ତାଜା ଖବର ରାଜନୀତି ରାଜ୍ୟ Manmohan Samal Extends Festive Wishes on Kali Puja & Diwali: ପବିତ୍ର ଦୀପାବଳି ଓ କାଳୀପୂଜା ଅବସରରେ ରାଜ୍ୟବାସୀଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଶୁଭେଚ୍ଛା November 7, 2026 Papirani ପବିତ୍ର ଦୀପାବଳି ଏବଂ କାଳୀପୂଜା ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆଲୋକର ମହାପର୍ବ ଦୀପାବଳି ଆମ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର କରି ଜ୍ଞାନ, ପ୍ରଗତି ଏବଂ ସମୃଦ୍ଧିର ନୂତନ…