ତାଜା ଖବର ରାଜନୀତି ରାଜ୍ୟ ବିଧାନସଭାକୁ ୱାସ୍ଆଉଟ୍ ପାଇଁ ଷଡ଼ଯନ୍ତ୍ର: ଆଇନ ମନ୍ତ୍ରୀ March 26, 2025 Papirani ବିଧାନସଭାରେ ଦୀର୍ଘ ୧୩ ଦିନ ହେବ ପ୍ରଶ୍ନକାଳ, ଶୂନ୍ୟକାଳ ବାଧାପ୍ରାପ୍ତ ହୋଇଛି । ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳୁଥିବା ବେଳେ ବିଧାନସଭାକୁ ୱାସ୍ଆଉଟ୍ ପାଇଁ ଷଡ଼ଯନ୍ତ୍ର ହେଉଛି କହିଲେ ଆଇନ ମନ୍ତ୍ରୀ । ଆଜି ପ୍ରେସ୍ମିଟ୍ କରି ଉଭୟ କଂଗ୍ରେସ ଓ…
ରାଜନୀତି ରାଜ୍ୟ ଅତିରିକ୍ତ ପୋଲିସ କମିଶନରଙ୍କ କଲର ଧରିଲେ କଂଗ୍ରେସ କର୍ମୀ March 26, 2025 Nirvay ସୀମା ଟପିଲେ କଂଗ୍ରେସ କର୍ମୀ । ଆନ୍ଦୋଳନ ସମୟରେ ପୋଲିସର କଲର୍ ଧରି ଟଣାଓଟରା କରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ବିଧାୟକ ରମେଶ ଜେନା ବିଧାନସଭା ଭିତରକୁ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ ବେଳେ ଅତିରିକ୍ତ ପୋଲିସ କମିଶନର…
ତାଜା ଖବର ରାଜ୍ୟ ବିଧାନସଭା ଗୃହରୁ ନିଲମ୍ବିତ ହେଲେ ତାରା ଓ ରମେଶ March 26, 2025 Papirani ବିଧାନସଭା ଗୃହରୁ ନିଲମ୍ବିତ ହେଲେ ଆଉ ୨ କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ମଧ୍ୟ ନିଲମ୍ବିତ କଲେ ବାଚସ୍ପତି ସୁରମା ପାଢ଼ୀ । ୧୪ ଜଣ ବିଧାୟକଙ୍କ ମଧ୍ୟରୁ ସବୁ କଂଗ୍ରେସ ବିଧାୟକ…
ରାଜନୀତି ରାଜ୍ୟ ବିଧାନସଭା ବାହାରେ କଂଗ୍ରେସ ନେତା- ପୋଲିସ ମୁହାଁମୁହିଁ March 25, 2025 Nirvay ବିଧାନସଭାରେ ଲଗାତାର ଚରମ ବିଶୃଙ୍ଖଳା ହେବା ପରେ କଂଗ୍ରେସର ୧୪ ବିଧାୟକଙ୍କ ଭିତରୁ ୧୨ ଜଣଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଛନ୍ତି । ନିଲମ୍ବନ ପରେ ବିରୋଧୀ ଦଳ ନେତା ଲବି ଗେଟ୍ ଦେଇ ଭିତରକୁ ପ୍ରବେଶ ହରିବାକୁ ଚେଷ୍ଟା…
ତାଜା ଖବର ରାଜନୀତି ରାଜ୍ୟ ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣା; ୨୭ରେ ବିପ୍ଲବ କରିବ କଂଗ୍ରେସ March 25, 2025 Papirani ବିଧାନସଭା ଗୃହରୁ ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ ।ବିଧାନସଭା ଅଚଳ ହେବା ବାବଦରେ ମତ ରଖି ଭକ୍ତ କହିଛନ୍ତି ଆଲୋଚନା ପାଇଁ ଡାକିଲେ, କଥାବାର୍ତ୍ତା କଲେ କିନ୍ତୁ ସମାଧାନ କଲେନାହିଁ ।…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଗୃହରୁ ନିଲମ୍ବିତ ହେଲେ କଂଗ୍ରେସର ୧୨ ବିଧାୟକ March 25, 2025 Papirani ବିଧାନସଭାରେ ବିଶୃଙ୍ଖଳିତ ଆଚରଣ କରିବା ବିରୋଧୀ କଂଗ୍ରେସ ସଦସ୍ୟଙ୍କ ପାଇଁ ପଡିଲା ମହଙ୍ଗା । ବିଧାନସଭାରେ କଂଗ୍ରେସର ୧୨ ଜଣ ବିଧାୟକ ୭ ଦିନ ପାଇଁ ନିଲମ୍ବିତ କଲେ ବାଚସ୍ପତି । ଗୃହରେ ବିଶୃଙ୍କଳିତ ଆଚରଣ ପାଇଁ କଂଗ୍ରେସର ମୋଟ୍ ୧୪…
ତାଜା ଖବର ରାଜ୍ୟ ଓଡ଼ିଶା ମୁହାଁ ହେଉଛନ୍ତି ବିଦେଶୀ ପକ୍ଷୀ March 25, 2025 Papirani ୨୦୨୪- ୨୫ ବର୍ଷରେ ଓଡିଶାକୁ ଆସିଛନ୍ତି ବିଦେଶୀ ପକ୍ଷୀ । ଏ ନେଇ ଆଜି ବିଧାନସଭା ଗୃହରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ । ସେ…
ତାଜା ଖବର ରାଜ୍ୟ ରାଜ୍ୟରେ ରହିଛି ୪୫୩୯ ରକ୍ତଚନ୍ଦନ ଗଛ; ଏପ୍ରିଲ ୯ରେ ହେବ ନିଲାମ March 25, 2025 Papirani ଆଜି ଗୃହରେ ଅରୁଣ ସାହୁଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୪୫୩୯ଟି ରକ୍ତଚନ୍ଦନ ଗଛ ଅଛି । ସେଥିରୁ ୨୦୭୧ ଚନ୍ଦନ କାଠ ପ୍ରାକୃତିକ ଭାବରେ…
ତାଜା ଖବର ରାଜ୍ୟ ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ମେଡିକାଲରେ ଚାଲିଛି ଅଧିକ ସି-ସେକ୍ସନ: ସ୍ବାସ୍ଥ୍ୟ ମନ୍ତ୍ରୀ March 25, 2025 Papirani ସି-ସେକ୍ସନ ନେଇ ଚିନ୍ତାଜନକ ତଥ୍ୟ ଦେଲେ ସରକାର । ଆଜି ବିଧାନସଭା ଗୃହରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ସରକାରୀ ହସ୍ପିଟାଲ ତୁଳନାରେ ବେସରକାରୀ ହସ୍ପିଟାଲରେ ସିଜାରିଆନ୍ କିମ୍ବା ସି-ସେକ୍ସନ ଡେଲିଭରି ସଂଖ୍ୟା…
ତାଜା ଖବର ରାଜ୍ୟ ଆଜି ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ; ୧୧ଟା ୩୦ ଯାଏଁ ଗୃହ ମୁଲତବୀ March 25, 2025 Papirani ଆଜି ବିଧାନସଭା ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଆଜି ବି ଅଚଳ ରହିଲା ଗୃହ । ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀଙ୍କ ପକ୍ଷରୁ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ବିଗତ ଦିନଗୁଡ଼ିକ ପରି ଆଜି ବି ବିଧାନସଭାରେ…