Tag: ISRO

Gaganyaan Mission: ଗଗନଯାନ ଅଭିଯାନରେ ବଡ଼ ସଫଳତା; ଆଇଏଡିଟି-୦୨ର ସଫଳ ପରୀକ୍ଷଣ

ଭାରତର ପ୍ରଥମ ମାନବବାହୀ ମହାକାଶ ଅଭିଯାନ ”ଗଗନଯାନ” ଅଭିଯାନରେ ଭାରତକୁ ବଡ଼ ସଫଳତା ମିଳିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ), ଶୁକ୍ରବାର ଦିନ ସତୀଶ ଧୱନ ମହାକାଶ କେନ୍ଦ୍ରରେ ଦ୍ୱିତୀୟ ସମନ୍ୱିତ ଏୟାର ଡ୍ରପ୍ ଟେଷ୍ଟ (ଆଇଏଡିଟି-୦୨) ସଫଳତାପୂର୍ବକ…

ISRO Successfully Launches Anvesha Satellite: ‘ଅନ୍ବେଷା’ ସହ ମହାକାଶକୁ ଗଲା ଓଡ଼ିଶା ନିର୍ମିତ ଉପଗ୍ରହ CGUSAT-1

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (ପିଏସ୍‌ଏଲ୍‌ଭି) ସି୬୨ ମିଶନର ଉତକ୍ଷେପଣ ହୋଇଛି । ଅନ୍ବେଷା ସହ ମହାକାଶକୁ ଗଲା ଓଡ଼ିଶା ନିର୍ମିତ ଉପଗ୍ରହ CGUSAT-1 । ଆନ୍ଧ୍ର ଶ୍ରୀହରିକୋଟାରୁ PSLV-C62 ରକେଟ ଯୋଗେ ଉତ୍‌କ୍ଷେପଣ…

Blue Bird Block2: ମହାକାଶକୁ ଗଲା ବ୍ଲୁ ବର୍ଡ ବ୍ଲକ-2 ସାଟେଲାଇଟ୍

ମହାକାଶରେ ଇତିହାସ ରଚିଲା ଭାରତର ‘ବାହୁବଳୀ’ ରକେଟ୍ । ଇସ୍ରୋର ‘ବାହୁବଳୀ’ ରକେଟ୍, LVM-3, ଆମେରିକୀୟ ଉପଗ୍ରହ ବ୍ଲୁବାର୍ଡ ବ୍ଲକ-୨କୁ ମହାକାଶକୁ ଉତକ୍ଷେପଣ କରିଛି।ଇସ୍ରୋ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହି ମିଶନକୁ ଉତକ୍ଷେପଣ କରିଛି। ସକାଳ ୮ଟା ୫୪ରେ ଉତକ୍ଷେପଣ…

LVM3-M5: ଇତିହାସ ସୃଷ୍ଟି କଲା ଇସ୍ରୋ; ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା LVM3 ଲଞ୍ଚ ଭେହିକଲ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ସୃଷ୍ଟି କଲା ଇତିହାସ। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଉତକ୍ଷେପଣ କରିଛି LVM3 ଲଞ୍ଚ ଭେହିକଲ। LVM3ରେ ପଠାଯାଇଛି Gsat-7RI ଏହି ଉପଗ୍ରହର ସାଂକେତିକ ନାମ ରହିଛି CMS 03…

ISRO: ଇତିହାସ ରଚିବା ଅଭିମୁଖେ ଇସ୍ରୋ: କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଦେଶର ସବୁଠାରୁ ଭାରୀ ଯୋଗାଯୋଗ ଉପଗ୍ରହ ‘CMS-03’ ଉତ୍କ୍ଷେପଣ କରିବାକୁ ପ୍ରସ୍ତୁତ କରିଛି । ଦେଶର ସବୁଠୁ ଶକ୍ତିଶାଳୀ ରକେଟ୍ LVM3-M5 ସହାୟତାରେ ପଠାଯିବ।…

ବିଶ୍ୱର ସବୁଠାରୁ ମହଙ୍ଗା ସାଟେଲାଇଟ୍ ‘ନିସାର’ ଉପଗ୍ରହର ହେଲା ସଫଳ ଉତ୍‌କ୍ଷେପଣ

ପୁଣି ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ର ଶ୍ରୀହରିକୋଟାରୁ ହେଲା ବିଶ୍ୱର ସବୁଠାରୁ ମହଙ୍ଗା ଉପଗ୍ରହ ‘ନିସାର’ର ସଫଳ ଉତ୍‌କ୍ଷେପଣ । ନାସା ସହ ମିଶି ସାଟେଲାଇଟ୍ ପ୍ରସ୍ତୁତ କରିଛି ଇସ୍ରୋ । ଜିଏସ୍‌ଏଲଭି-ଏଫ୍୧୬ ରକେଟ୍‌ ଦ୍ୱାରା ସାଟେଲାଇଟ୍ ‘ନିସାର’ ର…

ପୁଣି ଘୁଞ୍ଚିଲା ସ୍ପେଶ୍‌ ଏକ୍ସର ଆକ୍ସିଅମ୍‌-୪ ମିଶନ୍

ପୁଣି ଘୁଞ୍ଚିଲା ସ୍ପେଶ୍ ମିଶନ୍ ଆକ୍ସିଅମ୍-୪ ମିଶନ । ଫାଲକନ୍ 9 ଲଞ୍ଚ ଯାନକୁ ଯାଞ୍ଚ କରିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା । ପରୀକ୍ଷଣ ସମୟରେ ଲିକୁଇଡ ଅକ୍ସିଜେନ ଲିକେଜ ହେଉଥିବାର ଜଣା ପଡିଥିଲା ବୋଲି ଇସ୍ରୋ…

ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ୧୦୧ତମ ଐତିହାସିକ ପ୍ରକ୍ଷେପଣ ସମୟରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ। ଇସ୍ରୋ ରବିବାର PSLV-C61 ରକେଟ୍ ସାହାଯ୍ୟରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ ଉତ୍କ୍ଷେପଣ କରିପାରିଲା…

ଶହେତମ ଉତ୍‌କ୍ଷେପଣ କରି ଇତିହାସ ରଚିଲା ଇସ୍ରୋ

ପୁଣି ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ସହ ଶତକ ହାସଲ କରିଛି ଇସ୍ରୋ। ଉତ୍‌କ୍ଷେପଣ ହେଲା ନାଭିଗେସନ ସାଟେଲାଇଟ୍ NVS-02 ।ଶ୍ରୀହରିକୋଟାରୁ ସକାଳ ୬ଟା ୨୩ ମିନିଟରେ ସଫଳ ଉତ୍‌କ୍ଷେପଣ କରି ଇତିହାସ ରଚିଲା ଇସ୍ରୋ ।…

ସ୍ପେଡେକ୍ସ ମିଶନରେ ଇସ୍ରୋକୁ ମିଳିଲା ବଡ଼ ସଫଳତା; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମହାକାଶରେ ଇତିହାସ ରଚିଲା ଇସ୍ରୋ । ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ)ର ସଫଳତାର କାହାଣୀରେ ଆଉ ଏକ ସଫଳତାର ପୃଷ୍ଠା ଯୋଡ଼ି ହୋଇଛି । ଇସ୍ରୋର ସ୍ପେଡେକ୍ସ ମିଶନ୍ ସଫଳ ହୋଇଛି । ମହାକାଶରେ ସ୍ପେଶ୍ ଡକିଂ ପ୍ରକ୍ରିୟା ସଫଳ ହୋଇଛି…