Tag: Odisha

ବନ୍ଧା ହେଲେ ଠକ ହଂସିତାଙ୍କ ପ୍ରକୃତ ସ୍ୱାମୀ

ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା-ଅନୀଲଙ୍କ ମାମଲା ନେଇ ସମ୍ନାକୁ ଆସିଲା ସାଂଘାତିତ ତଥ୍ୟ। ଆୟକର ହାତରେ ଧରାପଡ଼ିଲେ ଠକ ହଂସିତାଙ୍କ ପ୍ରକୃତ ସ୍ବାମୀ । ଖଣ୍ଡଗିରିରେ ଏକ କାରରୁ ହଂସିତାଙ୍କ ସ୍ବାମୀ ସରୋଜ ସାହୁଙ୍କୁ ଧରିଛନ୍ତି ଆୟକର ବିଭାଗ । ନିଜର…

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ; ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୁଣି ଉଠିଲା ପ୍ରଶ୍ନ

ରସୁଲଗଡ଼ରେ ଜଣେ ‘ପୁଲିସ ମିତ୍ର’ଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ରାଜଧାନୀବାସୀଙ୍କୁ ସ୍ତବ୍ଧ କରିଦେଇଛି । ପ୍ରାଣହରାଇଥିବା ଯୁବକଜଣକ ହେଲେ ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ । ସେ ପୋଲିସ ମିତ୍ର ଭାବେ ମଧ୍ୟ…

ସମସ୍ତ ମାମଲାରୁ ଦୋଷମୁକ୍ତ ହେଲେ ପ୍ରଦୀପ ପାଣିଗ୍ରାହୀ

ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହେଲେ ବ୍ରହ୍ମପୁର ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରହିଥିଲା ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲା ହୋଇଥିବା ବେଳେ ଗତକାଲି ସେ ଦୁଇଟି ମାମଲା ଓ ଆଜି ବାକି ଥିବା…

ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମେଳନ

ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମିଳନ । ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନ ଆୟୋଜନ କରାଯାଇଛି। ଏହାକୁ ପ୍ରଦୀପ ପ୍ରଜ୍ବଳନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର…

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ୯ଟି ନୂତନ ଗ୍ୟାଲେରୀ ଉଦଘାଟିତ

ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଅ ଗୋଟି ନୂତନ ଗ୍ୟାଲେରୀର ଉଦଘାଟନ କରିଛନ୍ତି । ପ୍ରାଗ-ଐତିହାସିକ ଗ୍ୟାଲେରୀ, ରାଜକୀୟ ଓ ହାତୀଦାନ୍ତ ଗ୍ୟାଲେରୀ, ପ୍ରାଣୀ ବିଜ୍ଞାନ ଗ୍ୟାଲେରୀ, ଖଣି ଓ ଭୂ-ତତ୍ତ୍ୱ ଗ୍ୟାଲେରୀ…

ଆନ୍ତର୍ଜାତିକ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ-୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଆନ୍ତର୍ଜାତିକ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ-୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଭାଷଣ ଦେଇ କହିଛନ୍ତି ଯେ ‘ଜୟ ଜଗନ୍ନାଥ’,ଏହି ଦୁଇ ପଦ କେବଳ ଦୁଇଟି ଶବ୍ଦ ନୁହେଁ, ଏହା କୌଣସି ମନ୍ତ୍ର ଠାରୁ କମ ନୁହେଁ । ଯେ କୌଣସି…

ପ୍ରବାସୀ ଭାରତୀୟ ଦିବସ: ୩ ଦିନରେ ୫ଟି ଅଧିବେଶନ

ଆସନ୍ତାକାଲି ଠାରୁ ୧୦ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମହାସମାରୋହରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରବାସୀ ଭାରତୀୟ ଦିବସରେ ବିଶ୍ଵର କୋଣଅନୁକୋଣରେ ରହୁଥିବା ଭାରତୀୟ ଓଡ଼ିଶା ଆସୁଛନ୍ତି। ଏହି ମହାସମାରୋହ ପୂର୍ବରୁ ଆଜି ରାଜ୍ୟ ସରକାର ଓ ବୈଦେଶିକ…

ଏଥର ବାରବାଟୀ ଷ୍ଟାଡିୟମରେ ହେବନି ସାଧାରଣତନ୍ତ୍ର ଦିବସ

ଏଥର କଟକ ବାରବାଟୀ ଷ୍ଟାଡିୟମରେ ହେବନି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ବି ଶିନ୍ଦେ ସୂଚନା ଦେଇଛନ୍ତି । ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ହେବାକୁ ଥିବାରୁ ବାରବାଟୀ ଷ୍ଟାଡିୟମ ପରିବର୍ତ୍ତେ ଏଥର ବିଡ଼ାନାସି…

ଡବଲ ଡେକର ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜିଠୁ ଓଡ଼ିଶାରେ ଗଡ଼ିଲା ଡବଲ ଡେକର ବସ । ଆଜି ଡବଲ ଡେ଼କର ବସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୫ଟି ଡବଲ ଡେକର, ୧୦ଟି ହପ୍‌ ଅନ୍‌ ହପ୍‌ ଅଫ୍‌ ବସ୍‌ର ଶୁଭାରମ୍ଭ କରାଯାଇଛି । ଏଥିସହ…

ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ସାବ୍ୟସ୍ତ

ନିର୍ଦ୍ଦୋଷରେ ଖଲାସ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରହିଥିଲା ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲା ହୋଇଥିବା ବେଳେ ଆଜି ସାଂସଦ ପ୍ରଦୀପ ପାଣିଗ୍ରାହୀ ଗୋଳନ୍ଥରା ଥାନା ଓ ବୈଦ୍ୟନାଥପୁର ଥାନା ମାମଲାରେ ନିର୍ଦ୍ଦୋଷ…