ତାଜା ଖବର ରାଜ୍ୟ No Insurance No Petrol: ନୋ ଇନ୍ସୁରାନ୍ସ, ନୋ ପେଟ୍ରୋଲ ପ୍ରସଙ୍ଗ; ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଚାର କରାଯାଉଛି: ରାଜ୍ୟ ପରିବହନ ମନ୍ତ୍ରୀ August 7, 2026 Papirani ରାଜ୍ୟରେ ଇନ୍ସୁରାନ୍ସ, ନୋ ପେଟ୍ରୋଲ ପ୍ରସଙ୍ଗକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଚାର କରାଯାଉଛି ।ମାର୍ଗଦର୍ଶିକା ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ । ମନ୍ତ୍ରୀ ଆଉ…