Tag: Odisha

ବିଷାକ୍ତ ମଦ ପିଇ ଜଣେ ମୃତ, ୧୫ ଗୁରୁତର

ଗଞ୍ଜାମ ଜିଲ୍ଲା ଚିକିଟିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଷାକ୍ତ ଓ ନକଲି ମଦ ପିଇ ୧୫ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜେନାପୁର ଅଞ୍ଚଳର ଜୁର ବେହେରା। ୧୪ ଜଣ ବ୍ରହ୍ମପୁରସ୍ଥିତ…

ଘର ଘର ବୁଲି ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନା କରି ସଦସ୍ୟ ଗ୍ରହଣ କରିବ ବିଜେପି

ଭାରତୀୟ ଜନତା ପାର୍ଟିର ବିଚାରଧାରା ହିଁ ଦଳକୁ ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ବୋଲି ପରିଚୟ ଦେଇଥାଏ। ଦେଶର ପୁନଃନିର୍ମାଣ ପାଇଁ ବିଜେପି ସର୍ବଦା ଉଦ୍ୟମରତ। ସେଥିପାଇଁ ଆସନ୍ତା ସେପ୍ଟେମ୍ବର ୧ରୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ। ରାଜ୍ୟରେ…

ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ଯ ବୀମା ୨୦ ଲକ୍ଷକୁ ବୃଦ୍ଧି ସହ ବାପା-ମା’ଙ୍କୁ ସାମିଲ ଦାବି

ବିଧାନସଭାରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପାଇଁ ଦାବି ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସାମ୍ବାଦିଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ରାଶି ୨୦ ଲକ୍ଷ ଟଙ୍କା କରିବା ସହ ଏଥିରେ ବାପା-ମା’ଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି।…

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଖୋଲିଲା ଆଉ ଏକ ଟନେଲ୍

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆଉ ଏକ ଟନେଲ୍ ଖୋଲିଲା । ପୁରୁଣାକଟକରୁ ଛାରିଛକକୁ ସଂଯୋଗ କରୁଥିବା ସିଙ୍ଗାନିବିଡ଼ାରେ ଏହି ଟନେଲ ଖୋଲିଛି। ପୂର୍ବତଟ ରେଳପଥ ସିଇଓଙ୍କ ଉପସ୍ଥିତିରେ ୭ ନମ୍ବର ଟନେଲ ଖୋଲିଛି। ୭ ନମ୍ବର ଟନେଲର ଦୂରତା ପ୍ରାୟ ୨ କିଲୋମିଟର…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ମମତା ମହାନ୍ତଙ୍କ ପ୍ରତିକ୍ରିୟା

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା ମହାନ୍ତ। ଟିକେଟ ଦେବା ପାଇଁ ପୂର୍ବରୁ କୌଣସି ପ୍ରତିଶ୍ରୁତି ମିଳିନଥିଲା ବୋଲି କହିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଥିବା କହିଛନ୍ତି। ପୁଣି ରାଜ୍ୟସଭା ଟିକେଟ…

୨୦୨୫ ବାର୍ଷିକ ଯୁକ୍ତ ୨ ପରୀକ୍ଷା ପ୍ରଶ୍ନ ପ୍ୟାଟର୍ଣ୍ଣ ବଦଳିଲା

୨୦୨୫ ବାର୍ଷିକ ଯୁକ୍ତ ୨ ପରୀକ୍ଷା ପାଇଁ ପ୍ରଶ୍ନ ପ୍ୟାଟର୍ଣ୍ଣ ବଦଳିଛି। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପ୍ରଶ୍ନ ପ୍ୟାଟର୍ଣ୍ଣ ବଦଳିଲା। ୨୦୨୩ରେ ରେଜିଷ୍ଟ୍ରୀ କରି ୨୦୨୫ରେ ପରୀକ୍ଷା ଦେବାକୁ ଥିବା ପିଲାଙ୍କ ପ୍ରତି ଲାଗୁ ହେବ। ପିଲାଙ୍କୁ ୮୦+୨୦…

ସଚିବସ୍ତରୀୟ ବୈଠକ; ସମସ୍ତ ବିଭାଗ ଏକ ଟିମ୍‌ ଭାବେ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ସମସ୍ତ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ…

ମାଙ୍କଡ଼ ଉପଦ୍ରବ କମାଇବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ; ଗଠନ ହେବ ମଙ୍କି ସ୍କ୍ୱାଡ୍

ରାଜ୍ୟରେ ମାଙ୍କଡ଼ ଉପଦ୍ରବ କମାଇବା ପାଇଁ ସରକାର ଗଠନ କରିବେ ମଙ୍କି ସ୍କ୍ୱାର୍ଡ । ଆଜି ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି । ସରକାର ରାଜ୍ୟରେ ମାଙ୍କଡ଼…

୨୩ ତାରିଖରେ ସ୍ଥାନାନ୍ତର ହେବ ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା

ଆସନ୍ତା ୨୩ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବ । ଶ୍ରୀମନ୍ଦିର ନୀଳାଦ୍ରି ବିହାର ମ୍ୟୁଜିୟମ ନିକଟରେ ଥିବା କୋଠରୀକୁ ସ୍ଥାନାନ୍ତରଣ କରାଯିବ । ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହାକୁ ସ୍ଥାନାନ୍ତରଣ କରାଯିବ।…

୫ ଦିନ ଭିତରେ ଓଡ଼ିଶା ଆସିବ ୨ଟି ଆଳୁ ଭର୍ତ୍ତି ଟ୍ରେନ୍: କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରୁ ଆଳୁ ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇପାରୁନଥିବା ବେଳେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ପଶ୍ଚିମବଙ୍ଗ ଉପରେ ନିର୍ଭର କରିହେବନି । ଯେଉଁଠୁ ସୁବିଧା ହେବ ସେଠାରୁ ଆଳୁ ଆସିବ । ୫…