Tag: Odisha

ଧର୍ମଶାଳାରେ ହୋଟେଲ, ଫାଷ୍ଟଫୁଡ୍ ଦୋକାନ ୨ ସପ୍ତାହ ପାଇଁ ବନ୍ଦ

ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପିଥିବାରୁ ଧର୍ମଶାଳା ତହସିଲ ପ୍ରଶାସନର କଡ଼ା ନିର୍ଦ୍ଦେଶ । ଧର୍ମଶାଳା ତହସିଲ ଅଧୀନରେ ଥିବା ସମସ୍ତ ହୋଟେଲ, ଢାବା, ତେଲଭାଜି ଦୋକାନ, ମିଠା ଦୋକାନ, ଫାଷ୍ଟଫୁଡ଼/ଚାଟ/ଗୁପଚୁପ ଦୋକାନ, ଆଇସକ୍ରିମ କାରଖାନା, ପାଣି ପାଉଚ କାରଖାନା, ମାଛ/ଚିକେନ ଏ…

ରାଜ୍ୟରେ ଆରମ୍ଭ ହେଲା ‘‘ଷ୍ଟପ୍-ଡାଇରିଆ’’ ଅଭିଯାନ

ବର୍ଷା ଋତୁରେ ଜଳବାହିତ ରୋଗ ଡାଇରିଆର ନିରାକରଣ ନିମନ୍ତେ ସାରା ରାଜ୍ୟରେ ଷ୍ଟପ ଡାଇରିଆ ଅଭିଯାନ ଆରମ୍ଭ କରାଯାଇଛି । ଡାଇରିଆ ସ୍ଥିତି ଉପରେ ନଜର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ତ୍ଵାବଧାନରେ ରାଜ୍ୟ ସରକାର ନିରାକରଣ ଓ ପ୍ରତିଷେଧ…

ଭୁବନେଶ୍ୱରରେ ତିଆରି ହେବ ସରକାରୀ ଅତିଥି ଭବନ

ବିଭିନ୍ନ ଜିଲ୍ଲାରୁ ଓଡ଼ିଶା ରାଜଧାନୀକୁ ବିଭିନ୍ନ ଉଦ୍ଦେଶ୍ୟରେ ଆସୁଥିବା ଲୋକଙ୍କ ପାଇଁ ସୁଲଭ ବାସସ୍ଥାନ ଯୋଗାଇବା ନିମନ୍ତେ ଓଡ଼ିଶା ସରକାର ଭୁବନେଶ୍ୱରରେ ‘ଅତିଥି ଭବନ’ର ନିର୍ମାଣ ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ…

ବ୍ୟାସନଗରରେ ଫାଷ୍ଟଫୁଡ୍‌ ବନ୍ଦ

ମାଡୁଛି ହଇଜା । ଏହାକୁ ଦୃଷ୍ଟିରେ ରଖି ଯାଜପୁର ବ୍ୟାସନଗର ଅଞ୍ଚଳରେ ଫାଷ୍ଟଫୁଡ୍‌ ବନ୍ଦ । ଚାଟ୍, ଗୁପ୍‌ଚୁପ୍‌, ଜଳଖିଆ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ । ହୋଟେଲ୍‌ଗୁଡ଼ିକୁ ସ୍ବଚ୍ଛତା ରଖିବାକୁ ପ୍ରଶାସନର ନିର୍ଦ୍ଦେଶ ଜାରି କରାଯାଇଛି । ଏହି ନିଷ୍ପତ୍ତି…

ଜୁନ୍ ୨୦ରେ ଭୁବନେଶ୍ଵରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆସନ୍ତା ଜୁନ୍ ୨୦ରେ ଓଡିଶା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଅପରାହ୍ନ ୩ଟା ୪୦ରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ। ବିମାନବନ୍ଦରରୁ ଜନତା ମୈଦାନ ଯାଏଁ ଦିନ ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ୍…

ଯାଜପୁର ବିଞ୍ଝାରପୁରରେ ସମସ୍ତ ଢାବା ଓ ଫାଷ୍ଟଫୁଡ୍‌ ବନ୍ଦ ନିର୍ଦ୍ଦେଶ

ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନକୁ ଦିନ ବ୍ୟାପିଛି ଡାଇରିଆ। ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ୨ ସପ୍ତାହ ପାଇଁ ସମସ୍ତ ଢାବା ଓ ଫାଷ୍ଟଫୁଡ୍‌ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଚାଟ୍, ଗୁପ୍‌ଚୁପ୍‌, ଆଇସ୍‌କ୍ରିମ୍ ଫ୍ୟାକ୍ଟ୍ରି ବନ୍ଦ…

ପିଲାଙ୍କ ମାଆ ଯାଞ୍ଚ କରିପାରିବେ ମଧ୍ୟାହ୍ନ ଭୋଜନ

ଆସନ୍ତା ୨୦ ତାରିଖରୁ ଖୋଲିବ ସ୍କୁଲ। ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଗଣଶିକ୍ଷା ବିଭାଗର ଚିଠି। ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ…

୧୮ ତାରିଖ ବଦଳରେ ୨୦ରେ ଖୋଲିବ ସ୍କୁଲ

ରାଜ୍ୟରେ ଜୁନ୍ ୨୦ ତାରିଖରୁ ଖୋଲିବ ସ୍କୁଲ୍ । ୧୮ ବଦଳରେ ୨୦ ତାରିଖରେ ଖୋଲିବ ସ୍କୁଲ । ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ବିଭାଗ ଲେଖିଛି ଚିଠି । ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ…

ଧାମନଗରରେ ଝାଡ଼ାବାନ୍ତି; ଦୁଇ ଦିନରେ ୬୦ ଆକ୍ରାନ୍ତ

ଯାଜପୁର ପରେ ଏବେ ଭଦ୍ରକରେ ବ୍ୟାପିଛି ଝାଡ଼ାବାନ୍ତି ।ଭଣ୍ଡାରିପୋଖରୀ ପରେ ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି । ଦୁଇ ଦିନରେ ୬୦ ଜଣ ଆକ୍ରାନ୍ତ ହସ୍ପିଟାଲ୍‌ରେ ଚିକିତ୍ସିତ। ଧାମନଗର ସହର, ଭଗବାନପୁର, ଖଡ଼ିପଦା ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।…

ରାଜଧାନୀରେ ନାବାଳିକାଙ୍କୁ ଅପହରଣ ଉଦ୍ୟମ; ଦୁଇ ବଙ୍ଗୀୟ ଯୁବକ ଅଟକ

ରାଜଧାନୀରେ ନାବାଳିକାଙ୍କୁ ଅପହରଣ ଉଦ୍ୟମ । ରାତି ଅଧରେ ନାବାଳିକାଙ୍କୁ ଅପହରଣ କରୁଥିବା ୨ ବଙ୍ଗୀୟ ଯୁବକ ଅଟକ। ନାବାଳିକାକୁ ନିଶାଦେଇ ଅପହରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଜଣ ଯୁବକଙ୍କୁ ମାଡିବସିଲେ ସ୍ଥାନୀୟ ଲୋକେ। ଅନ୍ୟପଟେ ନାବାଳିକା ମଧ୍ୟ…