Tag: Odisha

ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପହଞ୍ଚିବ ଇଣ୍ଟରନେଟ୍ ସେବା

ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପହଞ୍ଚିବ ମୋବାଇଲ ଇଣ୍ଟରନେଟ୍ ସେବା । ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ ଥିବାବେଳେ ସେଥି ମଧ୍ୟ ୧୨ ହଜାର ୬୦୨ଟି ୫ଜି ଟାୱାର ରହିଛି। ଅଧିକ ୫ଜି ଟାୱାର ଅପଗ୍ରେଡ…

ବିଜେଡ଼ି ଛାଡ଼ିଲେ ନୟନା ସାହୁ ଓ ଆଲୋକ କୁମାର ସାହୁ

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ଶକ୍ତ ଝଟକା। ବଡମ୍ବା ବ୍ଲକ ଛାଡୁଛନ୍ତି ବିଜେଡ଼ି ନେତା । ବିଜେଡ଼ି ଛାଡ଼ିଲେ ବଡମ୍ବା ବ୍ଲକ ୩୧ ନମ୍ୱର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ନୟନା ସାହୁ । ସେ…

ଉତ୍ତର ପ୍ରଦେଶରୁ ଓଡ଼ିଶାକୁ ଆସିଲା ଆଳୁ

ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି । ଭୁବନେଶ୍ବର ଆଇଗିଣିଆ ଗୋଦାମରେ ପହଞ୍ଚିଲା ୧୦ ଟ୍ରକ୍‌ ଆଳୁ । ପଶ୍ଚିମବଙ୍ଗ ସରକାର ଆଳୁ ଗାଡ଼ି ନ ଛାଡ଼ିବା ପରେ ଏବେ ଉତ୍ତରପ୍ରଦେଶରୁ ଆଳୁ ମଗାଇଛନ୍ତି ରାଜ୍ୟ ସରକାର। ପଶ୍ଚିମବଙ୍ଗରୁ ମଧ୍ୟ କିଛି…

ରାଜ୍ୟ ପରିବହନ ବିଭାଗ ରେ ଗାଡିଚାଳକ ମାନଙ୍କ ୧୨୧୫ କୋଟି ଟଙ୍କା ବକେୟା ରାଶି ଦେୟ

ରାଜ୍ୟ ଆଞ୍ଚଳିକ ପରିବହନ ବିଭାଗ ରିପୋର୍ଟ ଅନୁଯାୟୀ ଗାଡି ମାଲିକଙ୍କ ଉପରେ ପଡିଛି ୧୨ ଶହ ୧୫ କୋଟିର ବକେୟା ଫାଇନ । ପ୍ରାୟ ୩୦ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ଉପରେ ଏହି ବକେୟା ରାଶି ରହିଛି। କିନ୍ତୁ ବକେୟା…

ବରଗଡ ଧନୁ ଯାତ୍ରାରେ କଂସ ଭୂମିକା ପାଇଁ ମନୋନୀତ ହେଲେ ଭୁବନେଶ୍ୱର ପ୍ରଧାନ

ବିଶ୍ୱ ପ୍ରସିଦ୍ଧ ଓପନ ଏୟାର ଥିଏଟର-୭୭ ତମ ଧାନୁ ଯାତ୍ରାରେ ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅଭିନୟ କରିବେ। ରବିବାର ଦିନ ବରଗଡ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ରେ ଏକ ଅଡିସନ୍ ପରେ ଭୁବନେଶ୍ୱରଙ୍କୁ ଚୟନ କରାଯାଇଥିଲା। ଚାରି ଅଭିନେତା-ଭୁବନେଶ୍ୱର…

ମୋଦି ଙ୍କ ୩ ଦିନିଆ ଓଡିଶା ଗସ୍ତ ଶେଷ, ଫେରିଲେ ଦିଲ୍ଲୀ

ଭୁବନେଶ୍ୱରରେ ଆୟୋଜିତ 59 ତମ ଡିଜିଏସପି/ଆଇଜିଏସପି ସମ୍ମିଳନୀ 2024 ରବିବାର ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଫେରିଲେ । ରାଜ୍ଯ ରାଜଧାନୀରେ ତିନି ଦିନ ବିତାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ…

ଡିସେମ୍ବର ୨୦୨୪ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନା ଓଡିଶା ରେ ହେବ କାର୍ଯ୍ୟକାରୀ

ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ-ଜନ ଆରୋଗ୍ଯ ଯୋଜନା ଚଳିତ ଆର୍ଥିକ ବର୍ଷ 2024 ଶେଷ ସୁଦ୍ଧା ଓଡ଼ିଶାରେ କାର୍ଯ୍ଯକାରୀ ହେବ ବୋଲି ସ୍ୱାସ୍ଥ୍ଯ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ…

ଉତ୍ତରପ୍ରଦେଶରୁ କାଲି ସୁଦ୍ଧା ୩୦୦ ଟ୍ରକ ଆଳୁ ଗାଡ଼ି ପହଞ୍ଚିବ ଓଡିଶା

କାଲି ସୁଦ୍ଧା ୟୁପିରୁ ଓଡ଼ିଶାକୁ ୩୦୦ ଟ୍ରକ୍ ଆଳୁ ଗାଡ଼ି ଆସିବ। ୩୦୦ ଟ୍ରକ ଆସିବା ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଆଜି ସୂଚନା ଦେଇଛନ୍ତି। ଆସୁଥିବା ଆଳୁ ଗାଡ଼ି କାଲି ଓଡ଼ିଶାରେ ପହଞ୍ଚିବ ଏବଂ ଆଳୁ ଗାଡ଼ି ପହଞ୍ଚିବା…

ନୌସେନା ଦିବସ ପାଳନ ନେଇ ପୁରୀ ଜିଳ୍ଳାପାଳ ଓ ନୌସେନା ଅଧିକାରୀଙ୍କ ସୂଚନା

ଭାରତୀୟ ନୌସେନା ଡିସେମ୍ବର 4ରେ ପୁରୀର ବ୍ଲୁ ଫ୍ଲାଗ୍ ବେଳାଭୂମିରେ ନିଜର ସାମୁଦ୍ରିକ ଶକ୍ତି ଏବଂ ସାମର୍ଥ୍ଯର ଏକ ଭବ୍ଯ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛି। 1971 ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ବିଜୟକୁ ସ୍ମରଣ କରିବା ଏବଂ ଦଶନ୍ଧି ଦଶନ୍ଧି…

ଜୟନାରାୟଣଙ୍କ ବିସ୍ଫୋରକ ବୟାନ; ‘ମୁଁ ଜଣେ ତଡ଼ାଖିଆ’

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଘଣ୍ଟା ଧରି ରାଜ୍ୟ ଭାଜପା କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ମନ୍ତ୍ରୀ ଓ ଅନ୍ୟ ପଦାକାରୀଙ୍କ ସହ ଆଲୋଚନା କରିଥିଲେ, ସେମାନଙ୍କୁ ଏକାଠି ହୋଇ ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ଏହି…