Tag: Mulashtami

Mulashtami Rituals Begin: ମୂଳାଷ୍ଟମୀରୁ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ପବିତ୍ର ମୂଳାଷ୍ଟମୀ ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ଏହାକୁ ନେଇ କାକଟପୁର ମା’ ମଙ୍ଗଳା, ସମ୍ବଲପୁର ମା’ ସମ୍ବଲେଶ୍ୱରୀ ଏବଂ ଝଙ୍କଡ଼ ମା’ ଶାରଳାଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।…