ରାଜ୍ୟ ରେଭେନ୍ସା ବାଳିକା ବିଦ୍ୟାଳୟର ହେବ ପୁନଃ ବିକାଶ; ୮୬.୯୧ କୋଟି ଟଙ୍କା ମଞ୍ଜୁର କଲା ଶିକ୍ଷା ମନ୍ତ୍ରଣାଳୟ January 27, 2025 Nirvay କଟକର ଅନ୍ୟତମ ପୁରାତନ ସ୍କୁଲ ତଥା ନାରୀ ଶିକ୍ଷାର ଅଗ୍ରଣୀ ଅନୁଷ୍ଠାନ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ପୁନଃ ବିକାଶ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଶିକ୍ଷା ମନ୍ତ୍ରଣାଳୟର ‘ଷ୍ଟାର୍ସ ‘ପ୍ରକଳ୍ପ ଅଧୀନରେ ୨୦୨୪-୨୫ ବର୍ଷ ପାଇଁ…
ତାଜା ଖବର ରାଜ୍ୟ ପ୍ୟାରେଡ୍ ଯିବା ସମୟରେ ଓଲଟିଲା ସ୍କୁଲ ପିଲା ଥିବା ପିକଅପ୍ ଭ୍ୟାନ୍: ଜଣେ ମୃତ, ୫ ଲକ୍ଷ ସହାୟତା ରାଶି ଘୋଷଣା January 26, 2025 Papirani ପ୍ୟାରେଡ୍ ପୂର୍ବରୁ ଅଘଟଣ । ସ୍କୁଲରୁ ପିଲାଙ୍କୁ ନେଇ ସରଣ୍ଡା ପ୍ୟାରେଡ୍ ଗ୍ରାଉଣ୍ଡକୁ ଯିବାବେଳେ ଓଲଟିଲା ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ । ଆଠଗଡ଼ ସୁବର୍ଣ୍ଣପୁର ଫାଣ୍ଡି ନିକଟସ୍ଥ ଅଂଶୁପା ରାସ୍ତା ଖନ୍ଦକ ବ୍ରିଜ ନିକଟରେ ଏହି ଦୁର୍ଘଟଣା…
ତାଜା ଖବର ରାଜ୍ୟ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥଳୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ January 23, 2025 Papirani ପବିତ୍ର ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳୀରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ…
ଖେଳ ରାଜ୍ୟ ଏଥର ବାରବାଟୀ ଷ୍ଟାଡିୟମରେ ହେବନି ସାଧାରଣତନ୍ତ୍ର ଦିବସ January 7, 2025 Nirvay ଏଥର କଟକ ବାରବାଟୀ ଷ୍ଟାଡିୟମରେ ହେବନି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ବି ଶିନ୍ଦେ ସୂଚନା ଦେଇଛନ୍ତି । ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ହେବାକୁ ଥିବାରୁ ବାରବାଟୀ ଷ୍ଟାଡିୟମ ପରିବର୍ତ୍ତେ ଏଥର ବିଡ଼ାନାସି…
ତାଜା ଖବର ରାଜ୍ୟ ଭଙ୍ଗାଯିବ ବେଆଇନ ଘର: କଟକ ଜିଲ୍ଲାପାଳ December 27, 2024 Papirani ଭଙ୍ଗାଯିବ ବେଆଇନ ଘର । ବେଆଇନ ଘର ହୋଇଥିଲେ ଭଙ୍ଗାଯିବ କହିଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ। ସେ କହିଛନ୍ତି କଟକ ଧବଳେଶ୍ୱରରେ ସରକାରୀ ଜମି ବିକ୍ରିର ଯାଞ୍ଚ ହେବ। ଘଟଣାସ୍ଥଳକୁ ଅଧିକାରୀ ଯାଇ ଯାଞ୍ଚ କରିବେ ।…
ତାଜା ଖବର ରାଜ୍ୟ କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ଆଉ ଦୁଇଟି ବ୍ରିଜ December 23, 2024 Papirani କାଠଯୋଡ଼ି ନଦୀ ଉପରେ ଆଉ ଦୁଇଟି ବ୍ରିଜ ନିର୍ମାଣ କରିବେ ରାଜ୍ୟ ସରକାର । ଜୁଡ଼ିସିଆଲ ଏକାଡେମୀରୁ ତ୍ରିଶୁଳିଆ ଛକ ଯାଏଁ ଆଉ ଏକ ବ୍ରିଜ ନିର୍ମାଣ ହେବ। ଏନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି…
ତାଜା ଖବର ରାଜ୍ୟ କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦ୍ଘାଟନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ December 7, 2024 Papirani ରେଳବାଇ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦ୍ଘାଟନ କରି ଅମୃତ ଷ୍ଟେସନ୍ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶରେ ଏକ…
ରାଜ୍ୟ କଟକ ସହରର ସମସ୍ୟା ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କ ଉଦବେଗ ପ୍ରକାଶ November 28, 2024 Nirvay ସହରରେ ମଶା ପାଦୁର୍ଭାବ୍ୟ ବିସ୍ତାରକୁ ରୋକିବା ପାଇଁ କଟକ ମୁନିସିପାଲିଟି କର୍ପୋରେସନ୍ (ସିଏମସି) ର ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାରେ ସ୍ପଷ୍ଟ ବିଫଳତା ଉପରେ ଓଡ଼ିଶା ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ୍ ଏସ. କେ. ସାହୁ ଏବଂ ଜଷ୍ଟିସ୍ ଭି.…
ତାଜା ଖବର ରାଜ୍ୟ କଟକରେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ; ଆଇସିୟୁରେ ଭର୍ତ୍ତି November 20, 2024 Papirani କଟକରେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ପୀଡିତା ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟକର ଶିଶୁ ଭବନର ଆଇସିୟୁରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି । ବାରଙ୍ଗ ତ୍ରିଶୁଳିଆରୁ ଆସିଛି…
ରାଜ୍ୟ ଐତିହାସିକ ବାଲିଯାତ୍ରା ଅବଧି ଆଉ ଏକ ଦିନ ବୃଦ୍ଧି : ମୁଖ୍ୟମନ୍ତ୍ରୀ November 19, 2024 Nirvay ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଐତିହାସିକ ବାଲି ଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲି ଯାତ୍ରାର ଅବଧିକୁ ଆଉ ଗୋଟିଏ…