ତାଜା ଖବର ଦେଶ ବ୍ୟବସାୟ Premium Petrol Hike: ଆଜିଠୁ ବଢ଼ିଲା ପ୍ରିମିୟମ ପେଟ୍ରୋଲ୍ ଦାମ୍ March 20, 2026 Papirani ଆଜିଠୁ ବଢ଼ିଲା ପ୍ରିମିୟମ ପେଟ୍ରୋଲ୍ ଦାମ୍ । BPCL ସ୍ପିଡ୍, HPCL ପାୱାର, IOCLର ଏକ୍ସପି୯୫ ଦାମ୍ ବଢ଼ିଲା । ୨ ଟଙ୍କା ୯ ପଇସାରୁ ୨ଟା ୩୫ ପଇସା ପର୍ଯ୍ୟନ୍ତ ବଢୁଥିବା ଜଣାପଡିଛି । ୨୦ ମାର୍ଚ୍ଚ ୨୦୨୬ ରୁ…
ଦେଶ ବିଶ୍ୱ ରାଜ୍ୟ Steps To Bring Back Stranded Odias: ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ March 11, 2026 Nirvay ମଧ୍ୟପ୍ରାଚ୍ୟରେ ସମ୍ପ୍ରତି ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଆରୋପ କରି…
ଦେଶ LPG Crisis In India: ରେଲୱେ କ୍ୟାଟରିଂ ୟୁନିଟ୍କୁ ବୈଦ୍ୟୁତିକ ରୋଷେଇ ପଦ୍ଧତି ବ୍ୟବହାର କରିବାକୁ IRCTC ର ନିର୍ଦ୍ଦେଶ March 11, 2026 Nirvay ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ (IRCTC), ରେଳ ଷ୍ଟେସନରେ କାର୍ଯ୍ୟରତ ଖାଦ୍ୟ ବିକ୍ରେତାମାନଙ୍କୁ ନିର୍ଦ୍ଦେଶ ଦେଇଛି ଯେ ଯେଉଁଠାରେ ସମ୍ଭବ ହୁଏ ସେଠାରେ ଇଣ୍ଡକ୍ସନ୍ ଚୁଲା ଏବଂ ମାଇକ୍ରୋୱେଭ୍ ଓଭନ୍ ଭଳି ବୈଦ୍ୟୁତିକ ରୋଷେଇ ପଦ୍ଧତିକୁ ବ୍ୟବହାର କରନ୍ତୁ…
ତାଜା ଖବର ରାଜ୍ୟ Iran-Israel War: ୧୧ଦିନ ପରେ ଯୁଦ୍ଧଗ୍ରସ୍ତ ବାହାରିନରୁ ଫେରିଲେ ଓଡ଼ିଆ ପୁଅ; ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ସିଦ୍ଧାନ୍ତ ମିଶ୍ର March 11, 2026 Papirani ୧୧ଦିନ ଧରି ବାହାରିନରେ ଆତଙ୍କିତ ଅବସ୍ଥାରେ ଥିବା ଓଡ଼ିଆ ପୁଅ ସିଦ୍ଧାନ୍ତ ମିଶ୍ର ବୁଧବାର ଫେରିଛନ୍ତି ଭାରତ। ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ତାଙ୍କ କମ୍ପାନୀ…
ତାଜା ଖବର ବିଶ୍ୱ CBSE Board Exams Postponed: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ; ଦ୍ୱାଦଶ ପରୀକ୍ଷା ବାତିଲ କଲା ବୋର୍ଡ March 7, 2026 Nirvay ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ମାର୍ଚ୍ଚ ୯, ୧୦ ଏବଂ ୧୧ ତାରିଖରେ ହେବାକୁ ଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛି । ସ୍ଥଗିତ ପରୀକ୍ଷା ମାର୍ଚ୍ଚ…
ଦେଶ ବିଶ୍ୱ Shutdown of Hormuz Strait: ଆମେରିକା, ଇସ୍ରାଏଲ୍, ୟୁରୋପ ପାଇଁ ହର୍ମୁଜ ଜଳପଥ ବନ୍ଦ ରହିବା ନେଇ ସ୍ପଷ୍ଟ କଲା ଇରାନ March 5, 2026 Nirvay ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଯୁଦ୍ଧ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ଜଳପଥ ହର୍ମୁଜ ଏକପ୍ରକାର ବନ୍ଦ ହେବା ପରିସ୍ଥିତିକୁ ଚାଲିଆସିଛି । ଇରାନ କହିଛି ଯେ ହର୍ମୁଜ ଜଳପଥ କେବଳ ଆମେରିକା, ଇସ୍ରାଏଲ୍ ଏବଂ ୟୁରୋପ ପାଇଁ ବନ୍ଦ ରହିବ । ସେମାନଙ୍କର…
ଦେଶ ରାଜ୍ୟ ଯୁଦ୍ଧ ପ୍ରଭାବିତ ଇସ୍ରାଏଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ June 24, 2025 Nirvay ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଧୁ’ ଜରିଆରେ ଯୁଦ୍ଧ ପ୍ରଭାବିତ ଇସ୍ରାଏଲରୁ ଓଡ଼ିଆ ଛାତ୍ରଛାତ୍ରୀ ଦିଲ୍ଲୀ ଫେରିଛନ୍ତି । ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଥିବା ପରେ ସେମାନେ ଭାରତ, ଇସ୍ରାଏଲ ଓ…