Tag: Curfew

ବାଲେଶ୍ବରରେ କର୍ଫ୍ୟୁ ଖବର ମିଛ: ଏସ୍‌ପି

ବାଲେଶ୍ବରରେ କର୍ଫ୍ୟୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଖବର ମିଛ ବୋଲି ସୂଚନା ଦେଲେ ବାଲେଶ୍ବର ଏସ୍‌ପି। ସେ କହିଛନ୍ତି କିଛି ଗଣମାଧ୍ୟମରେ ରାତ୍ରକାଳୀନ କର୍ଫ୍ୟୁ ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ବାଲେଶ୍ବରରେ କୌଣସି ନାଇଟ କର୍ଫ୍ୟୁ…

କଟକରୁ ହଟିଲା କର୍ଫ୍ୟୁ

କଟକରୁ ହଟିଲା କର୍ଫ୍ୟୁ। କର୍ଫ୍ୟୁ କଟକଣା ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ସେ କହିଛନ୍ତି ଏବେ ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୋଲିସ ମୁତୟନ କରାଯାଇଛି। କର୍ଫ୍ୟୁ ସମୟରେ କୌଣସି…

କଟକରେ ସ୍ଥିତି ସ୍ବାଭାବିକ; କୋହଳ ହେଲା କର୍ଫ୍ୟୁ କଟକଣା

କଟକ ସହରରେ କୋହଳ ହେଲା କର୍ଫ୍ୟୁ କଟକଣା । କର୍ଫ୍ୟୁ ଅବଧି ବୃଦ୍ଧି ନିର୍ଦ୍ଦେଶନାମା ନ ଆସିବାରୁ କଟକଣା କୋହଳ କରାଯାଇଛି । ସହରରେ ସ୍ଥିତି ସ୍ବାଭାବିକ ଥିବାରୁ କର୍ଫ୍ୟୁ କଟକଣାକୁ କୋହଳ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଆସିନଥିବାରୁ କର୍ଫ୍ୟୁ…

ଅକ୍ଟୋବର ୨୧ ଯାଏଁ ବାଲେଶ୍ୱର ସହରରେ ଲାଗିଲା କର୍ଫ୍ୟୁ

କଟକ ପରେ ବାଲେଶ୍ୱର ସହରରେ ଲାଗିଲା କର୍ଫ୍ୟୁ । ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବାଲେଶ୍ବର ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଆସନ୍ତା ୨୧ ତାରିଖ ଯାଏଁ ବାଲେଶ୍ବର ସହରରେ ରାତ୍ରିକାଳୀନ କଟକଣା ଲଗାଯାଇଛି । ଏହା ରାତି ୧୦ଟାରୁ ସକାଳ…

କଟକ ଭସାଣି ସମୟରେ ଅଶାନ୍ତି ଘଟଣା: ୮ ଗିରଫ

କଟକ ଦଶହରା ସମୟରେ ଦୁର୍ଗାପୂଜା ମେଢ଼ ଭସାଣ ବେଳେ କଟକ ସହରରେ ଆରମ୍ଭ ହୋଇଥିବା ଉତ୍ତେଜନା ଘଟଣାରେ ୮ ଜଣ ଗିରଫ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ । ସେ କହିଛନ୍ତି କଟକ ସହରରେ…

କଟକରେ ଇଣ୍ଟରନେଟ୍ ସେବା ବନ୍ଦ ହେବା ପରେ ୩୬ ଘଣ୍ଟା ପାଇଁ ଲାଗୁ ହେଲା କର୍ଫ୍ୟୁ

କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ । ଏ ନେଇ ସୂଚନା ଦେଉଛନ୍ତି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ । ଆଜି ରାତି ୧୦ଟାରୁ…

ନେପାଳରେ ବଢ଼ିଲା କର୍ଫ୍ୟୁ

ନେପାଳରେ ବଢ଼ିଲା କର୍ଫ୍ୟୁ। ସ୍ଥିତି ସୁଧୁରୁଥିବା ସତ୍ତ୍ବେ ନେପାଳରେ ବଢ଼ିଲା କର୍ଫ୍ୟୁ । କାଠମାଣ୍ଡୁ, ଲଲିତପୁର, ଭକ୍ତପୁର ଜିଲ୍ଲାରେ ବଢ଼ିଲା କର୍ଫ୍ୟୁ । କାଲି ସକାଳ ୬ଟା ଯାଏଁ କର୍ଫ୍ୟୁ ବଢ଼ାଇଲା ନେପାଳ ସେନା । ଗହଳି ନ କରି ଛୋଟ…

ବାଲେଶ୍ୱର ସହରରେ ଆହୁରି କୋହଳ ହେଲା କର୍ଫ୍ୟୁ କଟକଣା

ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ବାଲେଶ୍ବର ସହର ଅଶାନ୍ତ ଥିବା ବେଳେ ଧୀରେ ଧୀରେ ଶାନ୍ତି ଫେରୁଥିବାର ନଜରକୁ ରଖି ଜିଲ୍ଲା ପ୍ରଶାସନ ଓ ବାଲେଶ୍ବର ପୋଲିସର ମିଳିତ ଉଦ୍ୟମରେ କର୍ଫ୍ୟୁ କୋହଳ କରାଯାଇଛି । ବାଲେଶ୍ୱରରେ ଆହୁରି…

ବାଲେଶ୍ବର ସହରରେ କାଲିଠୁ ଚାଲିବ ଇଣ୍ଟରନେଟ୍‌

ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ ହୋଇଛି। ଟାଉନ ଥାନା ଅଞ୍ଚଳରେ ସକାଳ ୫ରୁ ଦିନ ୨ଟାରେ କର୍ଫ୍ୟୁ କୋହଳ କରାଯାଇଛି। ଆଜି ସୁଦ୍ଧା ୮୯ ଗିରଫ ହୋଇଥିବା ବେଳେ ୨୧ଟି ମାମଲା ରୁଜୁ ହୋଇଛି।…

ବାଲେଶ୍ବରରେ ପୁଣି କର୍ଫ୍ୟୁ କୋହଳ

ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ମାମଲାରେ ଗତକାଲି ଠାରୁ କର୍ଫ୍ୟୁରୁ ଶିଳ୍ପାଞ୍ଚଳ ଥାନାକୁ ବାଦ ଦିଆଯାଇଥିବା ବେଳେ ଆଜି ସହଦେବଖୁଣ୍ଟା ଥାନା ଅଞ୍ଚଳର କର୍ଫ୍ୟୁ ସମୟକୁ ଆଧିକ କୋହଳ କରାଯାଇଛି। ଶନିବାର ସନ୍ଧ୍ୟାରେ ସାମ୍ୱାଦିକ ସମ୍ମିଳନୀ କରି ଜିଲ୍ଲାପାଳ ଠାକରେ କହିଛନ୍ତି ସହରରେ…