Tag: odisha assembly

Odisha Assembly: ବିଧାନସଭାର ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ; ୧୧.୩୦ ଯାଏଁ ଗୃହ ମୁଲତବୀ

ଆଜି ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ। ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି ଦେଖିବାକୁ ମିଳିଛି । ମେଡିକାଲରେ ରୋଗୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଛନ୍ତି ବିରୋଧୀ । ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ…

Elephants Died In Odisha: ରାଜ୍ୟରେ ବିଗତ ୨୦ ମାସ ମଧ୍ୟରେ ମରିଛନ୍ତି ୧୫୪ ହାତୀ: ଗଣେଶ ରାମ ସିଂ ଖୁଣ୍ଟିଆ

ଗତ ୨୦ ମାସ ମଧ୍ୟରେ ରାଜ୍ୟରେ ମାରିଛନ୍ତି ୧୫୪ ହାତୀ । ଏ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି ୨୦ ମାସ ମଧ୍ୟରେ ମାରିଥିବା…

SCB Fire Tragedy: ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣା; ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

ଆଜି ବିଧାସଭା ଗୃହରେ ଉଠିଲା ଏସସିବି ମେଡିକାଲରେ ହୋଇଥିବା ଅଗ୍ନିକାଣ୍ଡ ଘଟଣା । କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର…

Odisha Assembly: ଗୃହ ଆରମ୍ଭରୁ ବିରୋଧୀ ହଙ୍ଗାମା; ମଧ୍ୟାହ୍ନ ୧୨ ଟା ଯାଏ ଗୃହ ମୁଲତବୀ କଲେ ବାଚସ୍ପତି

ତିନି ଦିନର ପରେ ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଗୃହକାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ ଚାଲିପାରିଲାନି ବିଧାନସଭା। ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳରୁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଗୃହ ଆରମ୍ଭରୁ ବିରୋଧୀ ବିଜେଡି ଓ…

Teaching Posts Vacant In Adarsha Vidyalayas: ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଛି ୧୮୨୯ ଶିକ୍ଷକ ପଦବୀ

ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟରେ ମୋଟ ୧୮୨୯ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ଗୃହରେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ…

Madhubabu Pension Scheme: ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ରହିଛନ୍ତି ୬ ଲକ୍ଷ ବ୍ୟକ୍ତି: ନିତ୍ୟାନନ୍ଦ ଗଣ୍ଡ

ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ରହିଛନ୍ତି ୬ ଲକ୍ଷ ବ୍ୟକ୍ତି। ରାଜ୍ୟରେ ଏବେ ୬ ଲକ୍ଷ ୩୬ ହଜାର ୮୫୮ ଜଣ ଆବେଦନକାରୀ ଭତ୍ତା ଅପେକ୍ଷାରେ ଅଛନ୍ତି। ଏନେଇ ଗୃହରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସାମାଜିକ…

Odisha Sand Export: ଆଣ୍ଡାମାନ ଯାଉଛି ଓଡିଶାର ୪ ଜିଲ୍ଲାରୁ ବାଲି: ବିଭୂତି ଜେନା

ବାହାର ରାଜ୍ୟକୁ ବାଲି ରପ୍ତାନୀ ନେଇ ଗୃହରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ତର ରଖିଛନ୍ତି । ୪ ଜିଲ୍ଲାରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ରପ୍ତାନୀ ହେଉଛି ବାଲି । କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡାରୁ ଆଣ୍ଡାମାନକୁ…

Continuous Power Supply: ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ; ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ନିର୍ଦ୍ଦେଶ

ମାର୍ଚ୍ଚ ମାସ ଆରମ୍ଭରୁ ଖରା ଓ ଗରମ ଅନୁଭୂତ ହେଉଛି । ଚଳତବର୍ଷ ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଗୃହରେ ସୂଚନା…

Odisha Assembly: ଗ୍ୟାସ ସଙ୍କଟକୁ ନେଇ ବିରୋଧୀଙ୍କ ପ୍ରବଳ ହୋହଲ୍ଲା; ଚାଲିପାରୁନାହିଁ ଗୃହ 

ବିଧାନସଭାରେ ଉଠିଲା ଇନ୍ଧନ ଗ୍ୟାସ ଅଭାବ ପ୍ରସଙ୍ଗ।ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସାରା ଦେଶରେ ଇନ୍ଧନ ଗ୍ୟାସ ସଙ୍କଟ ଦେଖା ଦେଇଛି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ। ଆଜି ଗୃହ କାର୍ଯ୍ୟ ଆରମ୍ଭ କ୍ଷଣି ବିରୋଧୀ ଦଳ ସଦସ୍ୟ…

MSME E-Parks In All Districts: ରାଜ୍ୟର ୩୦ଟି ଜିଲ୍ଲାରେ ହେବ MSME ଇ-ପାର୍କ: ଗୋକୁଳାନନ୍ଦ ମଲ୍ଲିକ

ରାଜ୍ୟର ୩୦ଟି ଜିଲ୍ଲାରେ ହେବ MSME ଇ-ପାର୍କ । ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି ରାଜ୍ୟର ସବୁ ଜିଲ୍ଲାରେ ହେବ MSME ଇ-ପାର୍କ । ଯାହା କ୍ଷୁଦ୍ର ଏବଂ…