Tag: Odisha

Republic Day 2026: ୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ

ଗୌରବମୟ ୭୭ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଆମେ ଇତିହାସକୁ ଗର୍ବର ସହ କାନ୍ଧରେ ବୋହି ଚାଲିଆସିଥିବା, ରୂପେଲି…

Panchayat Election In Odisha: ଆଗୁଆ ହେବ ନାହିଁ ପଞ୍ଚାୟତ ନିର୍ବାଚନ

ଆଗୁଆ ନୁହେଁ, ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢୀ । ସେ ଆହୁରି କହିଛନ୍ତି ଯେ ସମୟ…

Khandagiri Mela: ଆଜି ଠାରୁ ଆରମ୍ଭ ହେଲା ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ କୁମ୍ଭ ମେଳା

ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ଐତିହାସିକ ଖଣ୍ଡଗିରି କୁମ୍ଭ ମେଳା। ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ଆଜି ଠାରୁ ଆରମ୍ଭ ହେଲା କୁମ୍ଭ ମେଳା। ରାଜ୍ୟ ଓ ରାଜ୍ୟ ବାହାର ନାଗା ସାଧୁମାନଙ୍କ ଧୀରେ ଧୀରେ ସମାଗମ ହେଉଛି। ଖଣ୍ଡଗିରୀ ମେଳାର…

NITI Aayog VC Meets Odisha CM: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ

ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଏବଂ ସଦସ୍ୟ ଡକ୍ଟର ଅରବିନ୍ଦ ବିରମଣି ସାକ୍ଷାତ କରିବା ପରେ, ରାଜ୍ୟର ବିକାଶ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉନ୍ନତି ସମ୍ପର୍କରେ ଆଲୋଚନା କରିଛନ୍ତି ।…

Early Panchayat Polls In Odisha: ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ

ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଆଗୁଆ ହେବାର ସମ୍ଭାବନା ରହିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି । ଫେବୃଆରୀ ୨୦୨୭ ରେ ଜନଗଣନା ସ୍ଥିର ହୋଇଥିବା ବେଳେ,…

Arvind Mohapatra Shows Strength: ପାଟକୁରାରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଅରବିନ୍ଦ ମହାପାତ୍ର

କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଡେରାବିଶ ବ୍ଲକ୍‌ରେ ବିଧାୟକ ଅରବିନ୍ଦ ମହାପାତ୍ର ଶକ୍ତି ପ୍ରଦର୍ଶନ କରିଛନ୍ତି । ମୋଟର ସାଇକେଲ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ବିଧାୟକ ଏହି ଶକ୍ତି ପ୍ରଦର୍ଶନ କରିଛନ୍ତି । ଶୋଭାଯାତ୍ରା ଚାନ୍ଦୋଳ ବଜାର, କାକଟିଆ ଛକ ଦେଇ ଗଣେଶ୍ୱରପୁର…

Woman Arrested In Fraud Case: ୩ କୋଟିରୁ ଉର୍ଦ୍ଧ ଠକେଇ ମାମଲାରେ ମହିଳା ଗିରଫ

ଓଡ଼ିଶାର କେନ୍ଦୁଝର ଜିଲ୍ଲାର ବଲାଣି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରାୟ ୩ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ କରାଯାଇଛି । ସେ ଶ୍ରମ ବିଭାଗର ଅଧିକାରୀ କହି ମହିଳାମାନଙ୍କୁ ଲୋନ କରାଇ ଦେବା ପ୍ରତିଶ୍ରୁତି ଦେଇ ଠକିଥିବା ଅଭିଯୋଗ…

Minor Beaten Up In Srimandir: ଶ୍ରୀମନ୍ଦିରରେ ପୋଲିସ ମାଡ଼ରେ ନାବାଳକ ଗୁରୁତର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଜଣେ ନାବାଳକ ପୁଲିସ ମାଡ଼ରେ ଗୁରୁତର ହୋଇଛି । ନାବାଳକଙ୍କ ପରିବାର ଲୋକ କହିଛନ୍ତି ଯେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଗହଳି ଭିତରେ ଜଣେ ପୋଲିସ ପୋଷାକଧାରୀ ତାଙ୍କ ପୁଅକୁ ବାଡେଇ ଥିଲେ…

Odisha Congress Hit By Mass Resignation: କଂଗ୍ରେସରୁ ଇସ୍ତଫା ଦେଲେ ମହମ୍ମଦ ମୋକିମଙ୍କ ୪୧ ସମର୍ଥକ

ଓଡ଼ିଶା କଂଗ୍ରେସରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ୪୧ ଜଣ ସମର୍ଥକ ଆଜି କଂଗ୍ରେସ ଦଳ ଛାଡ଼ିଛନ୍ତି । ରାଜ୍ୟ ନେତୃତ୍ୱକୁ ବିରୋଧ କରି ସେମାନେ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ…

HC Issues Notice To Usha Padhee: ଅଦାଲତ ଅବମାନନା ମାମଲାରେ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ

ଅଦାଲତ ଅବମାନନା ମାମଲାରେ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ଓଡିଶା ହାଇକୋର୍ଟ ହାଜିରା ନିର୍ଦ୍ଦେଶ ଦେଇଛନ୍ତି । ଖାଲି ଏତିକି ନୁହେଁ ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର…