ତାଜା ଖବର ରାଜନୀତି ରାଜ୍ୟ IT Raid: ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢାଉ November 9, 2025 Papirani ବିଜେଡି ନେତାଙ୍କ ଘରେ ଆୟକର ଚଢାଉ । ନୂଆପଡ଼ାରେ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢାଉ । କୋମନା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ମନୋଜ ମିଶ୍ରଙ୍କ ବାସଭବନରେ ଆୟକର ବିଭାଗର ଚଢାଉ ଜାରି ରହିଛି । ସକାଳୁ ଆରମ୍ଭ…
ରାଜନୀତି ରାଜ୍ୟ Nuapada Bypoll: ବିଜେଡି ନେତାଙ୍କ ଘରେ IT ରେଡ November 8, 2025 Nirvay ନୂଆପଡା ଉପ ନିର୍ବାଚନ ରାଜ୍ୟ ରାଜନୀତି ଚହଳ ସୃଷ୍ଟି କରିଛି । କିନ୍ତୁ ଏହି ସମୟରେ ବିଜେଡିର ଜଣେ ନେତାଙ୍କ ଉପରେ ପଡ଼ିଛି ଆୟକର ବିଭାଗର ନଜର । ନୂଆପଡ଼ା ଖରିଆର ରୋଡ୍ର ପଟେଲ ନଗର ରେ ବିଜେଡି ନେତା ମହମ୍ମଦ…
ତାଜା ଖବର ରାଜ୍ୟ IT raids: ଉତ୍କଳ ବିଲ୍ଡରସ୍ ଉପରେ ଆୟକର ଚଢ଼ାଉ November 4, 2025 Papirani ରାଜ୍ୟର ପ୍ରମୁଖ ରିୟଲ ଇଷ୍ଟେଟ୍ କମ୍ପାନୀ ଉତ୍କଳ ବିଲ୍ଡର୍ସର ଉପରେ ଆୟକର ଚଢ଼ାଉ । ଆୟକର ଫାଙ୍କିବା ଅଭିଯୋଗରେ ଚାଲିଛି ଚଢ଼ାଉ କରାଯାଇଛି। ଭୁବନେଶ୍ବର ଉତ୍କଳ ବିଲ୍ଡର୍ସର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିବା ଜଣାପଡ଼ିଛି । ମହର୍ଷି କଲେଜ ରୋଡ ସ୍ଥିତ…
ତାଜା ଖବର ରାଜ୍ୟ ଦ୍ୱିତୀୟ ଦିନରେ ସ୍ୱର୍ଗତ ନବ ଦାସଙ୍କ ଘରେ ଆଇଟି ଚଢ଼ଉ ଜାରି June 20, 2025 Papirani ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍ ଜାରି । ଆୟକର ଅନିୟମିତା ଘଟଣାରେ ଆଜି ଦ୍ୱିତୀୟ ଦିନରେ ବି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗର ଚଢାଉ ଜାରି…
ତାଜା ଖବର ରାଜ୍ୟ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍; ଆୟକର ଠକେଇ ଅଭିଯୋଗରେ ଚଢ଼ାଉ June 19, 2025 Papirani ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଘରେ ଆଇଟି ରେଡ୍ । ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ। ନବଦାସଙ୍କର ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ବର ଓ ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ଆଇଟି ରେଡ୍ କରିଥିବା ଜଣାପଡିଛି। ଆୟକର…
ତାଜା ଖବର ବ୍ୟବସାୟ ରାଜ୍ୟ ଦ୍ବିତୀୟ ଦିନରେ ମଦ ବ୍ୟବସାୟୀଙ୍କ ଘରେ ଜାରି ରହିଛି ରେଡ୍; ମିଳୁଛି ପୁଳାପୁଳା ଟଙ୍କା March 21, 2025 Papirani ଅନୁଗୁଳ କରଡ଼ ଗାଡ଼ିଆର ଜଣାଶୁଣା ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଜାରି ରହିଛି ରେଡ୍ । ଆୟକର ଫାଙ୍କିଥିବା ଅଭିଯୋଗରେ ଆଜି ବି ଦ୍ବିତୀୟ ଦିନରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗ। ମୋଟ୍ ୧୫ଟି ସ୍ଥାନରେ ରେଡ୍ କରୁଛି…
ତାଜା ଖବର ରାଜ୍ୟ ମଦ ବ୍ୟବସାୟୀଙ୍କ ଘରେ ଆଇଟି ଚଢ଼ାଉ March 20, 2025 Papirani ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍ ହୋଇଛି । ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚାଲିଛି ଚଢ଼ାଉ । ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ଚଢାଉ । ଆୟକର…
ରାଜ୍ୟ ୪ର୍ଥ ଦିନରେ ଚାଲିଛି ବ୍ରଜକିଶୋର ଦାସଙ୍କ ଘରେ ଚଢ଼ାଉ January 20, 2025 Papirani ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍ । ୪ର୍ଥ ଦିନରେ ଚାଲିଛି ବ୍ରଜକିଶୋର ଦାସଙ୍କ ଘରେ ଚଢ଼ାଉ । ସମ୍ବଲପୁର ସିଟି ଷ୍ଟେସନ ନିକଟସ୍ଥ ଧନକଉଡ଼ା ସ୍ଥିତ ଘର ଓ ଅଫିସରେ ଏହି ରେଡ କରାଯାଉଛି…
ତାଜା ଖବର ରାଜ୍ୟ ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡରେ ହଂସିତା ଅଭିଲିପ୍ସାଙ୍କ ଉପରେ ଆୟକର ଟିମ୍ର ରେଡ଼ January 7, 2025 Papirani ରାଜଧାନୀର ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆଜି ଆୟକର ବିଭାଗ ଟିମ୍ ଚଢ଼ଉ କରିଛି । ହଂସିତାଙ୍କର ୧୨ଟି ଠିକଣାରେ ଖୋଲତାଡ଼ କରୁଛି ଆଇଟି ଟିମ୍ । ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ ଆରମ୍ଭ ହୋଇଛି…
ରାଜ୍ୟ ରେଡ୍ ଭୟରେ ବିଜେଡି ନେତା ଫେରାର, ଘରେ ଝୁଲୁଛି ତାଲା May 31, 2024 Nirvay ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବିଜେଡି ନଗର ସଭାପତି ଖଗେଶ୍ୱର ଓ ତାଙ୍କ ପତ୍ନୀଙ୍କର କୌଣସି ପତ୍ତା ମିଳୁନି। ECIଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ବାଡ୍ ଚଢ଼ାଉ ପାଇଁ ପହଞ୍ଚି ବେଳେ ତାଙ୍କ…