Tag: Odisha

ଚାଷୀଙ୍କୁ କ୍ଷତିପୂରଣ ବଣ୍ଟନ ଆରମ୍ଭ ହେଲାଣି, ୪/୫ ଦିନ ଭିତରେ ସରିବ

ଅଦିନିଆ ବର୍ଷା ଚାଷୀଙ୍କର ଧାନ ଫସଲ ସହିତ ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଫସଲ ନଷ୍ଟର କ୍ଷତିପୂରଣକୁ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଅଦିନିଆ ବର୍ଷା ଧାନ ଫସଲ…

ଏକାମ୍ର କାନନରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱରର ଏକାମ୍ର କାନନରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ରଙ୍ଗ ବେରଙ୍ଗର ସୁଗନ୍ଧଭରା ବିଭିନ୍ନ ପ୍ରକାର ଫୁଲରେ ସଜେଇ ହୋଇଛି ଏକାମ୍ର କାନନ । ଆସନ୍ତା ଜାନୁଆରୀ ୧୧ ତାରିଖ ଯାଏଁ ଏହି ପୁଷ୍ପ ପ୍ରଦର୍ଶନୀ…

ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍‌ମାନ ଶାନମୁଗରତ୍ନମ୍

ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି । ଜାନୁଆରୀ ୧୬ରୁ ୧୮ ତାରିଖ ଯାଏ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍‌ମାନ ଶାନମୁଗରତ୍ନମ୍ । ରାଜ୍ୟ ସରକାରଙ୍କ ସହ ବିଭିନ୍ନ MOU ହେବ । ଦକ୍ଷତା ବିକାଶରେ ସିଙ୍ଗାପୁର-ଓଡ଼ିଶା…

‍ଡିଏମ୍‌ଏଫ୍‌ ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ମୋହନ ସରକାର ବିଜୁ ଜନତା ଦଳ ସରକାରର କେଳେଙ୍କାରୀର ତଦନ୍ତ ପାଇଁ ଆଗ୍ରହୀ ନଥିବା ସ୍ପଷ୍ଟ ହୋଇଯାଇସାରିଛି । ମନ୍ତ୍ରୀମାନେ ଦୁର୍ନୀତି କଥା କହୁଛନ୍ତି । କିନ୍ତୁ ଦୁର୍ନୀତିଖୋରଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ସାମାନ୍ୟତମ ପ୍ରୟାସ ବି କରୁନାହାନ୍ତି ।…

ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡରେ ହଂସିତା ଅଭିଲିପ୍ସାଙ୍କ ଉପରେ ଆୟକର ଟିମ୍‌ର ରେଡ଼

ରାଜଧାନୀର ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆଜି ଆୟକର ବିଭାଗ ଟିମ୍ ଚଢ଼ଉ କରିଛି । ହଂସିତାଙ୍କର ୧୨ଟି ଠିକଣାରେ ଖୋଲତାଡ଼ କରୁଛି ଆଇଟି ଟିମ୍ । ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ ଆରମ୍ଭ ହୋଇଛି…

ଓଡ଼ିଶାରେ ୪୪ ହଜାର ୭୯୩ କୋଟି ଟଙ୍କାର ବଡ଼ ପୁଞ୍ଜିନିବେଶ

ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ବିନିଯୋଗ ହେବ ୪୪ ହଜାର ୭୯୩ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିଛି । ପୁଞ୍ଜିନିବେଶ ଦ୍ବାରା ରାଜ୍ୟରେ ୨୩୦୦୫ ନିଯୁକ୍ତି ସୃଷ୍ଟି…

ଭୁବନେଶ୍ୱର ବିମାନ ବନ୍ଦରରୁ ୯ କୋଟି ଟଙ୍କାର ଗଞ୍ଜେଇ ଜବତ

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ୯ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଜଣେ ମହିଳା ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ଏହି ଗଞ୍ଜେଇ ଜବତ କରିଛି । ମହିଳା ଜଣକ ବ୍ୟାଗରେ ଛୋଟ…

‘ପ୍ରବାସୀ ଭାରତୀୟ ଦିବସ’ ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ୍ ପୁଲିସ

ଜାନୁଆରୀ ୮ ରୁ ୧୦ ତାରିଖ ଯାଏଁ ଭୁବନେଶ୍ୱରରେ ହେବାକୁଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ କମିଶନରେଟ୍ ପୁଲିସ ଟ୍ରାଫିକ୍ କଟକଣା ଜାରି କରିବା ସହ ସେହି ଅନୁଯାୟୀ ଯାତ୍ରା ଯୋଜନା କରିବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି । ଭାରତର…

ଜାନୁଆରି ୮ ଓ ୯ ତାରିଖରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୮ଓ ୯ ତାରିଖରେ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମୋଦି ୮ ଜାନୁଆରିରେ ଆନ୍ଧ୍ରପ୍ରଦେଶଗସ୍ତରେ ଯାଇ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ,…

ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବାକୁ ବିଜେପିର ଆହ୍ୱାନ

ଆସନ୍ତା ୮, ୯ ଓ ୧୦ ତାରିଖ ତିନି ଦିନ ଧରି ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଯୋଗୁଁ ଓଡ଼ିଶାର ପ୍ରଚାର…