Tag: Odisha

ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ଇସ୍ତଫା ଦେଲେ ମୁନା ଖାନ୍

ପୁଣି ଚର୍ଚ୍ଚାରେ ବିଜୁ ଜନତା ଦଳ । ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ୍ ଇସ୍ତଫା ଦେଇଥିବା ଚର୍ଚ୍ଚା । ବିଜେଡ଼ି ସଂଖ୍ୟା ଲଘୁ ସାଉଥ୍ ଜୋନର ସଂଯୋଜକ ପଦରୁ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ନବୀନ…

ଏବେ ଓଡ଼ିଶାକୁ ନାହିଁ ବାତ୍ୟା ଭୟ: ପାଣିପାଗ ବିଭାଗ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏବେ ରାଜ୍ୟରେ ବାତ୍ୟାର ସୂଚନା ନଥିବା ସ୍ପଷ୍ଟ କଲା ପାଣିପାଗ ବିଭାଗ । ମେ ୨୩ରୁ ୨୮ ମଧ୍ୟରେ ବାତ୍ୟା ହେବା ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ପାଣିପାଗ ବିଭାଗ…

ଶିକ୍ଷକ ବଦଳି ସୁପାରିସ କରିପାରିବେ ସାଂସଦ, ବିଧାୟକ

ମେ ୧୫ ରୁ ଜୁନ୍ ୧୫ ମଧ୍ୟରେ ଶିକ୍ଷକ ବଦଳି ପ୍ରକ୍ରିୟା ଆରମ୍ଭ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ହୋଇଛି । ସୂଚନା ଅନୁଯାୟୀ…

ଅର୍ଚ୍ଚନା ନାଗ୍‌ଙ୍କୁ ଷ୍ଟେଟ୍‌ ବାର୍‌ କାଉନସିଲ୍‌ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌

ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଷ୍ଟେଟ୍‌ ବାର୍‌ କାଉନସିଲ୍‌ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ସୂଚନା ଅନୁଯାୟୀ ଅର୍ଚ୍ଚନା ଓକିଲାତି ଲାଇସେନ୍ସ ପାଇଁ ଦେଇଥିବା ଆବେଦନରେ ତାଙ୍କ ନାଁରେ ଥିବା ଫୌଜଦାରୀ…

ଯାଜପୁର ଛତିଆରେ ବୋମା ବିସ୍ଫୋରଣ; ୨ ମୃତ

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବସଷ୍ଟାଣ୍ଡ ନିକଟରେ ବୋମା ବିସ୍ଫୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ…

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜଗିବ ବଜ୍ର ଯାନ

ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ୍‌ ଭେଇକିଲ୍‌‌ । ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ଡିଜିପି ୱାଇବି ଖୁରାନିଆ । ଶ୍ରୀମନ୍ଦିର ସୁରକ୍ଷାରେ ଯୋଡି ହେଲା କେନ୍ଦ୍ର ସୁରକ୍ଷା ବଳର ବଜ୍ର ଯାନ । ଏଥିରେ ବିଭିନ୍ନ ଅତ୍ୟାଧୁନିକ…

ଆଜି ଭୁବନେଶ୍ୱରରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରି

ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗୁଳୁଗୁଳି ସହ ତାତିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଆଜି ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଆଜି ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହେବା ସହ…

ପୁଣି ରାଜ୍ୟକୁ ଫେରିଲା ତାତି; ୩୫ ଡିଗ୍ରୀ ଟପିଲା ଝାରସୁଗୁଡ଼ା

ପ୍ରଚଣ୍ତ ତାତି ଓ ଅସମ୍ଭାଳ ଗୁଳୁଗୁଳିରେ କଲବଲ ହୋଇଗଲାଣି ପୂରା ରାଜ୍ୟ। ସାଢ଼େ ୮ଟା ସୁଦ୍ଧା ୩୫.୨ ଡିଗ୍ରୀ ଟପିଛି ଝାରସୁଗୁଡା । ସେହିପରି ସମ୍ବଲପୁର ୩୪.୪ ଡିଗ୍ରୀ ହୋଇଥିବା ବେଳେ ହୀରାକୁଦ ୩୪, ବାଲେଶ୍ୱର ୩୩ ଡିଗ୍ରୀ, ପୁରୀ ୩୩.୪,…

ଭାରତ ଓ ପାକିସ୍ତାନ ଉତ୍ତେଜନା; ସବୁ ଜିଲ୍ଲାପାଳ, ଆରଡିସି ଓ ଆଇପିଏସ ଅଫିସରଙ୍କ ଛୁଟି ବାତିଲ କଲେ ଓଡ଼ିଶା ସରକାର

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି । ଉଭୟ ପକ୍ଷରୁ ଆକ୍ରମଣ ଲାଗି ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆରଡିସି ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ କରିଛନ୍ତି ଓଡ଼ିଶା ସରକାର। ଏନେଇ…

ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍‌ ଯାଇଥିବା ସଂଗ୍ରାମୀଙ୍କୁ ମିଳିବ ପେନ୍‌ସନ: ମୁଖ୍ୟମନ୍ତ୍ରୀ

ଓଡିଆ ଅସ୍ମିତାର ନିଦର୍ଶନ ସ୍ୱରୂପ ବରପୁତ୍ର ଓ ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପ୍ରକ୍ରିୟାରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ…