ତାଜା ଖବର ରାଜ୍ୟ Brahmapur Gate Bazaar Flyover Probe: ପ୍ରଦୀପଙ୍କ ଚିଠିର ପ୍ରଭାବ: ବ୍ରହ୍ମପୁର ଗେଟ୍ ବଜାର ଫ୍ଲାଏଓଭର ଯାଞ୍ଚ ଆରମ୍ଭ, ପହଞ୍ଚିଲା ଉଚ୍ଚସ୍ତରୀୟ ଟିମ୍ September 29, 2026 Papirani ବ୍ରହ୍ମପୁରର ପ୍ରମୁଖ ଗେଟ୍ ବଜାର ଅଞ୍ଚଳରେ ଚାଲିଥିବା ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବ୍ରିଜ୍ ନିର୍ମାଣରେ ନିମ୍ନ ମାନର ସିମେଣ୍ଟ, ବାଲି ଏବଂ ଅନ୍ୟାନ୍ୟ ଅସାଧୁ ସାମଗ୍ରୀ ବ୍ୟବହାର କରାଯାଉଥିବା ନେଇ ବ୍ରହ୍ମପୁର ସାଂସଦ…
ତାଜା ଖବର ରାଜ୍ୟ Mega Water Projects Delayed in Brahmapur: ବ୍ରହ୍ମପୁରରେ ଜଳ ଜୀବନ ମିଶନ କାର୍ଯ୍ୟରେ ବିଳମ୍ବ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ September 28, 2026 Papirani ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ଜଳ ଜୀବନ ମିଶନର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ, ଠିକାସଂସ୍ଥାଗୁଡ଼ିକର ଅବହେଳା ଏବଂ ବିଭିନ୍ନ ପ୍ରଶାସନିକ ପ୍ରତିବନ୍ଧକକୁ ନେଇ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।…
ତାଜା ଖବର ରାଜ୍ୟ Fresh Trouble for BJD Leader Bikram Panda: ସାକ୍ଷୀଙ୍କୁ ଧମକ ଅଭିଯୋଗ: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିରୋଧରେ ରୁଜୁ ହେଲା ନୂଆ ମାମଲା September 16, 2026 Papirani ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଅସୁବିଧା ଥମିବାର ନାଁ ନେଉନାହିଁ। ହାଇକୋର୍ଟରୁ ଜାମିନ ପାଇବାର ମାତ୍ର କିଛି ଦିନ ମଧ୍ୟରେ ସେ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ଗତ ଅଗଷ୍ଟ ୨୮ ତାରିଖରେ ଜଣେ ପ୍ରମୁଖ ସାକ୍ଷୀଙ୍କୁ…
ତାଜା ଖବର ରାଜ୍ୟ Fire Breaks Out in MKCG Medical College: ଏମକେସିଜି ମେଡିକାଲ ଗାଇନୋକୋଲୋଜି ୱାର୍ଡରେ ଅଗ୍ନିକାଣ୍ଡ September 15, 2026 Papirani ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଏକ ଅଗ୍ନିକାଣ୍ଡ ଘଟିଛି। ବିଭାଗର ଆନେସ୍ଥେଟିଷ୍ଟ ରୁମରେ ଏହି ନିଆଁ ଲାଗିଥିଲା। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଧନଜୀବନ ହାନି ଘଟିନାହିଁ। ସୋର୍ଟ ସର୍କିଟ…
ତାଜା ଖବର ରାଜ୍ୟ Constable Ashutosh Mrudangia Death Case: କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ September 8, 2026 Papirani ଓଡ଼ିଶା ମୋଟର ଭେହିକଲ୍ ବିଭାଗର କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ଉଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି । ବ୍ରହ୍ମପୁର ପୋଲିସ ତଦନ୍ତରେ କ୍ଷୋଭ ପ୍ରକାଶ କରି କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର ପାଇଁ ହାଇକୋର୍ଟ ନିର୍ଦ୍ଦେଶ…
ତାଜା ଖବର ରାଜ୍ୟ Fire Breaks Out at MKCG Nursing College Hostel: ଏମକେସିଜି ମେଡିକାଲ ପରିସର ନର୍ସିଂ କଲେଜ ହଷ୍ଟେଲରେ ନିଆଁ September 4, 2026 Papirani ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ କଲେଜ୍ ପରିସରରେ ଥିବା ନର୍ସିଂ ମହାବିଦ୍ୟାଳୟର ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଗ୍ରାଉଣ୍ଡ ଫ୍ଲୋରରେ ଥିବା ରୋଷେଇ ଘରର ଗ୍ୟାସ ପାଇପରୁ ଗ୍ୟାସ ଲିକ୍ ହେବା ଯୋଗୁଁ ଏହି ନିଆଁ ଲାଗିଥିଲା।…
ତାଜା ଖବର ରାଜ୍ୟ Fire Breaks Out at Car Showroom in Brahmapur: ବ୍ରହ୍ମପୁର ହଳଦିଆପଦର କାର୍ ସୋ’ରୁମ୍ରେ ଭୟାବହ ଅଗ୍ନିକାଣ୍ଡ August 29, 2026 Nirvay ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଅଞ୍ଚଳରେ ଥିବା ଏକ କାର୍ ସୋ’ରୁମ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବସ୍ ଟର୍ମିନାଲ୍ ନିକଟସ୍ଥ ଟୟୋଟା ସୋ’ରୁମ୍ରେ ହଠାତ୍ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର ଖବର ପାଇ ଦମକଳ…
ରାଜ୍ୟ Matric Examinee Dies: ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ February 23, 2026 Nirvay ପିଏମଶ୍ରୀ ଭିଭିଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ଇଂରାଜୀ ପରୀକ୍ଷା ଦେଇ ଆସିବା ପରେ ମାଟ୍ରିକ ପରୀକ୍ଷାର୍ଥୀ ଜୀବନ ହାରିଛନ୍ତି । ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କପି କରୁଥିବା ଅଭିଯୋଗରେ ପରୀକ୍ଷାର୍ଥୀକୁ ଭୟ ଦେଖାଇବା ପରେ ଆତ୍ମହତ୍ୟା ଘଟଣା ଘଟିଛି…
ତାଜା ଖବର ରାଜନୀତି ରାଜ୍ୟ ବ୍ରହ୍ମପୁର ଏମ୍କେସିଜିରେ ହେବ ବର୍ଣ୍ଣ ୟୁନିଟ୍ July 1, 2024 Papirani ଏମ୍କେସିଜି ପରିସରରେ ଖୁବଶୀଘ୍ର ବର୍ଣ୍ଣ କେୟାର ୟୁନିଟ୍ ସ୍ଥାପନ ହେବାକୁ ଯାଉଚି। ସ୍ୱାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ହେଉଛି ବ୍ରହ୍ମପୁର। ଏଠାରେ ଥିବା ଏମ୍କେସିଜି (ମହାରାଜା କୃଷ୍ଣଚନ୍ଦ୍ର ଗଜପତି) ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ଓଡ଼ିଶାବାସୀଙ୍କ ପାଇଁ…
ତାଜା ଖବର ରାଜ୍ୟ ସ୍ୱାସ୍ଥ୍ୟ ଏମ୍କେସିଜି ମେଡିକାଲରେ ଡିପ୍ଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ June 20, 2024 Papirani ଡିପ୍ଥେରିଆ ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଦେଇଛି। ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିିତ୍ସିତ ହେଉଥିବା ଆଉ ଜଣେ ଡିପ୍ଥେରିଆ ରୋଗୀଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଏମ୍କେସିଜି ମେଡିକାଲ ଅଧୀକ୍ଷକ। ମୃତକ କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ନାବାଳକ ବୋଲି…