Tag: Donald Trump

PM Modi thanks Trump: ମୋଦିଙ୍କୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫୋନ୍‌ କଲ୍, ଦୀପାବଳିର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫୋନ୍‌ କଲ୍ । ଏ ନେଇ ଏକ୍ସ ହ୍ୟାଣ୍ଡେଲ୍‌ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଦୀପାବଳି ଶୁଭେଚ୍ଛା ପାଇଁ ଟ୍ରମ୍ପ୍‌ଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ । ଦୀପାବଳିର ବିଶେଷ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

‘No Kings’ protests against Trump: ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ବଡ଼ ବିକ୍ଷୋଭ

ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ବଡ଼ ବିକ୍ଷୋଭ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକାର ସବୁ ରାଜ୍ୟରେ ଏପରି ରାଲି ଓ ଶୋଭାଯାତ୍ରା ହୋଇଛି । ସମଗ୍ର ଆମେରିକାର ୨ ହଜାର ୭୦୦ଟି ସ୍ଥାନରେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ମୋଦୀଙ୍କ ପ୍ରଶଂସା କଲେ ଟ୍ରମ୍ପ୍‌

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ । ଐତିହାସିକ ଗାଜା ଶାନ୍ତି ଚୁକ୍ତି ସ୍ବାକ୍ଷର ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୂରି ଭୂରି ପ୍ରଶଂସା କଲେ ରାଷ୍ଟ୍ରପତି ଟ୍ରମ୍ପ୍‌ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସାମ୍ନାରେ ମୋଦିଙ୍କ ପ୍ରଶଂସା…

ଚୀନ ଉପରେ ଆମେରିକାର ୧୦୦% ଅତିରିକ୍ତ ଟାରିଫ ଘୋଷଣା

ଚୀନ ଉପରେ ଆମେରିକାର ୧୦୦ ପ୍ରତିଶତ ଅତିରିକ୍ତ ଟାରିଫ ଘୋଷଣା । ନଭେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ । ଏ ନେଇ ସୋସିଆଲ ମିଡିଆ ପ୍ଲାର୍ଟଫର୍ମରେ ସୂଚନା ଦେଲେ ଟ୍ରମ୍ପ । ଜିନ୍‌ପିଙ୍ଗଙ୍କ ସହ କଥାବାର୍ତ୍ତା ବନ୍ଦ…

ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବେ କହିଲେ ଟ୍ରମ୍ପ; ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଇଲେ ମୋଦି

ଭାରତ-ଆମେରିକା ସଂପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ବୟାନ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସ୍ଵତନ୍ତ୍ର କହିଛନ୍ତି ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଯେ ଭାରତ ରୁଷରୁ ବିପୁଳ ପରିମାଣରେ ତେଲ କିଣିବା…

ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ଯୁଦ୍ଧବିରତି ପାଇଁ ହୋଇପାରିଲା ନାହିଁ ସହମତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧବିରତି ଉପରେ ଆଲାସ୍କାରେ ଆଲୋଚନା କରିଛନ୍ତି । ପ୍ରାୟ ୩ ଘଣ୍ଟା ଧରି ଉଭୟ ନେତାଙ୍କ ମଧ୍ୟରେ ଏହି ଶୀର୍ଷ ବୈଠକ ଚାଲିଥିଲା । କଥାବାର୍ତ୍ତା ସକାରାତ୍ମକ…

ଟାରିଫ୍ ବିବାଦ ମଧ୍ୟରେ ମୋଦିଙ୍କ କଡ଼ା ବାର୍ତ୍ତା; ଚାଷୀଙ୍କ ସ୍ବାର୍ଥ ସହ କେବେ ସାଲିସ୍‌ କରାଯିବ ନାହିଁ

ଟାରିଫ୍ ବିବାଦ ମଧ୍ୟରେ ପରୋକ୍ଷରେ ଟ୍ରମ୍ପ୍‌ଙ୍କୁ ମୋଦିଙ୍କ କଡ଼ା ବାର୍ତ୍ତା । ଦିଲ୍ଲୀରେ ସ୍ବାମୀନାଥନ ଶତାବ୍ଦୀ ସମାରୋହ ଉତ୍ସବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ପ୍ରତି ଶୁଳ୍କ ଧମକର କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ…

ଭାରତ ଉପରେ ଆଉ ୨୫% ଟାରିଫ ବୃଦ୍ଧି କଲା ଆମେରିକା

ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ଏକ ବଡ଼ ଝଟକା ଲାଗିଛି । ପୂର୍ବରୁ ଆମେରିକା ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ କରିଥିବାବେଳେ ଆଜି ପୁଣି ୨୫% ଟାରିଫ୍ ଲଗାଇଛି ଆମେରିକା । ଏହାକୁ ମିଶାଇ…

ଭାରତ ଉପରେ ପୁଣି ଟାରିଫ୍‌ ବଢ଼ାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା

ଭାରତ ଉପରେ ୨୫% ଟାରିଫ୍‌ ଲଗାଇବା ପରେ ଅତିରିକ୍ତ ଟାରିଫ ଲଗାଇପାରେ ଆମେରିକା । CNBC ସହିତ ସାକ୍ଷାତକାର ସମୟରେ ଟ୍ରମ୍ପ କହିଛନ୍ତି ଯେ ଭାରତ ଭଲ ବ୍ୟବସାୟିକ ପାର୍ଟନର ନୁହେଁ । ଏହା ସହିତ ସେ ଚେତାବନୀ ଦେଇଛନ୍ତି ଯେ…

ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି; ସପ୍ତାହେ ପାଇଁ ସ୍ଥଗିତ ହେଲା ଟ୍ରମ୍ପଙ୍କ ଟାରିଫ୍ ପ୍ଲାନ୍

୭ ଦିନ ପାଇଁ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି । ଆମେରିକାର ୨୫ ପ୍ରତିଶତ ଟାରିଫ୍ ପ୍ଲାନ୍ ଏକ ସପ୍ତାହ ପାଇଁ ଘୁଞ୍ଚିଲା । ଆଜି ଲାଗୁହେବାକୁ ଥିବା ଟାରିଫ୍ ପ୍ଲାନ୍ ଆସନ୍ତା ଅଗଷ୍ଟ ୭ ତାରିଖରୁ ଲାଗୁ…