ତାଜା ଖବର ରାଜ୍ୟ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ March 24, 2025 Papirani ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର । ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟଙ୍କା ଫେରସ୍ତ ପ୍ରକ୍ରିୟା ସରଳୀକରଣ କରିବାକୁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ…
ତାଜା ଖବର ରାଜ୍ୟ ୫ ବର୍ଷରେ ଚାକିରିରୁ ବିଦା ହୋଇଛନ୍ତି ୧୫୯ ଜଣ ସରକାରୀ ଅଧିକାରୀ March 24, 2025 Papirani ୫ ବର୍ଷରେ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରି ହରାଇଛନ୍ତି ୧୫୯ ଜଣ ସରକାରୀ ଅଧିକାରୀ। ଏ ନେଇ ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଦୁର୍ନୀତି ଓ ଆୟ ବହିର୍ଭୂତ…
ତାଜା ଖବର ରାଜ୍ୟ ରାଜ୍ୟର ୭୬୪ ଗ୍ରାମପଞ୍ଚାୟତରେ ନାହିଁ ଇଣ୍ଟରନେଟ୍: ମୁକେଶ ମହାଲିଙ୍ଗ March 24, 2025 Papirani ଦିନକୁ ଦିନ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ ହେଉଛି ସର ବିଶ୍ଵ। ଏଭଳି ସମୟରେ ରାଜ୍ୟର ୭୬୪ ଗ୍ରାମପଞ୍ଚାୟତରେ ନାହିଁ ଇଣ୍ଟରନେଟ୍ ସେବା । ବିଧାନସଭାରେ ଉଠିଲା ଗ୍ରାମରେ ଇଣ୍ଟରନେଟ୍ ପ୍ରସଙ୍ଗ । ଦୁଇ ଦିନର ବିରତି ପରେ ଆଜି ଆରମ୍ଭ ହୋଇଛି…
ରାଜନୀତି ରାଜ୍ୟ ନାରୀ ନିର୍ଯାତନାକୁ ବିରୋଧ କରି ୨୭ରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ March 22, 2025 Nirvay ମହିଳାଙ୍କ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲା କଂଗ୍ରେସ । ରାଜ୍ୟରେ ନାରୀ ହିଂସା ଓ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ଅଭିଯୋଗ କରି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସଙ୍କ ଡାକରାରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ…
ତାଜା ଖବର ରାଜ୍ୟ ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବା ନେଇ ପ୍ରକ୍ରିୟା ଆରମ୍ଭ: ସୂର୍ଯ୍ୟବଂଶୀ ସୁରଜ March 21, 2025 Papirani ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବା ନେଇ ପ୍ରକ୍ରିୟା ଆରମ୍ଭ । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେ ଲିଖିତ ଉତ୍ତରରେ କହିଛନ୍ତି କଳା, ସଂସ୍କୃତି, ଐତିହ୍ୟ ଏବଂ ବାଣିଜ୍ୟ ଗନ୍ତାଘର କୁହାଯାଉଥିବା ବାଲିଯାତ୍ରା…
ତାଜା ଖବର ରାଜ୍ୟ ୧୧ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ନେପାଳୀଛାତ୍ରୀ: ଉଚ୍ଚଶିକ୍ଷା ମନ୍ତ୍ରୀ March 21, 2025 Papirani ଆଜି ବିଧାନସଭା ଗୃହରେ ଉଠିଲା କିଟ୍ରେ ନେପାଳୀଛାତ୍ରୀଙ୍କ ହତ୍ୟା ମାମଲା। କିଟ୍ କାଣ୍ଡ ନେଇ ବିଧାନସଭାରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ଛାତ୍ରୀ । ୨୦୨୪ ମାର୍ଚ୍ଚ…
ତାଜା ଖବର ରାଜ୍ୟ ବିଧାନସଭାକୁ ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି March 21, 2025 Papirani ବିଧାନସଭାକୁ ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ୭ ଦିନର ନିଲମ୍ବନ ପରେ ଆଜି ବିଧାନସଭା ପହଞ୍ଚିଲେ ତାରା ବାହିନୀପତି । ମୁଣ୍ଡିଆ ମାରି ବିଧାନସଭାକୁ ପ୍ରବେଶ କରିଛନ୍ତି ତାରା । ଆଜି କଂଗ୍ରେସ ବିଧାୟକମାନେ କଳା କପଡ଼ା ପିନ୍ଧିବା…
ତାଜା ଖବର ରାଜ୍ୟ ଓଡ଼ିଶାର ୯ଟି ଜିଲ୍ଲାରେ ରହିଛି ସୁନାଖଣି March 20, 2025 Papirani ଓଡ଼ିଶାରେ ରହିଛି ଭରପୁର ସୁନା ଖଣି । ଏନେଇ ଗୃହରେ ତଥ୍ୟ ଦେଇଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଆଜି ଗୃହରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନ କେଉଁ କେଉଁ ସ୍ଥାନରେ କେତୋଟି ସୁନା ଖଣିର…
ତାଜା ଖବର ରାଜ୍ୟ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ବଢ଼ୁଛି ଆଗ୍ରହ: କେ.ଭି. ସିଂହଦେଓ March 19, 2025 Papirani ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ବଢ଼ୁଛି ଆଗ୍ରହ । ଏ ନେଇ ଆଜି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ । ଆଜି ଗୃହରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର; ମାଗଣା ବିଜୁଳି ଯୋଜନା’ରେ…
ରାଜ୍ୟ ସ୍ୱାସ୍ଥ୍ୟ ଖୁବଶୀଘ୍ର ରାଜ୍ୟରେ ପୂରଣ ହେବ ୫,୮୨୨ ଡାକ୍ତର ପଦବୀ March 18, 2025 Nirvay ରାଜ୍ୟରେ ଖୁବଶୀଘ୍ର ୫,୮୨୨ ଡାକ୍ତର ପଦବୀ ପୂରଣ କରି ସ୍ୱାସ୍ଥ୍ୟସେବାକୁ ଆହୁରି ମଜବୁତ କରାଯିବ ବୋଲି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ରାଜ୍ୟରେ ଡାକ୍ତର ଅଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୁଦ୍ଧକାଳୀନ ଭିତ୍ତିରେ ଏହାର ସମାଧାନ…