ରାଜ୍ୟ ମହାନଦୀରୁ ୨ଟି ପୂରାତନ ମୂର୍ତ୍ତି ଉଦ୍ଧାର December 31, 2024 Papirani ମହାନଦୀରୁ ମିଳିଲା ପ୍ରାଚୀନ ମୂର୍ତ୍ତି । ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ଶନିଦେବ ଓ ମହାବୀରଙ୍କ ମୂର୍ତ୍ତି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ପାଖ ମହାନଦୀରୁ ଉଦ୍ଧାର ୪ ଫୁଟର ଶନିଦେବ ଓ ହନୁମାନଙ୍କ ମୂର୍ତ୍ତି ଉଦ୍ଧାର କରିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ନୂଆବର୍ଷ ଉତ୍ସବ ପାଳିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 31, 2024 Papirani ଏଥର ଇଂରାଜୀ ନୂଆବର୍ଷ ପାଳନ କରିବେନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଇଂରାଜୀ ନବବର୍ଷ ଅବସରରେ ଆନୁଷ୍ଠାନିକ ଭାବରେ କୌଣସି ଉତ୍ସବ କିମ୍ବା ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ…
ରାଜନୀତି ମୟୂରଭଞ୍ଜର ନୂତନ କ୍ଷମତାକେନ୍ଦ୍ର ମନ୍ତ୍ରୀ ଡ. କୃଷ୍ଣ ମହାପାତ୍ର December 31, 2024 Papirani ୨୦୨୪ ମସିହା ଲୋକସଭା ଓ ବିଧାନସଭା ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜଦ ନିଜର ସତ୍ତା ହରାଇଛି । ରାଜ୍ୟ ବିଜଦ ସରକାର ସମୟରେ ପ୍ରାକ୍ତନ ମନ୍ତ୍ରୀ ସୁଦାମ ମାରାଣ୍ଡି ମୟୂରଭଞ୍ଜର କ୍ଷମତା କେନ୍ଦ୍ର ହୋଇ ରହିଥିଲେ। ସୁଦାମ ମାରାଣ୍ଡି ଲୋକସଭା ଆସନରେ…
ରାଜ୍ୟ ଆକାଶପଥରେ ଅଧିକ ସହର ସହ ଯୋଡ଼ି ହେବ ଓଡ଼ିଶା; ଭୁବନେଶ୍ୱର, ଝାରସୁଗୁଡାରୁ ଉଡ଼ିବ ଅଧିକ ବିମାନ December 30, 2024 Nirvay ଆକାଶପଥରେ ଅଧିକ ସହର ସହ ଯୋଡ଼ି ହେବ ଓଡ଼ିଶା । ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ଦେବ ନୂଆ ଦିଗ । ଜାନୁଆରୀ ୧ରୁ ଝାରସୁଗୁଡା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ଆଉ ଜାନୁଆରୀ ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ…
ରାଜ୍ୟ ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଓଡ଼ିଶା ଆସୁଛି ଇ-ଡବଲ ଡେକର ବସ୍ December 30, 2024 Nirvay ପ୍ରବାସୀ ଭାରତୀୟ ଦିବସକୁ ନେଇ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର । ସବୁଠି ଦେଖିବାକୁ ମିଳୁଛି ଓଡିଆ ସଂସ୍କୃତିର ଝଲକ । ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ କଟକ-ଭୁବନେଶ୍ୱର-ପୁରୀ ମଧ୍ୟରେ ଚାଲିବ ଇଲେକ୍ଟ୍ରିକ ଡବଲ ଡେକର ବସ୍ । ପ୍ରଥମ ପର୍ଯ୍ୟାୟରେ…
ରାଜନୀତି ରାଜ୍ୟ ବିଜେପି କର୍ମୀଙ୍କ ଗୁଣ୍ଡାରାଜରେ ଅତିଷ୍ଠ ରାଜ୍ୟବାସୀ: ବିଜେଡି December 30, 2024 Nirvay ବାଲେଶ୍ୱର ରେମୁଣା ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଆଦିବାସୀ ମହିଳାଙ୍କୁ ମାଡ ମାରିବା ଘଟଣାକୁ ନିନ୍ଦା କରିବା ସହ ଭିଡିଓ ଦେଖାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ । ରାଜ୍ୟରେ ନୂଆ ସରକାରକୁ କଡା ନିନ୍ଦା…
ରାଜ୍ୟ ନନ୍ଦନକାନନରେ ୩୬ ବର୍ଷ ବୟସରେ ଆଖି ବୁଜିଲା ସିମ୍ପାଞ୍ଜି ଜୁଲୁ December 30, 2024 Nirvay ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ଉଦ୍ୟାନର ସବୁଠୁ ବୟସ୍କ ସିମ୍ପାଞ୍ଜି ଜୁଲୁ । ୧୯୯୪ ମସିହାରେ ସିଙ୍ଗାପୁର ଚିଡ଼ିଆଖାନାରୁ ଜୁଲୁକୁ ଅଣାଯାଇଥିଲା ।ଆଣିବାବେଳେ ଜୁଲୁକୁ ସାଢ଼େ ତିନିବର୍ଷ ହୋଇଥିଲା ଏବଂ ମୃତ୍ୟ ବେଳକୁ ତାକୁ ୩୬ ବର୍ଷ ହୋଇଥିଲା ।…
ତାଜା ଖବର ରାଜନୀତି ରାଜ୍ୟ ବିଲକୁ ଗଲେ ନବୀନ; ଚାଷୀଙ୍କୁ ଭେଟିଲେ, ଦୁଃଖ ଶୁଣିଲେ, କ୍ଷତିପୂରଣ ଦାବି କଲେ December 30, 2024 Papirani ଅଦିିନିଆ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଏହାର ଅନୁଧ୍ୟାନ କରିବାକୁ ଆଜି ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଶେରଗଡ଼ରେ ପହଞ୍ଚିବା ପରେ ସେ ତାକରଡ଼ା…
ତାଜା ଖବର ରାଜ୍ୟ ଫେବ୍ରୁଆରୀ ମାସରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ December 30, 2024 Papirani ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମହାଲିଙ୍ଗ ବଡ଼ ସୂଚନା ଦେଇ କହିଛନ୍ତି ଆସନ୍ତାବର୍ଷ ଫେବୃଆରୀ ମାସରୁ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ…
ତାଜା ଖବର ରାଜ୍ୟ ବୀମାଭୁକ୍ତ ଚାଷୀଙ୍କ ପଞ୍ଜୀକରଣ ଅବଧି ଜାନୁଆରୀ ୧ ଯାଏଁ ବୃଦ୍ଧି December 30, 2024 Papirani ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହିତ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା…