Tag: Koraput

Rajnath Singh to Visit Odisha: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ ପ୍ରକଳ୍ପର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମଙ୍ଗଳବାର ଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସୁଛନ୍ତି।…

Centre of Excellence for Classical Pali: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ଶାସ୍ତ୍ରୀୟ ପାଲି ଭାଷା ଉତ୍କର୍ଷ କେନ୍ଦ୍ର’ ପ୍ରତିଷ୍ଠାକୁ ଅନୁମୋଦନ

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦେଶର ୫ଟି ଶାସ୍ତ୍ରୀୟ ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଅନୁମୋଦନ ମିଳିଛି । ତନ୍ମୋଧ୍ୟରୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରେ ‘ଶାସ୍ତ୍ରୀୟ ପାଲି ଭାଷା ଉତ୍କର୍ଷ କେନ୍ଦ୍ର’ (Centre of Excellence) ପ୍ରତିଷ୍ଠାକୁ ଶିକ୍ଷା…

Jeypore Deputy Director of Mines Held in Bribery Case: ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଖଣି ଅଧିକାରୀ (ଉପନିର୍ଦ୍ଦେଶକ) ସତ୍ୟଜିତ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବାଲି ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର…

Machkund Dam Gate Opened: ଲଗାଣ ବର୍ଷାରେ ବଢ଼ିଲା ଜଳସ୍ତର, ଖୋଲିଲା ମାଛକୁଣ୍ଡ ଡ୍ୟାମ୍‌ର ଗୋଟିଏ ଗେଟ୍

ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା, ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି. ଡ୍ୟାମ୍‌ର ଜଳସ୍ତର ବିପଦ ସଙ୍କେତର ନିକଟତର ହେବା ପରେ କର୍ତ୍ତୃପକ୍ଷ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲି ଜଳ ନିଷ୍କାସନ ଆରମ୍ଭ କରିଛନ୍ତି । ଚଳିତ…

Mao Dump Unearthed in Koraput: କୋରାପୁଟରେ ପୁଣି ମାଓ ଡମ୍ପ ଠାବ

କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିନସ୍ଥ ତେନ୍ତୁଳିଗୁମ୍ମା ଜଙ୍ଗଲରୁ ପୁଣି ମାଓ ସାମଗ୍ରୀ ଜବତ କରାଯାଇଛି। ଜଙ୍ଗଲରୁ ୬ଟି ଦେଶୀ ବନ୍ଧୁକ, ୮ଟି ଟିଫିନ୍‌ ବୋମା, ୪ଟି ଆଇଇଡି, ଡିଟୋନେଟର ଓ ଗୁଳି ସହ ବିପୁଳ ବିସ୍ଫୋରକ ଜବତ କରାଯାଇଛି। ଆତ୍ମସମର୍ପଣ…

Andhra Pradesh Minister’s Road Inauguration in Kotia: କୋଟିଆରେ ଆନ୍ଧ୍ର ମନ୍ତ୍ରୀଙ୍କ ନୂଆ ରାସ୍ତା ଉଦ୍‌ଘାଟନ

କୋରାପୁଟର କୋଟିଆରେ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ।କୋଟିଆ ପଞ୍ଚାୟତର ନେରେଡିବାଲସା ଗାଁରେ ଦାଣ୍ଡି ଗାଁରୁ ନେରେଡିବାଲସା ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଉଦ୍‌ଘାଟନ କରିଛନ୍ତି ଆନ୍ଧ୍ରର ଆଦିବାସୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ । ଏହା ସହିତ ଗାଁର ସୀମାନ୍ତ ବାସୀଙ୍କୁ…

कोरापुट में बॉक्साइट खनन विवाद पर जयराम रमेश का सवाल

ओडिशा के कोरापुट जिले में प्रस्तावित बॉक्साइट खनन परियोजना को लेकर जारी विरोध प्रदर्शन अब राष्ट्रीय स्तर पर राजनीतिक चर्चा का विषय बन गया है। कांग्रेस के वरिष्ठ नेता और…

No Road to Village in Koraput: ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ; ୪ କିମି ଭାରରେ ବୁହାହେଲେ ରୋଗୀ

ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଦୁର୍ବଳ ଭିତ୍ତିଭୂମି ଏବଂ ରାସ୍ତା ସଂଯୋଗର ଅଭାବକୁ ଦର୍ଶାଉଥିବା ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଗାଁକୁ ରାସ୍ତା ନଥିବାରୁ ରୋଗୀକୁ ନେବାକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ତେଣୁ ୪ କିମି ପର୍ଯ୍ୟନ୍ତ ଏକ ଅସ୍ଥାୟୀ…