ତାଜା ଖବର ରାଜ୍ୟ ସ୍କୁଲ ଖୋଲିବା ପ୍ରସଙ୍ଗ: ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳ ମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ June 17, 2024 Papirani ରାଜ୍ୟରେ ଏବେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସନ୍ତାକାଲି ସରୁଛି ଖରାଛୁଟି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ସ୍କୁଲ ଛୁଟି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଜିଲ୍ଲାରେ ପାଗ…
ତାଜା ଖବର ରାଜନୀତି ରାଜ୍ୟ ଆସନ୍ତାକାଲି ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ June 17, 2024 Papirani କାଲି ଜାରି ହେବ ପିଏମ୍ କିଶାନ ନିଧି ଯୋଜନାର ସପ୍ତଦଶ କିସ୍ତି । ବିଭିନ୍ନ ଜିଲ୍ଲା ଓ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜନ ହେବ କାର୍ଯ୍ୟକ୍ରମ । ବରଗଡ଼ରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି…
ରାଜନୀତି ସମ୍ପାଦକୀୟ ବିଧାନସଭାରେ କିଏ ହେବ ବିରୋଧୀ ଦଳର ନେତା ? June 17, 2024 Nirvay କିଏ ହେବ ବିରୋଧୀ ଦଳ ନେତା ? ସେ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ। ବିଜୁ ଜନତା ଦଳ ଗଠନ ହେବା ଦିନଠୁ ସବୁବେଳେ ଶାସକ ଦଳରେ ରହିଆସିଛି। ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଦଳ ଭାବେ କାମ…
ରାଜ୍ୟ ବଡ଼ ଖବର: ବନ୍ଦ ହେବନି ମିଶନ ଶକ୍ତି ଯୋଜନା June 17, 2024 Nirvay ମିଶନ ଶକ୍ତିକୁ ନେଇ ଆସିଲା ବଡ଼ ଅପଡେଟ। ରାଜ୍ୟରେ ଆଗକୁ ଚାଲୁ ରହିବ ଏହି ଲାଭଦାୟକ ଯୋଜନା। ମିଶନ ଶକ୍ତି ମହିଳାମାନେ ୧୯ଟି ବିଭାଗ ସହିତ ଜଡିତ। ଆଗକୁ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ…
ତାଜା ଖବର ରାଜନୀତି ରାଜ୍ୟ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୯ ତାରିଖରେ ବସିବ ବିଜେଡିର ବୈଠକ June 17, 2024 Papirani ଆସନ୍ତା ୧୯ ତାରିଖ ଦିନ ବସିବ ବିଜେଡି ବିଧାୟକ ଦଳ ବୈଠକ । ଅପରାହ୍ନ ୪ଟା ୩୦ରେ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏଥିରେ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଚୟନ କରାଯିବ।…
ରାଜନୀତି ରାଜ୍ୟ ଜୁନ ୧୮ ଓ ୧୯ରେ ଶପଥ ନେବେ ନବନିର୍ବାଚିତ ବିଧାୟକ June 17, 2024 Nirvay ଆସନ୍ତା ୨୦ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ। ଏହା ପୂର୍ବରୁ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନବନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିବେ। ପ୍ରୋଟେମ୍ ସ୍ପିକର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ନୂଆ ବିଧାୟକଙ୍କ ଶପଥ…
ରାଜନୀତି ରାଜ୍ୟ ଜନତାଙ୍କ ମୁଖ୍ୟମନ୍ତ୍ରୀ: ୫ ଦିନରେ ଲକ୍ଷେ ଲୋକଙ୍କୁ ଭେଟିଲେଣି June 17, 2024 Nirvay ନିଜକୁ ଜନତାଙ୍କ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଶ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିବାର ୫ ଦିନରେ ସେ ଲକ୍ଷେ ଲୋକଙ୍କୁ ଭେଟି ସାରିଲେଣି। ସକାଳୁ ରାତି ଯାଏଁ ଲୋକେ ତାଙ୍କୁ ଭେଟି ନିଜର ସମସ୍ୟା ଜଣାଉଛନ୍ତି। ଜନତାଙ୍କ ସମସ୍ୟାକୁ…
ତାଜା ଖବର କଳିଙ୍ଗ ଷ୍ଟାଡିୟମ ଭିତରକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି June 17, 2024 Nirvay ଏବେ ବଦଳିଛି କଳିଙ୍ଗ ଷ୍ଟାଡିୟମର ରୂପରେଖ। ଲଗାତର ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ଦ୍ୱାରା ଦେଶ ବିଦେଶରେ ପରିଚୟ ପାଇଛି। ଦୁଇ ଦୁଇ ଥର ହକି ଆୟୋଜନ କରି ବିଶ୍ୱପ୍ରସିଦ୍ଧ ହୋଇଛି। ଏହାଦ୍ୱାରା ଓଡ଼ିଶାକୁ ମଧ୍ୟ ମିଳିଛି କ୍ରୀଡ଼ା ରାଜଧାନୀର ମାନ୍ୟତା। ଏହା…
ତାଜା ଖବର ରାଜନୀତି ରାଜ୍ୟ କଟକ ସଦରର ନବନିର୍ବାଚିତ ବିଧାୟକଙ୍କ ଉପରେ ଆକ୍ରମଣ June 17, 2024 Papirani କଟକ ସଦରର ନବନିର୍ବାଚିତ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ ଉପରେ ଆକ୍ରମଣ। ଗତକାଲି ବିଳମ୍ବିତ ରାତିରେ କିଶନନଗରକୁ ଫେରୁଥିବା ବେଳେ କଟକ ସୋମପୁର ଛକରେ ତାଙ୍କ କାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି…
ରାଜ୍ୟ ଓଡ଼ିଆ ସଂସ୍କୃତିରେ ମହାଲକ୍ଷ୍ମୀ ସ୍ନାନର ମାହାତ୍ମ୍ୟ June 17, 2024 Nirvay ଓଡ଼ିଆ ସଂସ୍କୃତିର ମୂଳ ଭିତ୍ତି କହିଲେ ତା’ର ବାର ମାସରେ ପଡୁଥିବା ତେର ପର୍ବ ଓ ସାଢ଼େ ଚାରି କୋଟି ଓଡ଼ିଆଙ୍କର ପ୍ରାଣରୂପୀ ନାଆର ନାବିକ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ବୁଝାଏ | ଜଗନ୍ନାଥ ସିନା ସାରା ଜଗତକୁ ପାଳନ୍ତି,…