ତାଜା ଖବର ରାଜନୀତି ରାଜ୍ୟ ନିଜ ଭୁଲର ପ୍ରାୟଶ୍ଚିତ ପାଇଁ ୩ ଦିନ ଉପବାସ କରିବେ ସମ୍ବିତ ପାତ୍ର May 21, 2024 Papirani ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ପ୍ରାର୍ଥୀ ବିଜେପି ସମ୍ବିତ ପାତ୍ର । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ରଖିଛନ୍ତି ପୁରୀ ବିଜେପି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ଓଡ଼ିଶାର ୪ଟି ସ୍ଥାନରେ ପ୍ରଚାର କରିବେ ଗୃହମନ୍ତ୍ରୀ ଅମିତ ଶାହା May 21, 2024 Papirani ବିଜେପି ଫୋକସରେ ଏବେ ଓଡ଼ିଶା ରହିଥିବା ବେଳେ ଜଣକ ପରେ ଜଣେ ବିଜେପିର ହେବିୱେଟ କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସି ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି । ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି…
ତାଜା ଖବର ରାଜନୀତି ରାଜ୍ୟ ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ସୋ’ May 20, 2024 Papirani ଦ୍ୱିତୀୟ ଥର ପାଇଁ ଆଜି ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ସୋ’ କରିଛନ୍ତି । ଭୁବନେଶ୍ୱର ରାଜରାସ୍ଥା ପାଲଟିଲା ଜନ ସମୁଦ୍ର। ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ଶୋ’ରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ନବୀନ ପଟ୍ଟନାୟକ ରାଜଧାନୀର ପଳାଶପଲ୍ଲୀରୁ…
ରାଜନୀତି ରାଜ୍ୟ ହିଞ୍ଜିଳି ଓ କଣ୍ଟାବାଞ୍ଜି ରେ ଆଜି ନବୀନ ପଟ୍ଟନାୟକଙ୍କ ଭାଗ୍ୟ ପରୀକ୍ଷା May 20, 2024 Nirvay ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ୁଥିବା ହିଞ୍ଜିଳି ଓ କଣ୍ଟାବାଞ୍ଚି ଆସନରେ ବି ମତଦାନ ହେଉଛି। ଷଷ୍ଠ ଥର ବିଜେଡି ବିଜୟୀ ହୋଇ ରେକର୍ଡ଼ କରିବ ବୋଲି ଆଶାବାଦୀ ରହିଥିବା ବେଳେ ଦଳର…
ରାଜନୀତି ରାଜ୍ୟ ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୮.୯୫% ମତ ସାବ୍ୟସ୍ତ ହୋଇଛି May 20, 2024 Nirvay ଆଜି ରାଜ୍ୟରେ ଦିନ ୩ ଟା ସୁଦ୍ଧା ମୋଟ ୪୮.୯୫% ମତଦାନ ହୋଇଥିବା ବେଳେ ଆଗରେ ଅଛି ବରଗଡ଼। ବରଗଡ଼ ସଂସଦୀୟ କ୍ଷେତ୍ରରେ ୫୩.୮୮% ମତଦାନ ହୋଇଥିବା ବେଳେ ଆସ୍କାରେ ୪୬.୨୩%, କନ୍ଧମାଳ୪୮.୯୩%, ବଲାଙ୍ଗୀରରେ ୪୬.୯୬% ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ…
ରାଜନୀତି ରାଜ୍ୟ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଅପରାହ୍ନ ୧ଟା ସୁଦ୍ଧା ଓଡ଼ିଶାରେ ହୋଇଛି ୩୫.୩୧ ପ୍ରତିଶତ ମତଦାନ May 20, 2024 Papirani ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ୩୫.୩୧…
ରାଜନୀତି ରାଜ୍ୟ ରତ୍ନଭଣ୍ଡାର ଚାବି ଯାଇ ତାମିଲନାଡୁରେ : ନରେନ୍ଦ୍ର ମୋଦି May 20, 2024 Nirvay କଟକ ନିର୍ବାଚନୀ ସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନସଭାକୁ ସମ୍ବୋଧିତ କରିବା ସହ ବିଜେଡି ସରକାରଙ୍କ ଭବିଷ୍ୟତ ବାଣୀ କରିଛନ୍ତି ମୋଦୀ। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି।ମୋଦୀ କହିଛନ୍ତି, କଟକ ଆଧୁନିକ ଶିକ୍ଷାର ନଗରୀ,…
ତାଜା ଖବର ଦେଶ ରାଜନୀତି ରାଜ୍ୟ ମାହାଙ୍ଗା ଆସିବେ ଯୋଗୀ ଆଦିତ୍ୟନାଥ May 20, 2024 Papirani ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରଚାର । ନିଜ ଦଳ ପାଇଁ ପ୍ରଚାର କରିବାକୁ ଆଗେଇଲଣି ହେବିୱେଟ ନେତା। ଚଳିତବର୍ଷ ନିର୍ବାଚନ ପ୍ରଚାର କରିବା ପାଇଁ ଓଡ଼ିଶା ଆସୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଡ଼ିଶା ଆସି କେନ୍ଦ୍ରାପଡା ଲୋକସଭା…
ରାଜନୀତି ରାଜ୍ୟ ଦିନ ୧୧ଟା ସୁଦ୍ଧା ଓଡିଶାରେ ହୋଇଛି ୨୧.୦୭% ମତଦାନ May 20, 2024 Papirani ଆଜି ଭୋଟ ଦେଉଛି ଓଡିଶା । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ ହୋଇଛି । ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ୨୨.୧୯ ପ୍ରତିଶତ, ବରଗଡ ଲୋକସଭା କ୍ଷେତ୍ରରେ ୨୨.୯୫ପ୍ରତିଶତ, ଆସିକା ଲୋକସଭାରେ ୨୧.୫୩ ପ୍ରତିଶତ, ବଲାଙ୍ଗୀର ଲୋକସଭାରେ ୧୭.୯୦ ପ୍ରତିଶତ,…
ବ୍ୟବସାୟ ଏଥର ଓଡ଼ିଶାରେ ବିଜେଡି ସରକାର ଯିବା ଥୟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି May 20, 2024 Papirani ପୁରୀରେ ରୋଡ ଶୋ’ ପରେ ଅନୁଗୋଳରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟ ଜଗନ୍ନାଥ, ଏଠି ଉପସ୍ଥିତ ମୋର ଭାଇଭଉଣୀମାନଙ୍କୁ ମୋର ନମସ୍କାର ଓ ଜୁହାର। ଏଭଳି ଓଡ଼ିଆ ଭାଷାରେ କହି ନିଜର ଭାଷଣ ଆରମ୍ଭ କରିଥିଲେ…