ରାଜ୍ୟ ରବର ବୁଲେଟ୍କୁ ନେଇ ନବୀନଙ୍କ ମିଥ୍ୟା ନ୍ୟାରେଟିଭ କାହିଁକି ? July 17, 2025 Papirani ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ବୁଧବାର ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । କିଛି ବିଜଦ କର୍ମୀ ଏବଂ କିଛି ପୁଲିସ ଆହତ ହୋଇଛନ୍ତି । ଆଉ…
ରାଜନୀତି ରାଜ୍ୟ ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେଇ ତଥ୍ୟ ରଖିଲେ ଅପରାଜିତା ଷଡ଼ଙ୍ଗୀ July 17, 2025 Nirvay ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ଗତକାଲି ବିଜେଡି ର ବାଲେଶ୍ୱର ବନ୍ଦ ସହ ଲୋକସେବା ଭବନ ଘେରାଉ ପରେ ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ନେଇ ପ୍ରତିକ୍ରିୟା ରହିଛି ବିଜେପି । ଭୁବନେଶ୍ୱର…
ତାଜା ଖବର ରାଜ୍ୟ ଆସନ୍ତାକାଲି ସାରା ରାଜ୍ୟରେ ବନ୍ଦ ରହି ସବୁ ପେଟ୍ରୋଲ ପମ୍ପ July 16, 2025 Papirani ଆସନ୍ତାକାଲି ସାରା ରାଜ୍ୟରେ ପେଟ୍ରୋଲ ପମ୍ପ ବନ୍ଦ ରହିବ । କଂଗ୍ରେସର ଓଡ଼ିଶା ବନ୍ଦ ପାଳନକୁ ନଜରରେ ରଖି ନିଷ୍ପତ୍ତି । ଏ ନେଇ ସୂଚନା ଦେଇଛନ୍ତି ପେଟ୍ରୋଲ ଡିଲର ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ । ସେ କହିଛନ୍ତି…
ତାଜା ଖବର ରାଜ୍ୟ ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି July 16, 2025 Papirani ଜୁଲାଇ ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ । ଜନସାଧାରଣଙ୍କ ପାଇଁ ଅଶୋକ ନଗରର ୟୁନିଟ୍-II ରେ ପ୍ରତି ସୋମବାର ଖୋଲାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ୨୧ରେ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଜାରି…
ବ୍ୟବସାୟ ମମିତା-କୁନ୍ଦୁଲି-ଇତିଶ୍ରୀ କଥା ଭୁଲିଗଲାଣି ବିଜଦ ? July 16, 2025 Papirani ଇତିଶ୍ରୀ ପ୍ରଧାନ ବୋଲି ଜଣେ ଶିକ୍ଷୟତ୍ରୀ ଥିଲେ। ଶଙ୍ଖ ନେତାମାନେ ନିହାତି ନାଁ ଶୁଣିଥିବେ । ସେ ନିଜେ ଦିହରେ ନିଆଁ ଲଗାଇ ମରିନଥିଲେ। କେହି ଜଣେ ତାଙ୍କ ଦିହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା । ବିଚାରା ଇତିଶ୍ରୀ…
ରାଜନୀତି ରାଜ୍ୟ ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ ଉପରେ ପୋଲିସର ଅମାନୁଷିକ ଆକ୍ରମଣକୁ ନବୀନଙ୍କ ଦୃଢ଼ ନିନ୍ଦା July 16, 2025 Nirvay ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡି ର ହଜାର ହଜାର କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ଲୋୟାର…
ରାଜନୀତି ରାଜ୍ୟ ସୌମ୍ୟାଶ୍ରୀଙ୍କ ପରିବାର ସହ କଥା ହେଲେ ରାହୁଲ; ଓଡ଼ିଶାରେ ଅଳକା ଲାମ୍ବା July 16, 2025 Nirvay ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କଥା ହୋଇଛନ୍ତି । ପ୍ରଭାରୀ ଅଜୟ କୁମାରଙ୍କ ଫୋନ କଲ ମାଧ୍ୟମରେ ଆଜି ସକାଳେ ସୌମ୍ୟାଶ୍ରୀଙ୍କ ବାପା ବଳରାମ ବିଶିଙ୍କ ସହ ରାହୁଲ ଗାନ୍ଧୀ କଥା ହୋଇ ସାନ୍ତ୍ୱନା…
ରାଜନୀତି ରାଜ୍ୟ ବିଜେଡିର ଲୋକସେବା ଭବନ ଘେରାଉ ବେଳେ ବବି, ସୁଲତା, ଡାନି ଆହତ July 16, 2025 Nirvay ଫକୀରମୋହନ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ବିଜେଡି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ଜୋରଦାର ବିକ୍ଷୋଭ କରିବା ସହ ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ବିଜେଡି-ପୋଲିସ ମୁହାଁମୁହିଁ ହୋଇଛନ୍ତି ଫଳରେ ବିଜେଡି…
ରାଜନୀତି ରାଜ୍ୟ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ July 16, 2025 Nirvay ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ନ୍ୟାୟିକ ତଦନ୍ତ ଦାବିରେ ଭୁବନେଶ୍ୱରର ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଛି ବିଜେଡି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଲୋୟର ପିଏମଜିରେ ବିଜେଡିର ବରିଷ୍ଠ ନେତାଙ୍କ ଶହଶହ ବିଜେଡିର ଯୁବ-ଛାତ୍ର ଓ ମହିଳା…
ରାଜ୍ୟ ଆଜି ବିଜେଡିର ବାଲେଶ୍ୱର ବନ୍ଦ ଡାକରା July 16, 2025 Nirvay ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସାରା ରାଜ୍ୟରେ ଅସନ୍ତୋଷ ଲାଗିରହିଥିବାବେଳେ ଆଜି ବିଜେଡିର ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ରହିବ ବନ୍ଦ ।…