ରାଜନୀତି ରାଜ୍ୟ ଜନତାଙ୍କ ମୁଖ୍ୟମନ୍ତ୍ରୀ: ୫ ଦିନରେ ଲକ୍ଷେ ଲୋକଙ୍କୁ ଭେଟିଲେଣି June 17, 2024 Nirvay ନିଜକୁ ଜନତାଙ୍କ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଶ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିବାର ୫ ଦିନରେ ସେ ଲକ୍ଷେ ଲୋକଙ୍କୁ ଭେଟି ସାରିଲେଣି। ସକାଳୁ ରାତି ଯାଏଁ ଲୋକେ ତାଙ୍କୁ ଭେଟି ନିଜର ସମସ୍ୟା ଜଣାଉଛନ୍ତି। ଜନତାଙ୍କ ସମସ୍ୟାକୁ…
ତାଜା ଖବର କଳିଙ୍ଗ ଷ୍ଟାଡିୟମ ଭିତରକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି June 17, 2024 Nirvay ଏବେ ବଦଳିଛି କଳିଙ୍ଗ ଷ୍ଟାଡିୟମର ରୂପରେଖ। ଲଗାତର ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ଦ୍ୱାରା ଦେଶ ବିଦେଶରେ ପରିଚୟ ପାଇଛି। ଦୁଇ ଦୁଇ ଥର ହକି ଆୟୋଜନ କରି ବିଶ୍ୱପ୍ରସିଦ୍ଧ ହୋଇଛି। ଏହାଦ୍ୱାରା ଓଡ଼ିଶାକୁ ମଧ୍ୟ ମିଳିଛି କ୍ରୀଡ଼ା ରାଜଧାନୀର ମାନ୍ୟତା। ଏହା…
ତାଜା ଖବର ରାଜନୀତି ରାଜ୍ୟ କଟକ ସଦରର ନବନିର୍ବାଚିତ ବିଧାୟକଙ୍କ ଉପରେ ଆକ୍ରମଣ June 17, 2024 Papirani କଟକ ସଦରର ନବନିର୍ବାଚିତ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ ଉପରେ ଆକ୍ରମଣ। ଗତକାଲି ବିଳମ୍ବିତ ରାତିରେ କିଶନନଗରକୁ ଫେରୁଥିବା ବେଳେ କଟକ ସୋମପୁର ଛକରେ ତାଙ୍କ କାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି…
ରାଜ୍ୟ ଓଡ଼ିଆ ସଂସ୍କୃତିରେ ମହାଲକ୍ଷ୍ମୀ ସ୍ନାନର ମାହାତ୍ମ୍ୟ June 17, 2024 Nirvay ଓଡ଼ିଆ ସଂସ୍କୃତିର ମୂଳ ଭିତ୍ତି କହିଲେ ତା’ର ବାର ମାସରେ ପଡୁଥିବା ତେର ପର୍ବ ଓ ସାଢ଼େ ଚାରି କୋଟି ଓଡ଼ିଆଙ୍କର ପ୍ରାଣରୂପୀ ନାଆର ନାବିକ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ବୁଝାଏ | ଜଗନ୍ନାଥ ସିନା ସାରା ଜଗତକୁ ପାଳନ୍ତି,…
ତାଜା ଖବର ରାଜ୍ୟ BSKY ଯୋଜନାକୁ ନେଇ ଆସିଲା ବଡ଼ ଖବର June 16, 2024 Nirvay ରାଜ୍ୟରେ ବଢ଼ିବ ସ୍ବାସ୍ଥ୍ୟ ବୀମା ପରିସର। ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁଥିବା ବେଳେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି ବିଜେପି। ତେବେ ବଡ କଥା ହେଉଛି ଆଗକୁ ଆୟୁଷ୍ମାନ ଭାରତ ଲାଗୁ ହେବ…
ତାଜା ଖବର ରାଜ୍ୟ ସିଂହଦ୍ୱାର ସମ୍ମୁଖରେ ପୋଲିସ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା June 16, 2024 Nirvay ଆଜି ପୁରୀ ଶ୍ରୀମନ୍ଦିରରେ ଏକ ଅଘଟଣ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୋଲିସ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ବଳପୂର୍ବକ ସିଂହଦ୍ୱାର ଦେଇ ପ୍ରବେଶ ଉଦ୍ୟମ ବେଳେ ବାରଣ କରିବାରୁ ସୃଷ୍ଟି ହୋଇଥିଲା…
ତାଜା ଖବର ରାଜ୍ୟ ବିରଳ ରୋଗରେ ପୀଡ଼ିତ ବାଳକକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା June 16, 2024 Nirvay ଭଦ୍ରକର ଜଣେ ବାଳକ ବାବୁଲି ବାରିକଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପରିବାରକୁ ତୁରନ୍ତ ୩୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାକୁ…
ତାଜା ଖବର ରାଜ୍ୟ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ଭେଟିଲେ କଣ୍ଟାବାଞ୍ଜି ବିଧାୟକ June 16, 2024 Nirvay ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ପରିବାରକୁ ଭେଟିଛନ୍ତି। ସିବିଆଇ ତଦନ୍ତ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ଆମକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ। ଜେଲରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ତଦନ୍ତରେ କୌଣସି ଅଗ୍ରଗତି…
ତାଜା ଖବର ରାଜ୍ୟ ଆହୁରି ୪ ଦିନ ତାତିରୁ ନିସ୍ତାର ନାହିଁ ! June 16, 2024 Nirvay ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ କମ ରହିଛି। ପାଗ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ପାଇଛି। ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯୋଗୁଁ ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଅନୁଭୂତ ହେଉଛି।…
ରାଜ୍ୟ ଆରପାରିରେ ପୂର୍ବତନ ରାଜ୍ୟପାଳ June 16, 2024 Nirvay ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ (୯୫)ଙ୍କ ପରଲୋକ ହୋଇଯାଇଛି। ଭଣ୍ଡାରେଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗତି ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ…