Tag: Odisha

ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ; ମୁଖ୍ୟମନ୍ତ୍ରୀ କଲେ ସହାୟତା ଘୋଷଣା

ସମ୍ପନ୍ନ ହେଲା ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଶେଷକୃତ୍ୟ । ଗତକାଲି ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୋମ୍ୟାଶ୍ରୀ । ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ଗାଁ ବାଲେଶ୍ୱର ଜିଲ୍ଲା ଭୋଗରାଇର ପଳାସିଆକୁ ନିଆଯାଇଛି…

ଏମ୍ସର ୬୪୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନର ଦଶମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହି ଅବସରରେ ଏମ୍ସର ୬୪୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରିବା ସହ ଡିଗ୍ରୀପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି…

ଛାତ୍ରୀ ଆତ୍ମାହୂତି ଘଟଣା ପଛରେ ଛାତ୍ର କଂଗ୍ରେସର ନେତାମାନେ ଉସ୍‌କାଇଥିବା ପ୍ରମାଣ ସାମାଜିକ ଗଣମାଧ୍ୟମରେ ରହିଛି : ବିରଂଚି ନାରାୟଣ ତ୍ରିପାଠୀ

ବାଲେଶ୍ୱର ଏଫ୍‌ଏମ୍ କଲେଜରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟବିଦାରକ। ଏହି ଘଟଣା ସମସ୍ତ ଓଡ଼ିଶାବାସୀଙ୍କୁ ଦୁଃଖ ଦେଇଛି। ରାଜନୈତିକ ଦଳ ହିସାବରେ ବିଜେପି ପାର୍ଟି ହେଉ କିମ୍ବା ଓଡ଼ିଶା ସରକାର ହେଉ ସମସ୍ତେ ଏହି ଘଟଣାରେ…

ଏମ୍ସର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏମ୍ସର ଭୁବନେଶ୍ୱର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬୪୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରିବେ ରାଷ୍ଟ୍ରପତି । ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ଭୁବନେଶ୍ୱର ସାଂସଦ ଓ ଅନ୍ୟ…

କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଦିଲ୍ଲୀରୁ ପ୍ରେସମିଟ୍ କରି ବର୍ଷିଲା ମହିଳା କଂଗ୍ରେସ

ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଆଜି ଦିଲ୍ଲୀରୁ ପ୍ରେସମିଟ୍ କରି ବର୍ଷିଲେ ମହିଳା କଂଗ୍ରେସ ସଭାନେତ୍ରୀ । ଦିଲ୍ଲୀର ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିଫଳତାକୁ…

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର; ବୋଲ ବମ ଧ୍ୱନିରେ କମ୍ପୁଛି ଶୈବପୀଠ

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ବୋଲ ବମ ଧ୍ୱନିରେ କମ୍ପୁଛି ସମସ୍ତ ଶିବ…

କଲେଜ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣା: ଏମ୍ସରେ ଚାଲିଛି ପୀଡ଼ିତାଙ୍କ ଡାଏଲିସିସ୍

ଭୁବନେଶ୍ୱର ଏମ୍ସରେ ସଙ୍କଟାପନ୍ନ ଅବସ୍ଥାରେ ବର୍ଣ୍ଣ ୟୁନିଟ୍‌ରେ ଚାଲିଛି ଆତ୍ମହୁତି ଉଦ୍ୟମ କରିଥିବା କଲେଜ ଛାତ୍ରୀଙ୍କ ଚିକିତ୍ସା । ଛାତ୍ରୀଙ୍କ କିଡନୀ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଡାଏଲିସିସ୍ କରାଯାଉଛି । ପୀତିଡାଙ୍କ ଚିକିତ୍ସା ପାଇଁ ୮ ଜଣିଆ ଡାକ୍ତରୀ ଦଳ…

କଲେଜ ଛାତ୍ରୀଙ୍କୁ ନିର୍ଯାତନା ଓ ଆତ୍ମାହୁତି ଉଦ୍ୟମର ପ୍ରଚ୍ଛଦପଟ କାହାଣୀ

ଫକୀର ମୋହନ କଲେଜ ଛାତ୍ରୀଙ୍କୁ ନିର୍ଯାତନା ଦେବା ପଛରେ ବିଇଡି ବିଭାଗ ଏଚ୍.ଓଡି ସମୀର ସାହୁଙ୍କ ଉଦ୍ଦେଶ୍ୟ କ’ଣ ଥିଲା ? ବିଇଡି ବିଭାଗରେ ଶତାଧିକ ଛାତ୍ରଛାତ୍ରୀ ପଢୁଥିବାବେଳେ ପୀଡ଼ିତା ଜଣକ କାହିଁକି ଏଚ୍ଓଡିଙ୍କ ନିର୍ଯାତନାର ଶିକାର ହେଲେ । ବିଶ୍ୱସ୍ତ…

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି; ରାଜଧାନୀରେ ଜାରି ହେଲା ଟ୍ରାଫିକ କଟକଣା

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସମୟ ଅନୁସାରେ କମିଶନରେଟ୍ ପୋଲିସ ତରଫରୁ ଟ୍ରାଫିକ କଟକଣା ଲାଗୁ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦…

ଏଫ୍.ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା: ଏମ୍ସ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍ ରେ ମୁଖ୍ୟମନ୍ତ୍ରୀ । ଫକୀରମୋହନ ମହାବିଦ୍ୟାଳୟରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପୀଡ଼ିତାଙ୍କୁ ଏମ୍ସରେ ଚିକିତ୍ସା କରାଯାଉଛି । ଭୁବନେଶ୍ୱର ଏମ୍ସରେ ପହଞ୍ଚି ନିଜେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ବାଲେଶ୍ବର ପୀଡ଼ିତା ଙ୍କ…