Tag: Odisha

ଆସୁଛି ଆଉ ଏକ ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ।ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ। ଏହା ସହ ଆହୁରି ରାଜ୍ୟରେ ୫ ଦିନ ବର୍ଷା ଲାଗି ରହିବା ନେଇ ସୂଚନା…

ପାଣ୍ଡିଆନଙ୍କ ରି-ଲଞ୍ଚିଂ ଅଭିଯାନ ଫୁସୁକି ଗଲା !

୨୦୦୪ ପରଠାରୁ ରାହୁଲ ଗାନ୍ଧୀଙ୍କର ଶୁଭାରମ୍ଭ ବା ଲଞ୍ଚିଂ ପାଇଁ କଂଗ୍ରେସ କେତେଥର ଯେ ଉଦ୍ୟମ କଲାଣି ଏଥିରେ ସନ୍ଦେହ ନାହିଁ । ୨୦୧୪ରେ ମନମୋହନ ସିଂଙ୍କ ଜାଗାରେ ତାଙ୍କୁ ଦଳର ପିଏମ୍ ଚେହେରା ଭାବେ ଆଗକୁ ଆଣିବା ଲାଗି ଚେଷ୍ଟା…

ରାଜଧାନୀର ଆଇଟିଇଆର (ITER) କଲେଜରେ ନିଆଁ

ରାଜଧାନୀ ଭୁବନେଶ୍ଵର ଜାଗମରାସ୍ଥିତ ଆଇଟିଇଆର (ITER) କଲେଜରେ ଭୟାବହ ନିଆଁ ଲାଗିଛି । ଫଳରେ କଲେଜ ଭିତରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ଅଗ୍ନିକାଣ୍ଡରେ ଛାତ୍ରଙ୍କ ସମେତ କିଛି ଲୋକ ଆହତ ହୋଇଛନ୍ତି ।…

ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ଛାଡ଼ ନିର୍ଦ୍ଦେଶ ଘଣ୍ଟାକ ମଧ୍ୟରେ ପ୍ରତ୍ୟାହୃତ

ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣା ପରେ ମହିଳା ସୁରକ୍ଷାକୁ ଗୁରୁତ୍ୱ ଦେଇ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଘଣ୍ଟାକ ମଧ୍ୟରେ ପ୍ରତ୍ୟାହୃତ କରିଦିଆଯାଇଛି । ସନ୍ଧ୍ୟା ସାଢ଼େ ୫ଟା ପରେ ଅଧ୍ୟାପିକା,…

ସୌମ୍ୟାଶ୍ରୀ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ଦାବିରେ ବିଜେଡିର ମୌନ ପ୍ରତିବାଦ

ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜୁ ଜନତା ଦଳର ବରିଷ୍ଠ ନେତା ଓ କର୍ମୀ ମାନେ ଆଜି ଭୁବନେଶ୍ୱରସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ଗାନ୍ଧିଜୀ ଙ୍କ ମୁର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ…

ଓଡ଼ିଶାରେ ଖୋଲିବ ୫ ନୂଆ ମହିଳା ଏନ୍‌ସିସି ବାଟାଲିଅନ

ଛାତ୍ରୀମାନଙ୍କୁ ସଶକ୍ତ କରିବା ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଆଉ ୫ ନୂଆ ମହିଳା ଏନ୍‌ସିସି ବାଟାଲିଅନ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ଏନ୍‌ସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି । ଚିଠିରେ କ୍ୟାଡେଟ୍‌ମାନଙ୍କ…

ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ଆଇସିସି ସଦସ୍ୟଙ୍କୁ ତଦନ୍ତ କମିଟି ପାଖରେ ହାଜର ନିର୍ଦ୍ଦେଶ

ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ହାଜର ହେବେ ଆଇସିସି ସଦସ୍ୟ । ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ବାଲେଶ୍ୱର ଯିବ ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ…

ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କୁ ମିଳିବ ଅନୁକମ୍ପାମୂଳକ ସହାୟତା; ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କ ପାଇଁ କାର୍ଯ୍ୟଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ୱାର୍ଡ…

ଜିଏମ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଘଟଣା: ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ

ସମ୍ବଲପୁର ଗଙ୍ଗାଧର ମେହର ବିଶ୍ଵବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ମାମଲାରେ ଗିରଫ ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ । ଏଜୁକେସନ୍‌ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନା ନିଲମ୍ବିତ । ଭାରାପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ସହକାରୀ ଅଧ୍ୟାପକ ଗୋପିକାନ୍ତ ସୁନାଙ୍କୁ…

ଭୁବନେଶ୍ୱରରେ ଆରମ୍ଭ ହେଲା ଜାତୀୟ ସୁଶାସନ ସମ୍ମିଳନୀ

ଭୁବନେଶ୍ୱରରେ ଆରମ୍ଭ ହେଲା ୨ ଦିନିଆ ଜାତୀୟ ସୁଶାସନ ସମ୍ମିଳନୀ। ଲୋକସେବା ଭବନରେ ସମ୍ମିଳନୀକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଏହି ସମ୍ମିଳନୀ ସାରା ଦେଶରୁ ୪…