ତାଜା ଖବର ଦେଶ ଭୂକମ୍ପରେ ଥରିଲା ମିଆଁମାରା; ଥାଇଲାଣ୍ଡରେ ଏମରଜେନ୍ସି ଘୋଷଣା କଲେ ସରକାର March 28, 2025 Papirani ଭୟଙ୍କର ଭୂକମ୍ପରେ ଥରିଉଠିଲା ମିଆଁମାରା । ମିଆଁମାରରେ ଲଗାତାର ୨ଟି ଭୁକମ୍ପ ହୋଇଥିବା ବେଳେ ଏହାର ତୀବ୍ରତା ୭.୭ ଏବଂ ୭.୨ ରହିଥିଲା, ଯାହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହା ସହ ଅନେକ ମୃତାହତ ହୋଇଥିବା ଜଣାପଡ଼ିଛି ।ବିଭିନ୍ନ ସ୍ଥାନରେ…
ତାଜା ଖବର ଦେଶ ଆସାମରେ ଭୂମିକମ୍ପ ଝଟକା February 27, 2025 Papirani ଦେଶରେ କ୍ରମାଗତଭାବେ କିଛି ଦିନ ହେବ ଭୂକମ୍ପ ଝଟକା ଅନୁଭୂତ ହେଉଛି। ବିଳମ୍ବିତ ରାତିରେ ଆସାମରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଆସାମର ମୋରିଗାଓଁ ଜିଲ୍ଲାରେ ଆଜି ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଗୁରୁବାର ରାତି ୨ଟା ୨୫…
ତାଜା ଖବର ରାଜ୍ୟ ଓଡିଶାରେ ଭୂମିକମ୍ପ ଝଟକା February 25, 2025 Papirani ଓଡ଼ିଶାରେ ଅନୁଭୂତ ହେଲା ମୃଦୁ ଭୂମିକମ୍ପର ଝଟକା । ରାଜ୍ୟର ବିଭିନ୍ନ ସ୍ଥାନରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଭୁବନେଶ୍ୱର, ପାରାଦ୍ୱୀପ ଓ ବାଲେଶ୍ୱର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଆଜି ସକାଳ ୬.୧୦ ମିନିଟ ସମୟରେ…
ତାଜା ଖବର ଦେଶ ହିମାଚଳ ପ୍ରଦେଶରେ ଭୂମିକମ୍ପ ଝଟକା February 23, 2025 Papirani ଗତ କିଛି ଦିନ ହେବ ଭାରତର ବିଭିନ୍ନ ସ୍ଥାନରେ ଲଗାତାର ଭୂମିକମ୍ପ ଅନୁଭୂତ ହେଉଛି । ଆଜି ହିମାଚଳ ପ୍ରଦେଶ ମଣ୍ଡିରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶର ମଣ୍ଡିରେ ରବିବାର ସକାଳ ୮ଟା ୪୨ମିନିଟରେ ଭୂମିକମ୍ପ ଝଟକା…
ତାଜା ଖବର ଦେଶ ଭୂମିକମ୍ପରେ ଥରିଲା ଦିଲ୍ଲୀ-ଏନସିଆର; ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪.୦ February 17, 2025 Papirani ଦିଲ୍ଲୀ-ଏନସିଆରରେ ଆଜି ସକାଳୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସକାଳ ପ୍ରାୟ ୫.୩୬ ମିନିଟରେ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ଜାତୀୟ ଭୂମିକମ୍ପ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ରହିଥିଲା। ଭୂମିକମ୍ପ ଏତେ ଶକ୍ତିଶାଳୀ…
ତାଜା ଖବର ଦେଶ ନେପାଳ ସୀମାରେ ତିବ୍ବତରେ ଭୂମିକମ୍ପ; ୫୦ରୁ ଉର୍ଦ୍ଧ୍ବ ମୃତ January 7, 2025 Papirani ନେପାଳ ସୀମାନ୍ତ ତିବ୍ବତରେ ଆଜି ସକାଳୁ ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ତିବ୍ବତର ଶିଗାତ୍ସେ ସହରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର୍ ସ୍କେଲରେ ୭.୧ ରହିଛି । ନେପାଳ ସୀମା ଓ ତିବ୍ଦତରେ…
ତାଜା ଖବର ରାଜ୍ୟ ରାଜଧାନୀରେ ଅନୁଭୂତ ହେଲା ମୃଦୁ ଭୂମିକମ୍ପ ଝଟ୍କା ! November 3, 2024 Papirani ଆଜି ରାଜଧାନୀ ଭୁବନେଶ୍ୱରରେ ଅନୁଭୂତ ହୋଇଛି ମୃଦୁ ଭୂମିକମ୍ପ । ସକାଳ ୭ଟା ୧୫ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ୨ରୁ ୩ ସେକେଣ୍ଡ ପାଇଁ ଭୂମିକମ୍ପ ହୋଇଥିବା ସୂଚନା ରହିଥିବା ବେଳେ ଏହା…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାର ୧୪ ଟି ଜିଲ୍ଲାକୁ ଜୋନ-୩ ଭୂକମ୍ପ ଭୟ August 22, 2024 Papirani ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ ଗଜପତିରେ ୧୨୯ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ରହିଥିବା ବେଳେ ରାଜ୍ୟରେ ୧୪ ଟି…
ତାଜା ଖବର ବିଶ୍ୱ ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ; ସୁନାମୀ ପାଇଁ ସତର୍କ August 8, 2024 Papirani ଆଜି ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନର ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶୁ ଦ୍ୱୀପ ଓ ଶିକୋକୁରେ ଆଜି ଦୁଇଟି ବଡ଼ ଧରଣର ଭୂମିକମ୍ପ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ଯଥାକ୍ରମେ…