Tag: Odisha

Odisha Budget Session 2026: ରାଜ୍ୟପାଳଙ୍କ ଅଭିଭାଷଣ ସହିତ ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପତିଙ୍କ ଅଭିଭାଷଣରୁ ବିଧାନସଭା ଆରମ୍ଭ ହୋଇଛି । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରି ଦିବଙ୍ଗତ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତ ରାଜ୍ୟପାଳ ।…

Newborn Girl Rescued: ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା, ନବଜାତ କନ୍ୟା ଉଦ୍ଧାର

ଯାଜପୁରରେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣାରେ ଅଭିଯୁକ୍ତ ୭୦ ବର୍ଷୀୟ ବୃଦ୍ଧଙ୍କୁ କାଲି ଯାଜପୁର ରୋଡ୍ ଥାନା ପୋଲିସ ଗିରଫ କରିଥିବାବେଳେ ଆଜି ସ୍ଥାନୀୟ ଲୋକ ଓ ପୋଲିସ ସହଯୋଗରେ ୭୦ ବର୍ଷୀୟ ଅଭିଯୁକ୍ତ ଘର ନିକଟରୁ ନବଜାତ…

CBSE Board Class 10th, 12th Exam: ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

ଆଜିଠୁ ଆରମ୍ଭ ହୋଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା । ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୯…

Justice Rushi Guman Singh: ୨୭ ବର୍ଷ ପରେ ବି ନ୍ୟାୟ ଅପେକ୍ଷାରେ ଗୁମାନସିଂହ

ମାମଲା ୨୭ ବର୍ଷ ତଳର । ବିଜୁ ଜନତା ଦଳ ସରକାରଙ୍କ ୨୪ ବର୍ଷ ଗଲା । ଅଦାଲତଙ୍କ ନିର୍ଦ୍ଦେଶକୁ ନବୀନ ସରକାର ମାନିଲେ ନାହିଁ । ଭାଜପା ସରକାର ଇତିମଧ୍ଯରେ ୨ବର୍ଷ ପୂରଣ କରିବାକୁ ଯାଉଛି। ଜଣେ ଅବସରପ୍ରାପ୍ତ ଅଧିକାରୀ…

Pitabas Murder Case: ବ୍ରହ୍ମପୁର ଜେଲ୍‌କୁ ଫେରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର ଜେଲ୍‌କୁ ଫେରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଏମକେସିଜି ମେଡିକାଲରୁ ପୁଣି ବ୍ରହ୍ମପୁର ଜେଲ୍‌ ଫେରିଲେ ବିକ୍ରମ । କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ଜେଲ୍‌ ସ୍ଥାନାନ୍ତର । ୫ ଦିନ ହେଲା ଅସୁସ୍ଥତା ଯୋଗୁଁ ଏମକେସିଜିରେ…

Pitabas Panda Murder Case: ପୀତବାସ ହତ୍ୟାକାଣ୍ଡରେ ରହସ୍ୟମୟୀ ନାରୀ; ବିବାଦରେ ପୁଲିସ, ମୁଦାଲା ବିକ୍ରମ, ମୃତକ

ପୀତବାସ ହତ୍ୟାକାଣ୍ଡରେ ବ୍ରହ୍ମପୁରର ଜଣେ ରହସ୍ୟମୟୀ ନାରୀଙ୍କ ଆବିର୍ଭାବ ବଡ଼ ଝଡ଼ ସୃଷ୍ଟି କରିଛି। ଏହା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ, ପୁଲିସ ଏବଂ ମୃତକଙ୍କୁ ଟାଣି ନେଇଛି ସନ୍ଦେହ ଘେରକୁ। ଆଉ ବଢାଇଛି ବଡ଼ ବିବାଦ। ପୁଲିସ ତଦନ୍ତ ଅନୁସାରେ ମୁଦାଲା…

Anganwadi Centre Reopens: ରାଜନଗରରେ ଜାତିଆଣ ଘଟଣା: ପ୍ରାୟ ୩ ମାସ ପରେ ସ୍ୱାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର

ରାଜନଗରରେ ଜାତିଆଣ ଘଟଣାର ମିମାଂସା ହୋଇଛି । ଜାତିପ୍ରଥା ପରମ୍ପରା ଉପରେ ପୂର୍ଣ୍ଣଛେଦ ପଡିଛି । ଘଡ଼ିଆମାଳ ଗ୍ରାମପଞ୍ଚାୟତ ନୂଆଗାଁ ଅଙ୍ଗନବାଡ଼ିରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ବୁଝାସୁଝା ପରେ, ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ ଓ ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଧ୍ରୁବ…

Maha Shivratri 2026: ୫ଟାରେ ଉଠିଲା ଶ୍ରୀ ଲୋକନାଥ ଦେବଙ୍କ ମହାଦୀପ; ରାତି ୧ଟାରେ ବାବା ଧବଳେଶ୍ୱରଙ୍କ ମହାଦୀପ

ପୁରୀ ଲୋକନାଥ ଦେବଙ୍କ ପୀଠରେ ଭୋର ୫ଟା ୧୦ରେ ଉଠିଲା ମହାଦୀପ । ପରମ୍ପରା ଅନୁସାରେ ବିଳମ୍ବିତ ରାତିରେ ହରିହର ଭେଟ ହେବା ପରେ ଭୋର ୫ଟା ୧୦ ରେ ମହାଦୀପ ଉଠିଥିଲା । ଵିଧି ମୁତାବକ ଶ୍ରୀମନ୍ଦିରରୁ ପ୍ରଭୁ ଜଗନ୍ନାଥଙ୍କ…

School Holiday For Water: ପାଣି ନଥିବାରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଛୁଟି; ୧୨୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧାରରେ

ପାଣି ପାଇଁ ସ୍କୁଲ ଛୁଟି । ୧୨୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଠାକୁରମୁଣ୍ଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରୁ । ଏପରି ଜଳକଷ୍ଟ ଦେଖାଦେଇଛି ଖୋଦ କରଞ୍ଜିଆ ବିଧାୟକଙ୍କ ନିଜ ବ୍ଳକରେ। ଠାକୁରମୁଣ୍ଡା…

Maha Shivratri 2026: ଆଜି ପବିତ୍ର ମହାଶିବରାତ୍ରି

ଆଜି ପବିତ୍ର ମହାଶିବରାତ୍ରି। ରାଜ୍ୟର ବିଭିନ୍ନ ଶୈବପୀଠରେ ସକାଳୁ ଜମିଲାଣି ଭକ୍ତଙ୍କ ଗହଳି। ମହାଦେବଙ୍କ ଦର୍ଶନ ନିମନ୍ତେ ଭକ୍ତମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଛନ୍ତି। ଫାଲଗୁନ କୃଷ୍ଣ ଚତୁର୍ଦଶୀ ତିଥିରେ ପାଳନ କରାଯାଏ ଏହି ମହାଶିବରାତ୍ରୀ । ଏହି ପବିତ୍ର…