Tag: Jual Oram

Jual Oram in Trouble: ଜୁଏଲଙ୍କୁ ଫଶାଇ ଦେଲେ କି ଖୁସବୁ?

୨୦୦୨ରେ ବାଜପେୟୀ ସରକାର ଦେଳେ ଏନ୍‌ଜିଓ ଲାଞ୍ଚ ଦିବାଦରେ ଫଶିଥିଲେ ତତ୍କାଳୀନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ। ସଂସଦରେ ପ୍ରବଳ ଝଡ଼ ଉଠିଥିଲା ଜୁଏଲଙ୍କୁ ନେଇ । ଏବେ ନରେନ୍ଦ୍ର ମୋଦୀ ସରକାରରେ ଆଉ ଏକ ବଡ଼ ବିବାଦ ଝଡ଼ରେ…

Jual Trapped in Khushbu Net: ଖୁସ୍‌ବୁଙ୍କ ପାଇଁ ଡେଇଁପଡ଼ି ଛନ୍ଦିହେଲେ ଜୁଏଲ

ବେଳେବେଳେ ଅନ୍ୟ କାହା ପାଇଁ ବିବାଦ ଭିତରକୁ ଲମ୍ଫ ମାରିବା ନେତାଙ୍କ ପାଇଁ ମହଙ୍ଗା ପଡ଼େ । ନିଜ କଡ଼ା ଜବାବରେ ଫଶିହୋଇଯାଆନ୍ତି ନେତା । ଏମିତି ଆଉ ଏକ ଉଦାହରଣ ରଖିବାକୁ ଯାଉଛନ୍ତି ସୁନ୍ଦରଗଡ଼ ସାଂସଦ ତ‌ଥା କେନ୍ଦ୍ର ଆଦିବାସୀ…

Circuit House Stay Under Scanner: ରାଉରକେଲା ସର୍କିଟ୍ ହାଉସରେ ଅପରାଧୀଙ୍କ ଉପସ୍ଥିତିକୁ ନେଇ କଂଗ୍ରେସର ତଦନ୍ତ ଦାବି

ରାଉରକେଲା ସର୍କିଟ୍ ହାଉସରୁ ଅସ୍ତ୍ରଶସ୍ତ୍ର ସହ ୩ ଜଣଙ୍କ ଗିରଫ ଘଟଣାକୁ ନେଇ ରାଜ୍ୟ ସରକାର ଓ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ଏହି ଘଟଣାକୁ ନେଇ କଂଗ୍ରେସ ଭବନରେ ଦଳର ଗଣମାଧ୍ୟମ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ…

Sijimali Mining Issue: ସିଜିମାଳି ପ୍ରସଙ୍ଗରେ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ସସ୍ମିତ ପାତ୍ର

ରାୟଗଡ଼ା ଜିଲ୍ଲା ସିଜିମାଳିରେ ଖଣି ଖନନ ଓ ସଡ଼କ ନିର୍ମାଣକୁ ସ୍ଥାନୀୟ ଆଦିବାସୀଙ୍କ ବିରୋଧ ଓ ପୋଲିସର ପକ୍ଷପାତିତା ପ୍ରସଙ୍ଗରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଓଡ଼ିଶାର ଆଦିବାସୀଙ୍କ…

ଆଉ ନିର୍ବାଚନ ଲଢ଼ିବେନି ଜୁଏଲ୍ ଓରାମ

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ବଡ଼ ଘୋଷଣା । ଆଉ ନିର୍ବାଚନ ଲଢ଼ିବେନି ସୁନ୍ଦରଗଡ଼ ସାଂସଦ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଯୋଗ ଦେଇ ଜୁଏଲ୍‌ କହିଛନ୍ତି ଯେ ସେ ୧୦ ଥର ନିର୍ବାଚନ ଜିତିଲେଣି । ୮ ଥର…

ଟ୍ରେନରୁ ଗାୟବ ହୋଇ ଆହତ ଅବସ୍ଥାରେ ମିଳିଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ଜୁଏଲ ଓରାମ, କହିଲେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଚଳନ୍ତା ଟ୍ରେନରୁ ନିଖୋଜ ହୋଇଯିବ ଓ ଦୀର୍ଘ ସମୟ ପରେ ତାଙ୍କୁ ଅନ୍ୟ ଏକ ଟ୍ରେନରୁ ଆହତ ଅବସ୍ଥାରେ ଠାବ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମର ଖବର ପ୍ରସାରିତ ହେବା ପରେ ପ୍ରତିକ୍ରିୟା…

ଟ୍ରେନରୁ ନିଖୋଜ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ; ପ୍ରାୟ ତିନଘଣ୍ଟା ପରେ ଆହତ ଅବସ୍ଥାରେ ଉଦ୍ଧାର

ରହସ୍ୟମୟ ଭାବରେ ଟ୍ରେନରୁ ନିଖୋଜ ହୋଇଗଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଦିଲ୍ଲୀର ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଗୋଣ୍ଡୱାନା ଏକ୍ସପ୍ରେସ (ଟ୍ରେନ ନମ୍ବର ୧୨୪୧୦) ଯୋଗେ ଜବଲପୁର ଆସୁଥିବା ଟ୍ରେନରୁ ନିଖୋଜ ହୋଇଗଲେ ଜୁଏଲ ଓରାମ ।…

ବ୍ୟକ୍ତିଗତ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଜୁଏଲ ଓରାମଙ୍କ ଚିଠି

ବ୍ୟକ୍ତିଗତ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଦାୟିତ୍ୱରେ ଦୀର୍ଘ ଦିନ ଅନୁପସ୍ଥିତି ପାଇଁ ଆଇଏଏସ ପରାଗ ହର୍ଷଦ ଗଭାଲିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ…

୨୪ ବିଦାୟ ଅବଗଣନା ଆରମ୍ଭ: ୬ ମାସିଆ ସ୍କୋର କାର୍ଡ଼; ଅଶ୍ବିନୀ ମ୍ୟାନ୍ ଅଫ ଦି ମ୍ୟାଚ୍

ଆଉ କେଇଟା ଦିନ ପରେ ୨୦୨୪ ବିଦାୟ ନେବ। ଅନେକ ଘଟଣାର ମୂକସାକ୍ଷୀ ହୋଇ ରହିଯିବ ବର୍ଷ ୨୦୨୪ । ସମସ୍ତେ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ନୂଆବର୍ଷକୁ । ତେବେ ୨୦୨୪ର ରୋମନ୍ଥନ ଜରୁରୀ । ସେ ଦୃଷ୍ଟିରୁ ଆଜିର…

ମୁଁ ସୁସ୍ଥ: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବା ବେଳେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ଓରାମ ଟ୍ୱିଟ କରି କହିଛନ୍ତି ଡେ଼ଙ୍ଗୁରୁ ସୁସ୍ଥ…