Tag: Nayasadaka

4 Arrested Over Firecracker Dispute: ବାଣ ଫୁଟାକୁ ନେଇ ମହିଳା ଏସିପିଙ୍କୁ ଧସ୍ତାଧସ୍ତି ଘଟଣା: ୪ ଗିରଫ

କଟକ ଜିଲ୍ଲା ନୟାସଡ଼କରେ ବାଣ ଫୁଟାକୁ ନେଇ ଧସ୍ତାଧସ୍ତି ମାମଲାରେ ଲାଲବାଗ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି । ମହିଳା ଏସିପି ଅନନ୍ୟା ଅୱସ୍ତିଙ୍କୁ ଧସ୍ତାଧସ୍ତି ମାମଲାରେ ୧୦ ଅଟକ ଥିଲେ । ବିଶୃଙ୍ଖଳାକାରୀଙ୍କ ବିରୋଧରେ ଆକ୍ସନ ହେବ…