Tag: Odisha

BJD Fact Finding Team: ମାଲକାନଗିରି ଯିବ ବିଜେଡି; ୭ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ

ମାଲକାନଗିରି ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣା। ମାଲକାନଗିରି ଯିବ ବିଜେଡିର ୭ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ। ବିଜେଡି ଆଜି ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲା ପରିଦର୍ଶନ ପାଇଁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ…

Goa Night Club Fire: ଗୋଆ ନାଇଟ୍ କ୍ଲବ୍ ଅଗ୍ୱିକାଣ୍ଡ ଘଟଣା; ଫେରାର ମୁଖ୍ୟ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସ ଥାଇଲାଣ୍ଡରେ ଅଟକ

ଥାଇଲାଣ୍ଡରୁ ଧରାପଡିଲେ ଲୁଥ୍ରା ବ୍ରଦର୍ସ । ଗୋଆ ନାଇଟ୍ କ୍ଲବ୍ ଅଗ୍ୱିକାଣ୍ଡ ଘଟଣାରେ ଫେରାର ମୁଖ୍ୟ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସଙ୍କୁ ଥାଇଲାଣ୍ଡ ପୋଲିସ ଅଟକ ରଖିଛି । ଭାରତର ଅନୁରୋଧ ପରେ ଥାଇ ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି…

Indigo Flight Cancel: ଭୁବନେଶ୍ବର ବିମାନବନ୍ଦରରୁ ଆଜି ୮ ଇଣ୍ଡିଗୋ ବିମାନ ବାତିଲ

ସାରା ଦେଶର ଇଣ୍ଡିଗୋ ବିମାନ ଚଳାଚଳରେ ଅଚଳାବସ୍ଥା ଜାରି ରହିଛି। ଏପର୍ଯ୍ୟନ୍ତ ସୁଧୁରୁନି ଇଣ୍ଡିଗୋ ସମସ୍ୟା। ଗତ ସପ୍ତାହ ଧରି ଇଣ୍ଡିଗୋର ବ୍ୟାପକ ପରିଚାଳନାଗତ ବ୍ୟାଘାତ ଯୋଗୁଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA)ରେ ବିମାନ ଉଡ଼ାଣ ବ୍ୟାଘାତ ଯାତ୍ରୀମାନଙ୍କୁ…

Cold Wave: ରାଜ୍ୟରେ ଶୀତର ଲହରୀ; ୧୦ ଡିଗ୍ରୀ ତଳେ ୧୨ ସହର

ରାଜ୍ୟରେ ଶୀତର ଲହରୀ ଜାରି ରହିଛି । କ୍ରମାଗତ ଭାବେ ତାପମାତ୍ରା ତଳମୁହାଁ ହେଉଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ୧୨ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ରାଉରକେଲାରେ ସବୁଠୁ ଥଣ୍ଡା ସହର । ରାଉରକେଲା…

Doctors’ Strike From January: ଜାନୁଆରୀରୁ ସାରା ଓଡ଼ିଶାରେ ଡାକ୍ତରମାନେ ଧର୍ମଘଟ ଚେତାବନୀ

ଜାନୁଆରୀରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଡାକ୍ତର। ଯଦି ରାଜ୍ୟ ସରକାର ସେମାନଙ୍କର ୧୮-ସୂତ୍ରୀ ଦାବି ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA)ର ସଦସ୍ୟମାନେ ଜାନୁଆରୀ, ୨୦୨୬ ରୁ ରାଜ୍ୟବ୍ୟାପୀ ଧର୍ମଘଟ କରିବାକୁ…

BJP Leaders Meet in Odisha: ଆଗାମୀ ଦିନର ରୋଡ ମ୍ୟାପ ପ୍ରସ୍ତୁତ କଲା ବିଜେପି; ସଂଗଠନକୁ ଆହୁରି ମଜ୍‌ଭୁତ କରିବାକୁ ଗୁରୁତ୍ୱ

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ସହ ଜନକଲ୍ୟାଣକାରୀ…

Cold wave: ୧୦ ଡିଗ୍ରୀ ତଳେ ରାଜ୍ୟର ୧୨ଟି ସହର

ତଳମୁହାଁ ହେଉଛି ପାରଦ। ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା। ଆଭ୍ୟନ୍ତରୀଣରୁ ନେଇ ଉପକୂଳ, ପଶ୍ଚିମରୁ ନେଇ ଦକ୍ଷିଣ ଓଡ଼ିଶା ସବୁଠି ଶୀତର ଲହରୀ ଦେଖିବାକୁ ମିଳୁଛି । ୧୦ ଡିଗ୍ରୀ ତଳେ ରାଜ୍ୟର ୧୨ ସହରର ସର୍ବନିମ୍ନ ରାତ୍ରି ତାପମାତ୍ରା…

Police SI Scam: ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା: ୨ ଦିନିଆ ରିମାଣ୍ଡରେ ଗଲା ନୀତିଶ କୁମାର

ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲାରେ ସିବିଆଇର ରିମାଣ୍ଡ ଆବେଦନକୁ ସ୍ୱତନ୍ତ୍ର ଅଦାଲତ ମଞ୍ଜୁରି ପ୍ରଦାନ କରିଛନ୍ତି । ଆଜିଠାରୁ ୨ ଦିନିଆ ରିମାଣ୍ଡରେ ଗଲା ନୀତିଶ କୁମାର । ନୀତିଶ କୁମାରଙ୍କୁ ବିହାରରୁ ଗିରଫ କରିଥିଲା ସିବିଆଇ । ସେ ପ୍ରାୟ…

Malkangiri Violence: ମାଲକାନଗିରିରେ ଉତ୍ତେଜନା: ଆହୁରି ୨୪ ପାଇଁ ଇଣ୍ଟରନେଟ୍ କଟକଣାକୁ ବୃଦ୍ଧି କରିଛି ପ୍ରଶାସନ

ଦିନକୁ ଦିନ ମାଲକାନଗିରିରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆହୁରି ୨୪ ଘଣ୍ଟା ପାଇଁ ମାଲକାନଗିରିରେ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି। ଆଜି ଦିନ ୧୨ ଯାଏଁ କଟକଣା ଲାଗୁ ହୋଇଥିଲା ତେବେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ…

Mahanadi Water Dispute: ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡିକୁ ଦୃଷ୍ଟିରେ ରଖି, ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱକୁ ମନେକରି, ସରକାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ…