ତାଜା ଖବର ରାଜ୍ୟ ବଜ୍ରପାତରେ ୬ ଚାଷୀ ମୃତ August 18, 2024 Nirvay ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା, ବାଲେଶ୍ବର, ଯାଜପୁର, ସୁବର୍ଣ୍ଣପୁର, ଭଦ୍ରକରେ ୬ ଚାଷୀଙ୍କ ମୃତ୍ୟୁ ହୋଇଛି। ବିଲରେ କାମ କରୁଥିବା ବେଳେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବାସୁଦେବପୁର…
ତାଜା ଖବର ରାଜ୍ୟ ଭୁବନେଶ୍ୱରରେ ଡେଙ୍ଗୁ ବିଭୀଷିକା: ଚେତିବେ କି ସରକାର? August 18, 2024 Nirvay ଭୁବନେଶ୍ୱରରେ ଡେଙ୍ଗୁ ବିଭୀଷିକା ଦେଖାଦେଇଛି। ସଂକ୍ରମଣ ସଂଖ୍ୟା ବଢିଚାଲିଛି। ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। କେବେ ସରକାରଙ୍କ ଚେତା ପଶିବ। କେବେ ସରକାର ଡେଙ୍ଗୁ ସଂକ୍ରମଣରେ ରୋକ ଲଗାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବେ। ଆଉ କେତେ ଲୋକ ସଂକ୍ରମିତ ହେଲେ,…
ତାଜା ଖବର ରାଜ୍ୟ ବଡ଼ ଖବର! ଉତ୍ତର ପ୍ରଦେଶରୁ ଟ୍ରେନରେ ଆସିବ ଆଳୁ August 18, 2024 Nirvay ଆଳୁ ପାଇଁ ଆଉ କାହା ଉପରେ ନିର୍ଭର କରିବାକୁ ପଡ଼ିବନି। ୟୁପିରୁ ଟ୍ରେନ୍ ଯୋଗେ ଆଳୁ ଆସିବ। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଳୁ ସଙ୍କଟ ଦୂର ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।…
ତାଜା ଖବର ରାଜ୍ୟ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ବୟାନ August 18, 2024 Nirvay ୨୦୧୩ରୁ ୨୦୨୪ ଭିତରେ ଭି କେ ପାଣ୍ଡିଆନ ହେଲିକପ୍ଟରରେ ବୁଲିବାରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି। ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ହେଲିପ୍ୟାଡ୍ ମଧ୍ୟ ତିଆରି ହେଉଥିଲା। ସର୍ବସମ୍ମୁଖରେ ରାଜକୋଷରୁ ଭୂଲୁଣ୍ଠନ କରୁଥିଲେ। ତେବେ ବିଜେପି…
ତାଜା ଖବର ରାଜ୍ୟ କଂଗ୍ରେସ ବାବଦରେ ବିଧାୟକ ତାରା ବାହିନୀପତିଙ୍କ ବିସ୍ଫୋରକ ବୟାନ August 18, 2024 Nirvay ଚଳିତ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ କଂଗ୍ରେସ ନିଜର ସ୍ଥିତି ସାମାନ୍ୟ ମଜଭୁତ କରିଥିବା ବେଳେ ଓଡ଼ିଶାରେ କଂଗ୍ରେସ ଏକ ପ୍ରକାର ସତ୍ତା ହରାଇଛି। ଏସବୁ ମଧ୍ୟରେ ଏବେ ଦଳୀୟ କନ୍ଦଳ ଦେଖାଦେଇଛି। ଦଳୀୟ କର୍ମୀ ନିଜ ନିଜ ଭିତରେ ବିବାଦ…
ତାଜା ଖବର ରାଜ୍ୟ ପୂଜାପଣ୍ଡା ଓ ବଡୁ ନିଯୋଗ ବିବାଦ; ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ August 18, 2024 Nirvay ପୂଜାପଣ୍ଡା ଓ ବଡୁ ନିଯୋଗ ବିବାଦ ଯୋଗୁଁ ବନ୍ଦ ରହିଛି ବାବା ଲିଙ୍ଗରାଜଙ୍କ ନୀତିକାନ୍ତି। କାଲି ପଇତା ଲାଗି ନୀତି ବନ୍ଦ ପରଠୁ ସବୁ ନୀତିକାନ୍ତି ବନ୍ଦ ରହିଛି। କାଲି ସନ୍ଧ୍ୟା ପରଠୁ ନୀତିକାନ୍ତି ହୋଇନି, ସାଧାରଣ ଦର୍ଶନ ଚାଲିଛି ।…
ତାଜା ଖବର ରାଜ୍ୟ ସରକାରୀ ଟିକସ ହେରଫେର; ଆସିଷ୍ଟାଣ୍ଟ କମିଶନରଙ୍କୁ ଗିରଫ କଲା ଭିଜିଲାନ୍ସ August 18, 2024 Nirvay ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ବିଭାଗ ରେଡ କରିବା ପରେ ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ ଗିରଫ ହୋଇଛନ୍ତି। ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ। ତେବେ…
ତାଜା ଖବର ରାଜ୍ୟ ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା August 18, 2024 Nirvay ମଝି ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଫସିରହିଛି। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ଅଟକିଲା। ଡଙ୍ଗାରେ ୪୦ରୁ ଊର୍ଦ୍ଧ୍ଵ ଲୋକ ଓ ପ୍ରାୟ ୨୦ଟି ବାଇକ୍ ଥିବା ଜଣାପଡିଛି। ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ବେଳେ ଚିଲିକା ମଝିରେ ଅଟକି ଯାଇଥିଲା।…
ତାଜା ଖବର ରାଜନୀତି ରାଜ୍ୟ ଆରମ୍ଭ ହେଲା ନୂଆ ବିଧାୟକ ମାନଙ୍କର ପ୍ରଶିକ୍ଷଣ ଶିବିର August 17, 2024 Papirani ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଆରମ୍ଭ ହେଲା ବିଧାୟକଙ୍କ ପାଇଁ ୨ଦିନିଆ ପ୍ରଶିକ୍ଷଣ ଶିବିର। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବିଧାନସଭା ପରିସରରେ ଚାଲିବ ପ୍ରଶିକ୍ଷଣ ଶିବିର । ଆଜି ଆରମ୍ଭ ହୋଇଥିବା ଏହି ବିଧାୟକ ମାନଙ୍କ ଦୁଇ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ନବ ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାପାଇଁ ଓଡ଼ିଶା ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ August 17, 2024 Papirani ଆଜିଠୁ ପ୍ରଶିକ୍ଷଣ ନେବେ ନବାଗତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ। ଦୁଇଦିନ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ତେଣୁ ବିଧାନସଭାରେ ନୂଆ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ…