Tag: fire

Kataka Gas Pipeline Fire: କଟକ ସିଡିଏରେ ବଡ଼ ଧରଣର ଅଗ୍ନିକାଣ୍ଡ: ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଲାଗିଲା ଭୟଙ୍କର ନିଆଁ

କଟକ ସହରର CDA ସେକ୍ଟର-୧୦ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିକଟରେ ବିଛାଯାଇଥିବା ମାଟିତଳ ପାଇପ୍ ନାଚୁରାଲ ଗ୍ୟାସ ପାଇପଲାଇନ୍‌ରେ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି। ନିକଟରେ…

Fire Breaks Out in MKCG Medical College: ଏମକେସିଜି ମେଡିକାଲ ଗାଇନୋକୋଲୋଜି ୱାର୍ଡରେ ଅଗ୍ନିକାଣ୍ଡ

ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଏକ ଅଗ୍ନିକାଣ୍ଡ ଘଟିଛି। ବିଭାଗର ଆନେସ୍ଥେଟିଷ୍ଟ ରୁମରେ ଏହି ନିଆଁ ଲାଗିଥିଲା। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଧନଜୀବନ ହାନି ଘଟିନାହିଁ। ସୋର୍ଟ ସର୍କିଟ…

Fire Breaks Out At Milk Factory In Kataka: କଟକରେ ଥିବା ଦୁଗ୍ଧ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ ଦୁଗ୍ଧ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ କାରଖାନାର ଅନେକ ମହଲାରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସୂଚନା ଅନୁସାରେ, ଆଜି ଜଗତପୁର…

Fire Breaks Out at Sreeleathers Showroom: ଭୁବନେଶ୍ବରର ଶ୍ରୀଲେଦର୍ସ ସୋ’ ରୁମରେ ଅଗ୍ନିକାଣ୍ଡ

ଭୁବନେଶ୍ବର ରାଜମହଲ ଛକରେ ଥିବା ଶ୍ରୀଲେଦର୍ସ ସୋ’ ରୁମରେ ଅଗ୍ନିକାଣ୍ଡ। ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ; ଆଜି ଭୋର ୫ଟା ବେଳେ ହଠାତ୍ ଧୂଆଁ ବାହାରିଥିଲା । ଅଗ୍ନିକାଣ୍ଡର ସନ୍ଦେହ ହେବା ପରେ ତୁରନ୍ତ…

Woman Sets Self On Fire: ବ୍ରହ୍ମପୁରରେ ଅଘଟଣ; କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ

ବ୍ରହ୍ମପୁରର ବଡ଼ବଜାର ଥାନା ସୀମା ଅନ୍ତର୍ଗତ ଶାନ୍ତିନଗର ଲେନ୍-୫ରେ ଆଜି ଜଣେ ଯୁବତୀ ନିଜ ଉପରେ କିରୋସିନ ଢାଳି ଆତ୍ମାହୁତି ଦେଇଛନ୍ତି ।ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ କାହିଁକି ନିଜକୁ ଜାଳିଲେ କାରଣ…

Massive Fire at Market Building: ଭୁବନେଶ୍ବର ମାର୍କେଟ ବିଲଡିଂରେ ଅଗ୍ନିକାଣ୍ଡ; ଜଳିଗଲା ୧୫ରୁ ଅଧିକ ଦୋକାନ

ଭୁବନେଶ୍ବର ମାର୍କେଟ ବିଲଡିଂରେ ପୁଣି ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ୧୫ରୁ ଅଧିକ ଦୋକାନ । ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଛି। ଏହି ଘଟଣାରେ ଲକ୍ଷ ଲକ୍ଷ…

Lucknow Coaching Centre Fire: ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ: ୧୪ ମୃତ

ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ଭୟଙ୍କର ଅଗ୍ନିକାଣ୍ଡରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଭିତରେ ଫସି ରହିଥିବା ଅନେକ ପିଲା ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରଥମ…

Bihar Passanger Train Fire: ପାସେଞ୍ଜର ଟ୍ରେନର ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିହାର ସାସାରାମ-ପାଟନା ପାସେଞ୍ଜର ଟ୍ରେନରେ ନିଆଁ। ବିହାର ରୋହତାସ ଜିଲ୍ଲାର ସାସାରାମ ରେଳ ଷ୍ଟେସନ୍ ରେ ସାସାରାମ-ପାଟନା ପାସେଞ୍ଜର ରେଳ ଷ୍ଟେସନରେ ଅଟକି ରହିଥିବା ବେଳେ ହଠାତ୍ ନିଆଁ ଲଗିଯାଇଥିଲା । ଘଟଣାର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି…

Delhi’s Vivek Vihar Building Fire: ଦିଲ୍ଲୀର ବିବେକ ବିହାରରେ ଅଗ୍ନିକାଣ୍ଡ; ନଅ ମୃତ

ଦିଲ୍ଲୀର ଶାହଦରାର ବିବେକ ବିହାରରେ ଏକ ଚାରି ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟି ନଅ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ନିଆଁ ଲିଭାଇବା ପାଇଁ ଅନେକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି।…

Blast Triggers Fire in Railway Grid: ରେଲୱେ ଗ୍ରୀଡରେ ବଡଧରଣର ବ୍ଲାଷ୍ଟ

ରେଲୱେ ଗ୍ରୀଡ୍ ବଡଧରଣର ବ୍ଲାଷ୍ଟ ହୋଇଥିଲା । ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ନିକଟରେ ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍। ସୋମବାର ବିଳମ୍ବିତ ରାତିରେ ହଠାତ ବିସ୍ଫୋରଣ ହୋଇଥିଲା । ରେଲୱେ ଗ୍ରୀଡରେ ନିଆଁ ଲାଗିଥିବା ଦେଖି ତୁରନ୍ତ ଚାନ୍ଦିପୋଷ ଅଗ୍ନିଶମ…