Tag: Odisha

ରାଜ୍ୟରେ ଗୁଳୁଗୁଳି ସହ ବଢ଼ୁଛି ତାପମାତ୍ରା

ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ବଢିଛି ଗୁଳୁଗୁଳି । ସକାଳ ୧୧.୩୦ ସୁଦ୍ଧା ରାଜଧାନୀରେ ୩୭ ଡ଼ିଗ୍ରୀ ଛୁଇଁଲା ତାପମାତ୍ରା । ୫୫.୪ ପ୍ରତିଶତ ଆର୍ଦ୍ରତା ଯୋଗୁଁ ରାଜଧାନୀରେ ଗୁଳୁଗୁଳି ଅନୁଭୂତ ହୋଇଛି । ଆଜି ଭୁବନେଶ୍ୱରର ତାପମାତ୍ରା ୩୭.୪ ରେକର୍ଡ…

ଭାରସାମ୍ୟ ହରାଇ ବିଜାଘାଟିରେ ଓଲଟିଲା ବସ୍‌, ୫୦ରୁ ଅଧିକ ଯାତ୍ରୀ ଚାପିହୋଇଥିବା ସନ୍ଦେହ

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । ମାଲକାନଗିରିର ବିଜାଘାଟିରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା । ଆଜି ସକାଳେ ହାଇଦ୍ରାବାଦରୁ ବଲାଙ୍ଗୀର ଯାତ୍ରୀଙ୍କୁ ଧରି ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ବସ୍‌ରେ ୫୦ରୁ ଅଧିକ…

ବିଜେଡ଼ିରେ ମିଶିଲେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଦଳର ନେତୃବୃନ୍ଦ

ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀଙ୍କ ନେତୃତ୍ୱରେ ଶତାଧିକ ପିଆରଆଇ ସଦସ୍ୟ ଓ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ବିଧାୟକ ତଥା ଜିଲ୍ଲା ସଭାପତି…

୨ ଟଙ୍କା ବଢ଼ିବ ଓମ୍‌ଫେଡ୍‌ କ୍ଷୀର

ମହଙ୍ଗା ହେବ ଓମ୍‌ଫେଡ୍‌ କ୍ଷୀର । ଲିଟର ପିଛା ୨ ଟଙ୍କା ବଢ଼ିବ ଓମ୍‌ଫେଡ୍‌ କ୍ଷୀର । ପୂର୍ବରୁ ବଜାରରେ ଓମଫେଡ୍‌ କ୍ଷୀର ପ୍ୟାକେଟ୍‌ ମୂଲ୍ୟ ୨୬ ଟଙ୍କା ରହିଥିବା ବେଳେ ଏବେ ତାହା ବଢ଼ିଯିବ। ୪ ଟଙ୍କା ବୃଦ୍ଧି ହେବାର…

ଲିଟର ପିଛା ୩ ଟଙ୍କା ଅଧିକ ପାଇବେ ଦୁଗ୍ଧ ଚାଷୀ; ଘୋଷଣା କଲେ ରାଜ୍ୟ ସରକାର

ଓମ୍‌ଫେଡ୍‌ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ।ଆଜିଠାରୁ ଲିଟର ପିଛା ୩ ଟଙ୍କା ଅଧିକ ପାଇବେ ଓମ୍‌ଫେଡ୍‌ ଦୁଗ୍ଧ ଚାଷୀ । ୩୦ ଟଙ୍କା ପରିବର୍ତ୍ତେ ୩୩ ଟଙ୍କା ପାଇବେ ଦୁଗ୍ଧଚାଷୀ। ଦୁଗ୍ଧଚାଷୀଙ୍କ ପାଇଁ ବର୍ଦ୍ଧିତ ଦର ଆଜିଠାରୁ…

ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଭବାନୀପାଟଣା ଜୁନାଗଡ଼ ଜାତୀୟ ରାଜପଥ ୨୬ ଉପରେ ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ନିକଟରେ ଦରପୋଡ଼ା ବାଇକ ମଧ୍ୟ ପଡ଼ି ରହିଛି। କେଗାଁ ଥାନା ଏଏସଆଇ ପବିତ୍ର କିଛିଦିନ ହେବ ଭବାନୀପାଟଣା…

ରାଜ୍ୟରେ ଆଉ ୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ପରୀକ୍ଷା ପରେ ସେମାନେ କରୋନା ପଜିଟିଭ ବାହାରିଛନ୍ତି। ଏହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁ ୧୧କୁ ବୃଦ୍ଧି ପାଇଛି।…

ରାଜ୍ୟରେ ପ୍ରଥମ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ!

ରାଜ୍ୟରେ ଚଳିତ ବର୍ଷର ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ । ଭୁବନେଶ୍ବରରେ ଜଣେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ଦିନ ତଳେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଏହା ସହ ସେ ବହୁବିଧ ରୋଗରେ ଆକ୍ରାନ୍ତ…

ସିକ୍କିମ ଦୁର୍ଘଟଣାରେ ୧୧ ନିଖୋଜ ଘଟଣା; ଚାଲିଛି ନନ୍ ଷ୍ଟପ୍‌ ସର୍ଚ୍ଚ ଅପରେସନ

ସିକ୍କିମରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସମେତ ୧୧ ନିଖୋଜ ଘଟଣା । ନଦୀରେ ଗାଡ଼ି ପଡ଼ିବା ପରଠୁ ପର୍ଯ୍ୟଟକ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଡ୍ରାଇଭରଙ୍କ ସମେତ ବାକି ୯…

ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ – ୨୦୨୫ ରେ ଓଡ଼ିଆ ଖେଳାଳିଙ୍କ କମାଲ

ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ – ୨୦୨୫ ରେ ଭାରତୀୟ ମହିଳା ଦଳ ୪x୧୦୦ ରିଲେ ରେସରେ ରୌପ୍ୟ ପଦକ ଜିଣି ଦେଶ ପାଇଁ ସୁନାମ ଆଣିଛନ୍ତି ଯେଉଁଥିରେ ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ ମଧ୍ୟ ସାମିଲ ଅଛନ୍ତି । ସେଇଭଳି ଓଡ଼ିଶାର…