Tag: Gajapati

2 Schoolgirls Killed: ଆଶ୍ରମ ସ୍କୁଲରେ ଛାତ୍ରୀ ମୃତ୍ୟୁ ଘଟଣାରେ RDC ସ୍ତରୀୟ ତଦନ୍ତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସ୍ଥିତ ରୁବିଡିସିଂ ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ସ୍କୁଲ ଗେଟ୍‌ ପଡିବା ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।…

Assault Of Tibetan Girl In Gajapati: ଗଜପତିରେ ତିବ୍ବତୀୟ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲାରେ ନାବାଳକ ଅଟକ

ଓଡ଼ିଶାର ଗଜପତି ଜିଲ୍ଲା, ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଆଉଟପୋଷ୍ଟ ଅଞ୍ଚଳରେ ଜଣେ ତିବ୍ବତୀୟ ସାତ ବର୍ଷୀୟ ଝିଅ ଉପରେ ଯୌନ ନିର୍ଯାତନା ଅଭିଯୋଗରେ ପୋଲିସ ଜଣେ ନାବାଳକକୁ ଅଟକ ରଖିଛି । ପୀଡିତାଙ୍କ ପରିବାର ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ…

ଗଜପତିରେ ଆଉ ଜଣେ ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁ

ହୋମଗାର୍ଡ ପରୀକ୍ଷାରେ ଆଉ ଏକ ଅଘଟଣ ଘଟିଥିବା ସୂଚନା ମିଳିଛି । ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଆଉ ଜଣେ ଆଶାୟୀଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ହେଲେ ରାୟଗଡ଼ ବ୍ଲକ ନାରାୟଣପୁର ଗାଁର ଦୀପକ ପାଡ଼ାଲ । ଶାରୀରିକ…

ହୋମଗାର୍ଡ ଚାକିରି ଆଶାୟୀ ମୃତ୍ୟୁ; ଦୁଃଖ ପ୍ରକାଶ କରିବା ସହ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଜପତିରେ ହୋମଗାର୍ଡ ପଦବୀରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ସମୟରେ ସୁଲନ୍ତ ମିଶାଲଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ…

ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଯୁବକ ମୃତ; ୭ ଗୁରୁତର

ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଟଳି ପଡ଼ିଲେ ଯୁବକ । ଗଜପତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରାମଗିରି ଥାନା ପରିସଲ ଗାଁର ଲାଦେନ ମିଶାଇ। ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା…

ଅଙ୍ଗନବାଡ଼ି ଛତୁଆ ଖାଇ ୨ ଶିଶୁକନ୍ୟାଙ୍କ ମୃତ୍ୟୁ; ୨ ଗୁରୁତର

ଅଙ୍ଗନବାଡ଼ି ନାଁରେ ଆସିଲା ସାଂଘାତିକ ଅଭିଯୋଗ। ରାମଗିରି ହାଟପଦା ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆ ଖାଇଥିବା ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଛତୁଆ ଖାଇ ୨ ନାବାଳିକା ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ନେଇ ଅଭିଯୋଗ ହୋଇଛି।…

ଗଜପତି ଜିଲ୍ଲା ୫ଟି ସ୍କୁଲ ରେ ପାଣି ଅଭାବ, ଶିକ୍ଷକ ଓ ଛାତ୍ରଛାତ୍ରୀ ହନ୍ତସନ୍ତ – Copy

ଶିକ୍ଷାକୁ ଗୁରୁତ୍ବ ଦେଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିଥିଲେ | ଗତ ସରକାର ୫-ଟି ମାଧ୍ୟମରେ ସ୍କୁଲଗୁଡ଼ି କୁ ରୂପାନ୍ତରୀକରଣ କରି ସ୍ମାର୍ଟସ୍କୁଲ କରିଇଥିଲେ। ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଝାମୀ ଫଚାୟତର…

ଗଜପତି ଜିଲ୍ଲା ୫ଟି ସ୍କୁଲ ରେ ପାଣି ଅଭାବ, ଶିକ୍ଷକ ଓ ଛାତ୍ରଛାତ୍ରୀ ହନ୍ତସନ୍ତ

ଶିକ୍ଷାକୁ ଗୁରୁତ୍ବ ଦେଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିଥିଲେ | ଗତ ସରକାର ୫-ଟି ମାଧ୍ୟମରେ ସ୍କୁଲଗୁଡ଼ି କୁ ରୂପାନ୍ତରୀକରଣ କରି ସ୍ମାର୍ଟସ୍କୁଲ କରିଇଥିଲେ। ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଝାମୀ ଫଚାୟତର…

ସୁଭଦ୍ରା ଆବେଦନ ପାଇଁ ମୋବାଇଲ କିଣିବାକୁ ପତ୍ନୀଙ୍କ ଗହଣା ବନ୍ଧା ରଖିଲେ

ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଓଟିପି ଓ ଆଧାର ଲିଙ୍କ ଆବଶ୍ୟକ ପଡୁଛି। ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଜଣେ ଆଦିବାସୀ ବ୍ୟକ୍ତି ସୁଭଦ୍ରା ଆବେଦନ ପାଇଁ ସ୍ତ୍ରୀଙ୍କ ଗହଣା ବନ୍ଧା ରଖି ମୋବାଇଲ କିଣିଛନ୍ତି। ତେଣୁ ଓଟିପି ପାଇଁ ନୂଆ…