ରାଜ୍ୟ ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀ ମୃତ December 29, 2024 Nirvay ଏକ ଆକସ୍ମିକ ଘଟଣାକ୍ରମରେ ରାଇରଙ୍ଗପୁରର ତିରିଂ ବ୍ଲକର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ବିଶ୍ୱନାଥ ମୁର୍ମୁଙ୍କୁ ମହୁଲଡିହା ସ୍ଥିତ କ୍ୱାର୍ଟର୍ସରେ…
ତାଜା ଖବର ରାଜ୍ୟ କ୍ରିକେଟ ଖେଳ ପଡ଼ିଆକୁ ନେଇ ତୁମ୍ବି ତୋଫାନ; ଲଷ୍ମୀସାଗର ଛକରେ ରାସ୍ତା ଅବରୋଧ December 29, 2024 Nirvay ଭୁବନେଶ୍ବର ଲକ୍ଷ୍ମୀସାଗର ଛକରେ କ୍ରିକେଟ ଖେଳ ପଡ଼ିଆ ବାରଣକୁ ନେଇ ଭୀଷଣ ଗଣ୍ଡଗୋଳ ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି । ରସୁଲଗଡ଼-କଳ୍ପନା ରାସ୍ତାରେ ଅଟକିଛି ଶହ ଶହ ଗାଡ଼ିମୋଟର । ବୁଝାସୁଝା ପାଇଁ ଯାଇଥିବା ପୋଲିସକୁ ମଧ୍ୟ…
ତାଜା ଖବର ରାଜନୀତି ରାଜ୍ୟ ଗଞ୍ଜାମ ପରେ ଆଉ ୪ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା ନବୀନ December 29, 2024 Papirani ଦାଉ ସାଧିଛି ଅଦିନିଆ ବର୍ଷାର ପରବର୍ତ୍ତୀ ସ୍ଥିତି। ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଜଣା ପଡିଛି। ଫସଲହାନୀ ଯୋଗୁଁ ରାଜ୍ୟରେ ଚାଷୀ ମୃତ୍ୟୁ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି ।…
ତାଜା ଖବର ରାଜ୍ୟ ଖୋର୍ଦ୍ଧା ସହରରେ ଚାଲିଛି ଜବରଦଖଲ ଉଚ୍ଛେଦ December 29, 2024 Papirani ଖୋର୍ଦ୍ଧାରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ । ଖୋର୍ଦ୍ଧା ସହର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାକଡ଼ରୁ କ୍ୟାବିନ ଉଚ୍ଛେଦ ଆରମ୍ଭ ହୋଇଛି । ସକାଳୁ ସକାଳୁ ପ୍ରଶାସନ ପକ୍ଷରୁ ଜେସିବି ସହାୟତାରେ ଭଙ୍ଗା ଯାଉଛି ଦୋକାନ । ମାରୱାଡି ପଟିରୁ ସରକାରୀ ଜମିରେ…
ତାଜା ଖବର ରାଜ୍ୟ ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷତିଗ୍ରସ୍ତ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 28, 2024 Nirvay ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ବ୍ୟାପକ ମାତ୍ରାରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଫସଲହାନୀ ଯୋଗୁଁ ରାଜ୍ୟରେ ଚାଷୀ ମୃତ୍ୟୁ ଅଭିଯୋଗ ଆସିଛି । ଏହି ପରିପ୍ରେକ୍ଷୀରେ ଫସଲ କ୍ଷୟକ୍ଷତି ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ।…
ରାଜ୍ୟ ବରଗଡ଼ ଧନୁଯାତ୍ରା ଅନୁଦାନ ରାଶି ୧୦ ଲକ୍ଷରୁ ଏକ କୋଟିକୁ ବୃଦ୍ଧି କଲେ ରାଜ୍ୟ ସରକାର December 28, 2024 Nirvay ବରଗଡ଼ ଧନୁଯାତ୍ରା କୁ ନେଇ ବଡ ଘୋଷଣା । ଧନୁଯାତ୍ରା ପାଇଁ ଅନୁଦାନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର ୧ କୋଟିକୁ ବୃଦ୍ଧି କରିଛନ୍ତି…
ରାଜ୍ୟ ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ଏକାଧିକ ଲୋକ ଆହତ December 28, 2024 Nirvay ଭୁବନେଶ୍ୱର ଜାଭିଅର ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପଛକୁ ପଛ ପିଟି ହୋଇଛି କାର୍-ଭ୍ୟାନ୍-ଅଟୋ । ଏଥିରେ ୭ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ସେଥିରେ ଜଣେ ଶିଶୁ ଥିବା…