ତାଜା ଖବର ରାଜନୀତି ରାଜ୍ୟ ଏଏସଓ ଚାକିରି ବିକ୍ରି ପ୍ରସଙ୍ଗରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି December 7, 2024 Papirani ଶନିବାର ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ବିରୋଧୀ ବିଜେଡ଼ି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ପ୍ରବଳ ହଙ୍ଗାମା କରିଛନ୍ତି । ଚାକିରି ବିକ୍ରି ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପ୍ରସଙ୍ଗ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରତିକ୍ରିୟା ଦେଇ…
ତାଜା ଖବର ରାଜ୍ୟ ଗୋ ହତ୍ୟା ବନ୍ଦ ଓ ସୁରକ୍ଷା ନେଇ ଆଗତ ହେଲା ବିଲ୍ December 7, 2024 Papirani ଗୋ-ସୁରକ୍ଷା ନେଇ ବିଧାନସଭାରେ ଆଗତ ହେଲା ବିଲ୍ । ପ୍ରାଇଭେଟ୍ ବିଲ୍ ମାଧ୍ୟମରେ ଗୃହରେ ଆଗତ ହେଲା ଓଡ଼ିଶା ଗୋହତ୍ୟା ନିଷେଧ ଓ ଗୋ-ସଂରକ୍ଷଣ ବିଲ୍ । ଆଗତ ବିଲ୍କୁ ଆଲୋଚନା ପାଇଁ ଗ୍ରହଣ କରିଛନ୍ତି ବାଚସ୍ପତି । ଗୋହତ୍ୟା ଓ…
ତାଜା ଖବର ରାଜ୍ୟ ପରୀକ୍ଷାରେ ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ୍; ଧରାପଡ଼ିଲେ କୋଟିଏ December 7, 2024 Papirani ପରୀକ୍ଷା ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ | ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ଶୁକ୍ରବାର ବିଧାନସଭାରେ ପାରିତ ହୋଇଛି। ନୂଆ ବିଲ୍ରେ ରହିଛି କଠୋର ଦଣ୍ଡ ବିଧାନ ବ୍ୟବସ୍ଥା । ଅଧିନିୟମ ଅଧିନରେ ସମସ୍ତ ଅପରାଧ ଜାମିନ ବିହୀନ…
ତାଜା ଖବର ରାଜ୍ୟ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ଲାଗିବ ରୋକ୍ December 6, 2024 Papirani ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍। ମନୋରଞ୍ଜନ ନାଁରେ ଚାଲିଥିବା ଅପସଂସ୍କୃତିକୁ ଆଉ ପ୍ରଶ୍ରୟ ଦିଆଯିବନି । ବନ୍ଦ ହେବ ଅଶ୍ଳୀଳ ନୃତ୍ୟ । ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟ ଯୋଗୁଁ ସମାଜ ଉପରେ ଏହାର କୁପ୍ରଭାବ ପଡୁଛି ।…
ତାଜା ଖବର ରାଜ୍ୟ ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ December 5, 2024 Papirani ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ । ଆଜି ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଉପସନା ମହାପାତ୍ର ପଚାରିଥିବା ପ୍ରଶ୍ନ ରାଜ୍ୟର କେଉଁ ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି ଏବଂ ଖଣି ସନ୍ଧାନକାରୀ ଦଳ…
ତାଜା ଖବର ରାଜ୍ୟ କେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ December 5, 2024 Papirani ଗୃହରେ ଉଠିଲା ଜଙ୍ଗଲ ଜମି ହଡ଼ପ ପ୍ରସଙ୍ଗ। ଆଦିବାସୀଙ୍କ ଜଙ୍ଗଲ ଜମି ହଡ଼ପ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର। ସେ ପଚାରିଥିବା ପ୍ରଶ୍ନ ଆଦିବାସୀ ମାନଙ୍କ ଜମିକୁ ହଡପ କରୁଛନ୍ତି ପ୍ରଭାବଶାଳୀ ଲୋକ ଏବଂ ସେହି ଜମିରେ…
ତାଜା ଖବର ରାଜ୍ୟ ରାଜ୍ୟରେ କୌଣସି ସୂତାକଳ ନାହିଁ December 4, 2024 Papirani ଆଜି ବିଧାନସଭାରେ ଉଠିଲା ସୂତାକଳ ପ୍ରସଙ୍ଗ।ରାଜ୍ୟରେ ବର୍ତ୍ତମାନ କୌଣସି ବି ସୂତା କଳ କାର୍ଯ୍ୟକ୍ଷମ ନାହିଁ ବୋଲି ଆଜି ଗୃହରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି । ସେ କହିଛନ୍ତି ପୂର୍ବରୁ ରାଜ୍ୟରେ ୭ଟି…
ତାଜା ଖବର ରାଜ୍ୟ ରାଜ୍ୟରେ ବଢୁଛି ବୁଲା କୁକୁରଙ୍କ ଉପଦ୍ରବ; ଗତ ୨ବର୍ଷରେ ୫ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡିଛନ୍ତି ବୁଲା କୁକୁର December 4, 2024 Papirani ରାଜ୍ୟରେ ଦିନକୁ ଦିନ ବଢୁଛି ବୁଲା କୁକୁରଙ୍କ ଉପଦ୍ରବ । ଆଜି ବିଧାନସଭାରେ ଉଠିଲା ବୁଲା କୁକୁର ପ୍ରସଙ୍ଗ । ଗୃହରେ କଂଗ୍ରେସ ବିଧାୟକ ଦଳ ନେତା କାଡ୍ରାକା ଆପାଲା ସ୍ୱାମୀଙ୍କ ପ୍ରଶ୍ନ ୨୦୨୩ ମସିହା ଠାରୁ ଆରମ୍ଭ କରି ୨୦୨୪…
ତାଜା ଖବର ରାଜ୍ୟ ରାଜ୍ୟରେ ଅଛନ୍ତି ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ December 4, 2024 Papirani ବିଧାନସଭାରେ ଉଠିଲା ଷଣ୍ଢ ପ୍ରସଙ୍ଗ। ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନ ରାଜ୍ୟର କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି? ସେମାନଙ୍କ ସଂଖ୍ୟା କେତେ? ଆଉ ଷଣ୍ଢ ବଂଶର ବୃଦ୍ଧି ଲାଗି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…
ତାଜା ଖବର ରାଜନୀତି ରାଜ୍ୟ ଅତ୍ୟାବଶ୍ୟକ ଜିନିଷର ଦରଦାମ ପ୍ରଶ୍ନର ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ December 3, 2024 Papirani ଗୃହରେ ମାନ୍ୟବର ବିଧାୟକ ରାମଚନ୍ଦ୍ର କାଡାମଙ୍କ ଦ୍ବାରା ଆଗତ ମୁଲତବି ପ୍ରସ୍ତାବ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷର ଦରଦାମ ଆକାଶ ଛୁଆଁ । ସରକାର ନୀରବ ଦ୍ରଷ୍ଟା ଏଥିରେ ଉତ୍ତର ରଖି ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି,…