Tag: Odisha

ଧର୍ମେନ୍ଦ୍ର ହେବେ କି ପରବର୍ତ୍ତୀ ଭାଜପା ଅଧ୍ୟକ୍ଷ ?

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡିଶା ଗସ୍ତ ଶେଷ କରି ଫେରି ଯାଇଛନ୍ତି। ଅଧ୍ୟକ୍ଷ ଭାବେ ଏହା ବୋଧହୁଏ ତାଙ୍କର ଶେଷ ଓଡିଶା ଗସ୍ତ। ତାଙ୍କ ଅଧ୍ୟକ୍ଷତା କାଳରେ ଓଡ଼ିଶାରେ ପଦ୍ମ ଫୁଟିଛି। ୨୪ ବର୍ଷର ଶଙ୍ଖ ସରକାର…

ପୂର୍ବାଞ୍ଚଳର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ରେଲୱେର ଅବଦାନ

ଓଡ଼ିଶା, ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ପୂର୍ବ ଛତିଶଗଡ଼ ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ବିବିଧ ପରିବେଶ ଏବଂ ଐତିହାସିକ ସ୍ଥଳୀଗୁଡ଼ିକ ବିଶ୍ୱ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ପୂର୍ବତଟ ରେଳପଥ ଭାରତୀୟ ରେଳର ଏକ ପ୍ରମୁଖ ଜୋନାଲ ରେଳପଥ ଭାବରେ…

ଦଶହରା ଉତ୍ସବକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ; ରାସ୍ତା ଉପରେ ନିର୍ମାଣ ହୋଇପାରିବ ନାହିଁ ତୋରଣ

ଆଉ କିଛି ଦିନ ମଧ୍ୟରେ ଧରାରେ ଅବତରଣ କରିବାକୁ ଯାଉଛନ୍ତି ଜଗତଜନନୀ ମାଆ ଦୁର୍ଗା । ଏନେଇ ଏବେଠୁ ଉତ୍ସବ ମୁଖର ହୋଇପଡି଼ଛି ରାଜ୍ୟର ବିଭିନ୍ନ ସହର । ଦଶହରା ଚାନ୍ଦି ମେଢ଼ ଲାଗି କଟକ ବିଶ୍ୱ ବିଖ୍ୟାତ । କିନ୍ତୁ…

ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ; ବଦଳିଲେ ୪୩ ଜଣ ବିଡିଓ

ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ରାଜ୍ଯର ୪୩ଜଣ ବିଡିଓଙ୍କ ବଦଳି କରାଯାଇଛି । ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେମାନେ ହେଲେ :- ଚନ୍ଦ୍ରମଣି ନାଗଙ୍କୁ ରାଜଭୋରାସମ୍ବର, ବରଗଡରୁ…

ପାଣି ଘେରରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର

ଲଘୁଚାପ ପ୍ରଭାବରେ ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ପ୍ରବଳ ବର୍ଷା ଯୋଗୁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ସୂର୍ଯ୍ୟ ମନ୍ଦିର ପରିସରରେ ଜମିରହିଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଏହା ଯୋଗୁ ପର୍ଯ୍ୟଟକମାନେ ଅସୁବିଧାରେ ପଡ଼ିଛନ୍ତି।…

ବିଜେପି ସଦସ୍ୟତା ଅଭିଯାନରେ ଯୋଗ ଦେଇ ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇଲେ ଜେପି ନଡ୍ଡା

ଓଡିଶାରେ ପହଞ୍ଚି ବିଜେପି ସଦସ୍ୟତା ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ସଦସ୍ୟତା ଅଭିଯାନ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଭାରତରେ ୫ ହଜାର…

ଶୁଆଶାରୀରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଚାଲିଛି ଜଙ୍ଗଲ ଓ ଖଣିଜସଂପଦ ଲୁଟ୍

ଶୁଆଶାରୀରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଚାଲିଛି ଜଙ୍ଗଲ ଓ ଖଣିଜସଂପଦ ଲୁଟ୍ ରାଜ୍ୟରେ ବିଜୁ ଜନତା ଦଳର ଦୀର୍ଘ ୨୪ ବର୍ଷର ଶାସନ କାଳରେ ଚାଲିଆସିଥିବା ଖଣି ଖାଦାନରୁ ମୂଲ୍ୟବାନ ପଥର ଲୁଟ ଭାରତୀୟ ଜନତା ପାର୍ଟି ସରକାରରେ ବି ବନ୍ଦ ହୋଇପାର…

ଭୁବନେଶ୍ବରରେ ପହଞ୍ଚିଲେ ଜେ.ପି ନଡ୍ଡା

ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି। ଏଜି ଛକରେ ଥିବା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ଦଳର ସଦସ୍ୟତା…

ଆଜି ପୁରୀରେ ସବୁ ସ୍କୁଲ ଛୁଟି

ମୌସୁମୀ ଦୁର୍ବଳ ହେଉଥିବା ବେଳେ ଏହାର ପ୍ରଭାବରେ ୪୮ ଘଣ୍ଟା ପ୍ରବଳ ବର୍ଷା ହେବ। ତେବେ ପ୍ରବଳ ବର୍ଷା ଯୋଗୁଁ ଆଜି ପୁରୀ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କଲେ ପୁରୀ ଜିଲ୍ଲାପାଳ। ଆଜି ପୁରୀ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ…

ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ

ସମଗ୍ର ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଛି। ସମୁଦ୍ର ଅଶାନ୍ତ ଥିବା ବେଳେ ମାଛ ଧରିବାକୁ ଯାଇଥିବା ଦୁଇଟି ବୋଟ ସମୁଦ୍ର ମଝିରେ ଅଚଳ ହୋଇଯାଇଛି। ଫଳରେ ପାରାଦୀପ ମହାନଦୀ ମୁହାଣରେ ୧୪ ମତ୍ସ୍ୟଜୀବୀ ଫସିରହିଛନ୍ତି। ତେବେ ଗୋଟିଏ ବୋଟ୍‌କୁ…