ତାଜା ଖବର ରାଜ୍ୟ Pending Electricity Bills: ରାଜ୍ୟରେ ବାକି ପଡ଼ିଛି ପ୍ରାୟ ୭ ହଜାର କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ December 3, 2025 Papirani ରାଜ୍ୟରେ ବିଦ୍ୟୁତ୍ ବିଲ୍ ବାକି ପଡ଼ିଛି ପ୍ରାୟ ୭ ହଜାର କୋଟି ଟଙ୍କା । ଏ ନେଇ ଆଜି ରାମଚନ୍ଦ୍ର କାଡ଼ାମ୍ଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଆଜି ଗୃହରେ ରାମଚନ୍ଦ୍ର କାଡ଼ାମ୍ ପ୍ରଶ୍ନ କରିଥିଲେ ଯେ…
ତାଜା ଖବର ରାଜ୍ୟ River Pollution: ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ December 3, 2025 Papirani ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ । ଏ ନେଇ ଆଜି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ସେ କହିଛନ୍ତି ବିଭାଗ ପକ୍ଷରୁ ନଦୀ ଜଳକୁ ୩ ମାସରେ ଥରେ…
ତାଜା ଖବର ରାଜ୍ୟ Cold Storage: ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି: ପୃଥୀରାଜ ହରିଚନ୍ଦନ December 3, 2025 Papirani ରାଜ୍ୟରେ ୧୩୩ଟି ଶୀତଳ ଭଣ୍ଡାରରୁ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଆଜି ଗୃହରେ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ରାଜ୍ୟରେ ଶୀତଳ ଭଣ୍ଡାର…
ତାଜା ଖବର ରାଜ୍ୟ Jana Vishwas Bill: ବିଧାନସଭାରେ ପାରିତ ହେଲା ଜନ ବିଶ୍ବାସ ବିଲ୍ ୨୦୨୫ December 2, 2025 Papirani ବିଧାନସଭାରେ ପାରିତ ହେଲା ଜନ ବିଶ୍ବାସ ବିଲ୍ ୨୦୨୫। ଦୀର୍ଘ ସମୟ ଧରି ଆଲୋଚନା ପରେ ଜନ ବିଶ୍ବାସ ବିଲ୍ ପାରିତ ହୋଇଛି । ଯାହା ବିଭିନ୍ନ ଆଇନରେ ଛୋଟ ଅପରାଧକୁ ଅପରାଧମୁକ୍ତ କରି ନିୟାମକ ବୋଝ ହ୍ରାସ କରିବା ଏବଂ…
ତାଜା ଖବର ରାଜ୍ୟ Odia Language Enforcement: ଓଡ଼ିଆରେ ନାମ ଫଳକ ନ ଥିବାରୁ ୩୧୯ ଦୋକାନୀଙ୍କଠୁ ଆଦାୟ ହୋଇଛି ଜରିମାନା December 2, 2025 Papirani ଓଡ଼ିଆରେ ନାମ ଫଳକ ଲେଖିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି ରାଜ୍ୟ ସରକାର। ଓଡ଼ିଆରେ ନାମ ଫଳକ ନ ଥିବାରୁ ୩୧୯ ଦୋକାନୀଙ୍କଠୁ ଆଦାୟ ହୋଇଛି ଜରିମାନା । ୨୫୯୪ ଜଣଙ୍କ ମଧ୍ୟରୁ ୩୧୯ ଦୋକାନୀ ଜରିମାନା ଗଣିଥିବା ଆଜି…
ତାଜା ଖବର ରାଜ୍ୟ Sea ErosionImpact: ସମୁଦ୍ର ଆଁରେ ଉପକୂଳ ଜିଲ୍ଲାର ୪୬ ଗାଁ: ଗଣେଶ ରାମ ସିଂ ଖୁଣ୍ଟିଆ December 2, 2025 Papirani ରାଜ୍ୟର ଉପକୂଳ ଜିଲ୍ଲାର ଅନେକ ଗାଁ ସମୁଦ୍ର ଜୁଆର ଦ୍ୱାରା ପ୍ରଭାବିତ ହୋଇଛି। ସମୁଦ୍ର ମାଡ଼ି ଆସିବାରୁ ପ୍ରଭାବିତ ହୋଇଛନ୍ତି ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲା । ସମୁଦ୍ର ଆଁରେ ଉପକୂଳ ଜିଲ୍ଲାର ୪୬ ଗାଁ । ଆଜି ଜଙ୍ଗଲ, ପରିବେଶ…
ତାଜା ଖବର ରାଜ୍ୟ Demolish Dangerous Buildings: କଟକରେ ଭଙ୍ଗା ହେବ ବିପଦସଙ୍କୁଳ କୋଠା December 2, 2025 Papirani କଟକର ସମସ୍ତ ବିପଦସଙ୍କୁଳ କୋଠାଗୁଡ଼ିକୁ ଶୀଘ୍ର ଭଙ୍ଗା ଯିବ । ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ବିଶେଷ…
ତାଜା ଖବର ରାଜ୍ୟ Odisha Assembly: ରାଜ୍ୟରେ ଏବେବି ରାଜସ୍ୱ ଓ ପଡ଼ା ଗାଁକୁ ନାହିଁ ରାସ୍ତା: ରବି ନାଏକ December 2, 2025 Papirani ଏବେବି ରାଜ୍ୟର ୫୦୦୮ ରାଜସ୍ୱ ଓ ପଡ଼ା ଗ୍ରାମକୁ ଏବେବି ନାହିଁ ସବୁଦିନିଆ ରାସ୍ତା । ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ। ଆଜି ବିଧାସଭାରେ ଗୃହରେ ବିଧାୟକ ଅରୁଣ…
ତାଜା ଖବର ରାଜ୍ୟ Duplicate Medicine: ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କଲେଣି ସରକାର: ସ୍ୱାସ୍ଥ୍ୟ ମନ୍ତ୍ରୀ December 2, 2025 Papirani ବଜାରରେ ମିଳୁଛି ନକଲି ମେଡିସିନ୍। ରାଜ୍ୟରେ ଗତ ୪ ବର୍ଷରେ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ ହେଲାଣି । ଏ ନେଇ ଆଜି ଗୃହରେ ତଥ୍ୟ ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ…
ତାଜା ଖବର ରାଜ୍ୟ Odisha Assembly: ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ December 1, 2025 Papirani ରାଜ୍ୟରେ ୨୭୦ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଗତବର୍ଷ ଜୁନ୍ ୧୨ରୁ ଚଳିତ ବର୍ଷ ଡିସେମ୍ବର ୨୧ ଯାଏଁ ୨୭୦ ଗିରଫ ହୋଇଛନ୍ତି । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…