Tag: odisha assembly

Tobacco Revenue Soars in Odisha: ତମାଖୁରୁ ରାଜକୋଷକୁ କୋଟି କୋଟି ଟଙ୍କାର ରାଜସ୍ୱ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟ ରାଜକୋଷକୁ ତମାଖୁ ସେବନ ଓ ଏହାର କାରୋବାରରୁ ବିପୁଳ ପରିମାଣର ଆୟ ହେଉଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି। ଏ ନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଦେଇଥିବା ଲିଖିତ ଉତ୍ତର…

Odisha Vigilance Action: ଗତ ୨ ବର୍ଷରେ ୨୪୦ ଲାଞ୍ଚୁଆ ସରକାରୀ ବାବୁଙ୍କ ନାଁରେ ହୋଇଛି ଭିଜିଲାନ୍ସ ମାମଲା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ବ୍ୟାପକ ଚଢ଼ାଉ କରାଯାଇ ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ ବିଧାନସଭାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ…

Debt Burden in Odisha: ଦେଢ଼ ଲକ୍ଷ କୋଟି ଟପିବ ରାଜ୍ୟର ଋଣଭାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶାର ଆର୍ଥିକ ସ୍ଥିତିକୁ ନେଇ ବିଧାନସଭାରେ ଏକ ବଡ଼ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ମୋଟ ଋଣଭାର ଦେଢ଼ ଲକ୍ଷ କୋଟି ଟଙ୍କା ଛୁଇଁବାକୁ ବସିଥିବା ବେଳେ ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ଏହା ୧ ଲକ୍ଷ ୪୮ ହଜାର…

Odisha Assembly: MMDR ବିଲ୍ ପ୍ରତ୍ୟାହାର ଦାବିରେ ବିଧାନସଭାରେ ହଙ୍ଗାମା; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

କେନ୍ଦ୍ର ସରକାରଙ୍କ ନୂତନ ଖଣି ଓ ଖଣିଜ ସଂଶୋଧନ ଆଇନ୍, ୨୦୨୬ (MMDR Act) କୁ ନେଇ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳଗୁଡ଼ିକ ପ୍ରବଳ ହଙ୍ଗାମା କରିଛନ୍ତି। ସୋମବାର ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର କ୍ରମାଗତ ପଞ୍ଚମ କାର୍ଯ୍ୟଦିବସରେ…

Paneer Adulteration Crackdown: ପନିର ଓ ଛେନା ଅପମିଶ୍ରଣ ମାମଲା: ନିଆଳିରେ ୨୭୫ ଜଣଙ୍କ ନାଁରେ ହୋଇଛି ଏତଲା

ରାଜ୍ୟରେ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରବାର ବିରୋଧରେ ରାଜ୍ୟ ସରକାର ଆଭିମୁଖ୍ୟ କଠୋର କରିଛନ୍ତି। ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଅପମିଶ୍ରିତ ପନିର ଓ ଛେନା ବିକ୍ରି ଏବଂ…

Special Counters for Senior Citizens in Govt Office: ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବରିଷ୍ଠ ନାଗରିକମାନଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା…

Odisha TextBooks Error Row: ପ୍ରଥମରୁ ଅଷ୍ଟମ ଶ୍ରେଣୀ ନୂତନ ପୁସ୍ତକରେ ୧୭୪୧ଟି ତ୍ରୁଟି; ୧୦ ଜଣଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ: ନିତ୍ୟାନନ୍ଦ ଗଣ୍ଡ

ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଚଳନ କରାଯାଇଥିବା ନୂତନ ପାଠ୍ୟପୁସ୍ତକଗୁଡ଼ିକରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ମୋଟ ୧୭୪୧ଟି ତ୍ରୁଟି ଦୃଷ୍ଟିଗୋଚର ହେବା ପରେ ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି…

MMDR Act Controversy: ଏସ୍ଏମ୍‌ଡିଆର୍ : ତଥ୍ୟ ଲୁଚାଉଛନ୍ତି ସରକାର

ସଂଶୋଧିତ ଏସ୍ଏମ୍‌ଡିଆର୍ ଆଇନକୁ ନେଇ ବିରୋଧୀ ଦଳର ଚାପ ବଢ଼ୁଛି ସରକାରଙ୍କ ଉପରେ। ଏପର୍ଯ୍ୟନ୍ତ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବିଧାନସଭାରେ ଯେଉଁ ଉତ୍ତର ରଖୁଛନ୍ତି ଖଣି ମନ୍ତ୍ରୀ, ତାହା ସୂଚାଇ ଦେଉଛି ଯେ ସରକାର ଅନ୍ଧାରରେ ଅଛନ୍ତି…

Ruckus in Odisha Assembly: ଚତୁର୍ଥ ଦିନରେ ମାତ୍ର ୪ ମିନିଟ୍‌ର ପ୍ରଶ୍ନକାଳ ପରେ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି

ସୁରୁଖୁରୁରେ ଚାଲି ପାରୁନି ଗୃହକାର୍ଯ୍ୟ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଆଜି ବିଧାନସଭା ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗୃହ ଆରମ୍ଭ ହେବାର ମାତ୍ର ୪ ମିନିଟ୍‌ ପରେ ପ୍ରଶ୍ନକାଳକୁ ମୁଲତବି କରିଦିଆଯାଇଛି । MMDR ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସର…

No International Flights From BBSR Currently: ଭୁବନେଶ୍ୱରରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ବନ୍ଦ ରହିଛି ଅନ୍ତର୍ଜାତୀୟ ବିମାନ ଚଳାଚଳ: ରାଜ୍ୟ ପରିବହନ ମନ୍ତ୍ରୀ

ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ହ୍ରାସ ପାଇବାକୁ ନେଇ ରାଜ୍ୟ ବିଧାନସଭାରେ ଚିନ୍ତା ପ୍ରକଟ କରାଯାଇଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବର୍ତ୍ତମାନ କୌଣସି ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁନାହିଁ। ବିଧାୟକ କଳିକେଶ ନାରାୟଣ ସିଂହ ଦେଓଙ୍କ…