ତାଜା ଖବର ରାଜ୍ୟ Deepotsav Celebrations in Ayodhya: ଅଯୋଧ୍ୟାରେ ଦୀପୋତ୍ସବ, ଜଳିଲା ୩୦ ଲକ୍ଷ ଦୀପ November 7, 2026 Nirvay ରାମ ନଗରୀ ଅଯୋଧ୍ୟାରେ ଭବ୍ୟ ଓ ଦିବ୍ୟ ଆୟୋଜନ ସହ ଦୀପୋତ୍ସବ ପାଳିତ ହୋଇଛି । ଏହି ଅବସରରେ ରାମ କି ପୈଣ୍ଡିରେ ୩୦ ଲକ୍ଷ ଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ସରଯୂ ନଦୀର ୫୬ଟି ଘାଟ ଆଲୋକମାଳାରେ ଝଲସି ଉଠିଥିଲା…