Tag: Odisha

ଜୁନାଗଡ଼ ଗଣଦୁଷ୍କର୍ମ ମାମଲା : ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ବହୁ ଚର୍ଚ୍ଚିତ ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଆଜି ଧର୍ମଗଡ଼ ଏଡିଜେ ୬ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି |ପୂର୍ବରୁ ଏନେଇ ପୋଲିସ ୮ଜଣ କୁଅଟକରଖିତଦନ୍ତକରୁଥିଲା ପରେ ସେଥିମଧ୍ୟରୁ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଧର୍ମଗଡ଼ ଜେଲ ପଠାଯାଇଥିଲା ।…

ଫେବୃୟାରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା; ପ୍ରକାଶ ପାଇଲା କାର୍ଯ୍ୟସୂଚୀ

ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୮ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ କଳା ଓ ବାଣିଜ୍ୟ ପରୀକ୍ଷା ୧୯ରୁ ଏବଂ ଧନ୍ଦାମୂଳକ ପରୀକ୍ଷା ୨୦ରୁ ଆରମ୍ଭ ହେବ ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା…

ରୋଗୀଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର

ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର ।୨୪ ଘଣ୍ଟା ନିରାମୟ ଔଷଧ କେନ୍ଦ୍ର ଖୋଲା ରଖିବାକୁ ଔଷଧ ନିଗମର ସମୀକ୍ଷା ବୈଠକ ପରେ ନିର୍ଦ୍ଦେଶ ଦେଇଛନ୍ତି ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର…

ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଫେରାଇଲେ ଆନ୍ଧ୍ର ଦମ୍ପତି

ଦାରିଦ୍ର୍ୟ ଯୋଗୁ ଶିଶୁକନ୍ୟାକୁ ଅନ୍ୟହାତକୁ ଟେକିଦେଲା ମାଆ ଓ ବାପା। ନଭେମ୍ବର ୩ରେ ଜନ୍ମିତ ଶିଶୁକୁ ୧୧ ତାରିଖରେ ବିକିଥିଲେ ଜନ୍ମ କଲା ମାଆ। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଜେକେପୁର ନିକଟସ୍ଥ ନୂଆପଡା ବସ୍ତିରେ ରହୁଥିବା ରାହୁଲ ଧାନବାଡି ଓ…

ବ୍ୟାଙ୍କ ଜାଲିଆତିରେ ସଂଶ୍ଳିଷ୍ଟ ଶିଳ୍ପପତି ବିକାଶ ଓ ରବୀନ ମୋହନଙ୍କୁ ଭେଟିଲେ କେମିତି ?

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କର ସିଙ୍ଗାପୁର ଗସ୍ତ ବେଳେ ଶିଳ୍ପପତିମାନେ । ଭେଟିବାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। । ବହୁ ଶିଳ୍ପ ଦ୍ୟୋଗୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। କିନ୍ତୁ ଦୂଇଜଣ ଅତ୍ୟନ୍ତ ବିବାଦୀୟ ଓ ଜାଲିଆତିରେ ସଂଶ୍ଲିଷ୍ଟ ଅଭିଯୋଗ ଥିବା ଶିଳ୍ପପତି…

ବାରବାଟୀ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚର ଟିକେଟ୍ ଦର ହ୍ରାସ

୨୦୨୫ ଫେବୃଆରୀ ୯ ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ବନାମ ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ଟିକେଟ୍ ମୂଲ୍ଯ ହ୍ରାସ କରାଯାଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ର ବରିଷ୍ଠ ଅଧିକାରୀଙ୍କ…

ଭୁବନେଶ୍ୱର ଉପକଣ୍ଠ ରେ ନୂଆ ସିଟି ନିର୍ମାଣ ନେଇ ନଗର ଉନ୍ନୟନ ମନ୍ତ୍ରୀ ଙ୍କ ସୂଚନା

ଉପଯୁକ୍ତ ଭିତ୍ତିଭୂମି ସହ ଏକ ଅତ୍ୟାଧୁନିକ ସହରରେ ନିର୍ମାଣ ପାଇଁ ଭୁବନେଶ୍ବର ଠାରୁ ୨୦ କିମି ଦୂରରେ ବିଡିଏ ପ୍ରସ୍ତୁତ କରିବାକୁ ଯାଉଛି ଏକ ନୂତନ ସହର । ପ୍ରଥମ ଥର ପାଇଁ ବିଡିଏ ଏଭଳି ଏକ ‘ପ୍ଲାନ୍‌ଡ୍‌ ସିଟି’ ପ୍ରସ୍ତୁତ…

୨୫ରେ ହେବାକୁ ଯାଉଛି ସର୍ବଦଳୀୟ ବୈଠକ

ନଭେମ୍ବର ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ୨୬ ତାରିଖରୁ ଆରମ୍ଭ ହେବାକୁଥିବା ବିଧାନସଭାର ଶୀତକାଳିନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ୨୫ ତାରଖ ଦିନ ହେବାକୁ ଯାଉଛି । ଏହି ବୈଠକ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ…

ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ

ଆସନ୍ତା ୨୯ ତାରିଖରେ ପ୍ରଥମ ଥର ଭୁବନେଶ୍ବରରେ ଅନୁଷ୍ଠିତ ହେବ ଡିଜିପି ସମ୍ମିଳନୀ। ଏଥିରେ ଯୋଗଦେବାକୁ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧…

ବଦଳି ପୋଷ୍ଟିଂ ପାଇଁ ଚାପ ପକାଉଛି କିଏ ?

ନଭେମ୍ବର ୧୧ତାରିଖରେ ମୁଖ୍ୟ ସଚିବ ମନୋଜ ଆହୁଜାବାବୁ ଏକ ସର୍କୁଲାର ଜାରି କରିଥିଲେ । ସବୁ ବିଭାଗର ସଚିବ ଓ ଅନ୍ୟ ଅଧିକାରୀଙ୍କ ପାଖକୁ ଏହି ଚିଠି ଯାଇଥିଲା। ଏଥିରେ ଉଲ୍ଲେଖ ଥିଲା ଯେ, ବଦଳି ଏବଂ ପୋଷ୍ଟି ପାଇଁ ଯେଉଁ…