Tag: India

ପାକିସ୍ତାନ ସହ ଅଏଲ ପାର୍ଟନରସିପ୍ ଡିଲ୍ ଘୋଷଣା କଲେ ଟ୍ରମ୍ପ; ଭାରତୀୟ ଅର୍ଥନୀତିକୁ ‘ଡେଡ’ କହିଲେ

ଏତେ ବଡ ଦେଶ ତେଲ ବିକ୍ରୟ କରିବା କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ତେଲକୁ କେନ୍ଦ୍ର କରି କୌଣସି ଦେଶ ସହ ଶତ୍ରୁତା କରିବାର ମାନେ ହେଉଛି ନିଜ ଅର୍ଥନୀତିକୁ କ୍ଷତି ପହଞ୍ଚାଇବ। । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍…

ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଲେକ୍ଟୋରାଲ କଲେଜ୍‍ ପ୍ରସ୍ତୁତି ଓ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପାଇଁ ପ୍ରକ୍ରିୟା…

ଘୁଞ୍ଚିଲା ଭାରତ ବାଂଲାଦେଶ କ୍ରିକେଟ ସିରିଜ

ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ ସିରିଜ ନେଇ ଥିବା ଦ୍ୱନ୍ଦରେ ଆଜି ପୂର୍ଣ୍ଣଛେଦ ପଡିଛି । ଭାରତ କ୍ରିକେଟ ବୋର୍ଡ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ର ମିଳିତ ସହମତିରେ ପ୍ରାୟ ବର୍ଷେ ଘୁଞ୍ଚିଛି ଭାରତ ବାଂଲାଦେଶ…

ଓଡ଼ିଶା ପାଇଁ ଯାତ୍ରା ସତର୍କତା ନିର୍ଦ୍ଦେଶାବଳୀ ଜାରି କଲା ଆମେରିକା

ଯୌନ ଆକ୍ରମଣ ସମେତ ହିଂସାତ୍ମକ ଅପରାଧ ଏବଂ ଆତଙ୍କବାଦ ବିପଦ ଯୋଗୁଁ ଭାରତ ପାଇଁ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ଭ୍ରମଣ ଚେତାବନୀ। ଯେଉଁଥିରେ ଆମେରିକୀୟ ଯାତ୍ରୀମାନଙ୍କୁ “ବହୁତ ସତର୍କତା ଅବଲମ୍ବନ” କରିବାକୁ କୁହାଯାଇଛି । ଜୁନ୍ ୧୬ତାରିଖରେ…

ମହାକାଶ ଜଗତରେ ନୂଆ ଫର୍ଦ୍ଦ ଯୋଡିବେ ଶୁଭାଂଶୁ ଶୁକ୍ଲା

ମହାକାଶ ଜଗତରେ ନୂଆ ଫର୍ଦ୍ଦ ଯୋଡିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ପ୍ରଥମ ଭାରତୀୟ ଭାବେ ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟର (ଆଇଏସଏସ) ଯିବେ ଶୁଭାଂଶୁ । ସ୍ପେସକୁ ଯିବାରେ ସେ ଦ୍ୱିତୀୟ ଭାରତୀୟ ଭାବେ ପରିଚିତ ହେବେ । ଏହି…

ଭାରତରେ ଏଲନ୍ ମସ୍କଙ୍କ ‘ଷ୍ଟାରଲିଙ୍କ୍’ କୁ ମିଳିଲା ସାଟେଲାଇଟ୍ ଇଣ୍ଟରନେଟ୍ ଲାଇସେନ୍ସ

ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କକୁ ଭାରତର ଦୂରସଂଚାର ମନ୍ତ୍ରଣାଳୟରୁ ଲାଇସେନ୍ସ ମିଳିଛି । ସାଟେଲାଇଟ୍ ଆଧାରିତ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ଦେଶର ଦୂର ଅଞ୍ଚଳରେ ପହଞ୍ଚିପାରିବ । ରିଲାଏନ୍ସ ଓ ଭାରତୀ ଏୟାରଟେଲ୍‌ ପରେ ‘ଷ୍ଟାରଲିଙ୍କ୍’ କୁ ମିଳିଲା ଲାଇସେନ୍ସ…

ଦେଶରେ କାୟା ବିସ୍ତାର କରୁଛି କରୋନା ମହାମାରୀ; ୧୦୦୯ରେ ପହଞ୍ଚିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

ପୁଣି ଦେଶରେ ଆସ୍ତେ ଆସ୍ତେ କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳ ୮ଟା ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ ଟପିଥିବା ନେଇ…

ବିଶ୍ବର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ପାଲଟିଲା ଭାରତ

ବିଶ୍ବର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ପାଲଟିଲା ଭାରତ।ଜାପାନକୁ ଟପି ପଞ୍ଚମରୁ ଚତୁର୍ଥ ବୃହତ୍ ଅର୍ଥନୈତିକ ଦେଶରେ ପରିଣତ ହୋଇଛି। ଆମେରିକା, ଚୀନ, ଜର୍ମାନୀ ପରେ ଏବେ ଭାରତ ୪ର୍ଥ ସ୍ଥାନରେ ରହିଥିବା ନେଇ ଆଜି ସୂଚନା ଦେଇଛନ୍ତି ନୀତି ଆୟୋଗର…

ଭାରତୀୟ ଟେଷ୍ଟ ଟିମ୍ କ୍ୟାପଟେନ ହେଲେ ଶୁବମନ ଗିଲ୍

ଇଂଲଣ୍ଡ ଗସ୍ତ ପାଇଁ ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଚୟନ କମିଟି ଦଳର ନୂତନ ଅଧିନାୟକ ଏବଂ ଉପ-ଅଧିନାୟକଙ୍କୁ ମଧ୍ୟ ଚୟନ କରିଛନ୍ତି । ରୋହିତ ଶର୍ମାଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀରେ ଶୁବମନ…

ପାକିସ୍ତାନ ପାଇଁ ଆକାଶ ସୀମା କଟକଣା ଆଉ ମାସେ ବଢ଼ାଇଲା ଭାରତ

ପାକିସ୍ତାନ ବିରୋଧରେ ଭାରତର ଆଉ ଏକ ବଡ଼ ପଦକ୍ଷେପ । ପାକିସ୍ତାନ ବିମାନ ପାଇଁ NOTAMକୁ ମାସେ ବୃଦ୍ଧି କଲା ଭାରତ । ଜୁନ୍ ୨୩ ଯାଏଁ ପାକିସ୍ତାନୀ ବିମାନ ପାଇଁ ନିଜ ଏୟାରସ୍ପେସ୍ ବନ୍ଦ କଲା ଭାରତ । ଭାରତ…