ରାଜନୀତି ରାଜ୍ୟ Controversy In Derabish: ଭାଜପା ନେତା ଉମାକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବେ କି ମୁଖ୍ୟମନ୍ତ୍ରୀ ? August 17, 2026 Papirani ସରକାର ଭାରତୀୟ ଜନତା ପାର୍ଟିର। ମୁଖ୍ୟମନ୍ତ୍ରୀ ସ୍ୱାଭାବିକ ଭାବେ ଭାଜପାର। କୌଣସି ଅଧିକାରୀଙ୍କ ବିରୋଧରେ ଶାସକ ଦଳର କୁଜି କିମ୍ବା ବଡ଼ ନେତା ପର୍ଯ୍ୟନ୍ତ ଯଦି କାହାର କିଛି ଅଭିଯୋଗ ଥାଏ, ତେବେ ଏବାବଦରେ ନିଜ ଦଳର ସରକାରଙ୍କ ଦୃଷ୍ଟି ଆକର୍ଷଣ…