ରାଜ୍ୟ କୋରାପୁଟରେ ‘ପରବ ୨୦୨୪’ ଉଦଘାଟନରେ ଯୋଗ ଦେଲେ ମୋହନ ମାଝୀ December 15, 2024 Bijaya Laxmi Dash କୋରାପୁଟ ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ଅବିସ୍ମରଣୀୟ ଉତ୍ସବ ‘ପରବ’। ‘ପରବ – ୨୦୨୪’ ମହୋତ୍ସବର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକନୃତ୍ୟ, ଲୋକ ସଙ୍ଗୀତ, ଲୋକ ବାଦ୍ୟ, ଲୋକ ନାଟ୍ୟ, ଲୋକ ସାହିତ୍ୟ, ଲୋକ ଚେତନାକୁ…
ବ୍ୟବସାୟ ଜାତୀୟସ୍ତରରେ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ବର୍ଗରେ କୋରାପୁଟ ସମ୍ମାନିତ December 12, 2024 Papirani ଜାତୀୟସ୍ତରରେ ଓଡ଼ିଶାକୁ ମିଳିଲା ସମ୍ମାନ। ଓଡ଼ିଶାକୁ ମିଳିଛି ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୪। ଜାତୀୟସ୍ତରରେ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ବର୍ଗରେ କୋରାପୁଟ ଦ୍ବିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ…
ରାଜ୍ୟ କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ଧାରଣା November 11, 2024 Nirvay କୋରାପୁଟ ଜିଲ୍ଲାର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଆବଶ୍ୟକୀୟ ସୁବିଧା ଦାବି କରି ବିଶ୍ୱବିଦ୍ୟାଳୟ ମୁଖ୍ଯ ପ୍ରବେଶ ଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ହଷ୍ଟେଲ୍ କର୍ମଚାରୀମାନେ ନିମ୍ନମାନର ଖାଦ୍ଯ ଯୋଗାଇବା ଅଭିଯୋଗ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ହଷ୍ଟେଲ୍…
ରାଜ୍ୟ ଲାଞ୍ଚ ଅଭିଯୋଗ ରେ ମେଡିକାଲ ଅଫିସର ଓ ଫାର୍ମାସିଷ୍ଟ ଭିଜିଲାନ୍ସ ଦ୍ୱାରା ଗିରଫ November 8, 2024 Nirvay C.H.C, ବଇପାରିଗୁଡା, ଜିଲ୍ଲା-କୋରାପୁଟ ର ମେଡିକାଲ୍ ଅଫିସର ଇନ୍-ଚାର୍ଜ ଡକ୍ଟର ବିଶ୍ୱଜିତ୍ ଭୂୟାଁ ଏବଂ ଜିଲ୍ଲା-କୋରାପୁଟ ଅଧୀନରେ ଥିବା ଜାତୀୟ ସ୍ୱାସ୍ଥ୍ଯ ମିଶନ (NHM) ର ଫାର୍ମାସିସ୍ଟ୍ ଉତ୍ତମ ମାହାଙ୍କୁଡ଼ କୁ ଆଜି ୮ ତାରିଖ ରେ , କିଛି ସମୟ…
ତାଜା ଖବର ରାଜ୍ୟ ଜଙ୍ଗଲରେ ସ୍ବାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣା: ସ୍ତ୍ରୀକୁ ନିଜେ ମାରିବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର November 5, 2024 Papirani କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କୁମାରଗନ୍ଧନା ହରିଆମୁଣ୍ଡା ଗାଁରେ ଘଟୁଛି ଅଭାବନୀୟ ଘଟଣା । ସ୍ବାମୀକୁ ଗଛରେ ବାନ୍ଧି ପତ୍ନୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ୨୪ ଘଣ୍ଟା ନ…
ରାଜନୀତି ରାଜ୍ୟ ପୂର୍ବତନ କଂଗ୍ରେସ ବିଧାୟକ ପୂର୍ଣଚନ୍ଦ୍ର ମାଝୀ ଙ୍କ ଦେହାନ୍ତ November 5, 2024 Nirvay କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କର ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ସେ ଏମ୍ସରେ ଚିକିତ୍ସିତ ହେଉଥିଲେ। ୨୦୦୮ରେ, ଜଣେ ଅଭିଜ୍ଞ କଂଗ୍ରେସ ନେତା ମାଝୀ ପିତା ଅନନ୍ତ…
ରାଜନୀତି ରାଜ୍ୟ ବିଜେଡି ଆନ୍ଦୋଳନ ରେ ନାହାନ୍ତି ବିଜେଡି କାଉନସିଲର; ବଢ଼ିଲା ଚର୍ଚ୍ଚା November 4, 2024 Nirvay ବିଜେଡ଼ିର ଆଭ୍ୟନ୍ତରୀଣ ବିଭାଜନ ପୁଣି ଥରେ ଦୃଶ୍ଯମାନ ହେଉଛି। ଏଥର କୋରାପୁଟ ଅନ୍ତର୍ଗତ ଜୟପୁରରୁ ବିଜେଡ଼ି ମଧ୍ଯରେ ଅନ୍ତର୍ଦ୍ୱନ୍ଦ୍ୱ ଘଟିଛି, ଯେଉଁଠାରେ ଜଗନ୍ନାଥ ସାଗର ପୁଷ୍କରିଣୀର ପୌରପାଳିକାର ମରାମତି କାର୍ଯ୍ଯରେ ହୋଇଥିବା ଅନିୟମିତତା ର ବିରୋଧ ପ୍ରତିବାଦରେ ଦଳର ଅନେକ ପରିଷଦ…
ତାଜା ଖବର ରାଜ୍ୟ କୋରାପୁଟ ମେଡିକାଲ କଲେଜରେ ନିଆଁ August 30, 2024 Papirani କୋରାପୁଟ ମେଡିକାଲ କଲେଜରେ ଅଗ୍ନିକାଣ୍ଡ । କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲର ମାତୃ ଓ ଶିଶୁ ବିଭାଗ (SNCU) ୱାର୍ଡରେ ଲାଗିଲା ନିଆଁ । ତେବେ ନିଆଁ ଲାଗିଥିବା ଜାଣି ବିଭାଗରେ ଥିବା ସମସ୍ତ…
ତାଜା ଖବର ରାଜ୍ୟ କୋରାପୁଟ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ; ଆସନ୍ତାକାଲି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି August 29, 2024 Nirvay କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କୋରାପୁଟ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ରେଡ୍ ୱାର୍ଣ୍ଣିଂ ଥିବାରୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି…
ରାଜନୀତି ରାଜ୍ୟ ସଂକଳ୍ପପତ୍ରର ପ୍ରାୟ ସମସ୍ତ ପ୍ରତିଶ୍ରୁତି ପୂରଣ ପାଇଁ ବ୍ୟୟବରାଦ ହୋଇଛି: ମନମୋହନ ସାମଲ August 2, 2024 Nirvay ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି କୋରାପୁଟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ ବିଧାୟକ ରୁପୁ ଭତ୍ରା, ବିଧାୟକ ରଘୁରାମ ମାଛ, ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣିମା କେର୍କେଟା, ରାଜ୍ୟ ସମ୍ପାଦକ ପୂର୍ଣ୍ଣମା ନାୟକ, ଜନସୂଚିତ ଜାତି…