ତାଜା ଖବର ରାଜ୍ୟ Depression Forms Over the BoB: ବଙ୍ଗୋପସାଗରରେ ଅବପାତ, ୧୭ରେ ଭୀଷଣ ବାତ୍ୟା ଆଶଙ୍କା November 15, 2026 Nirvay ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହୋଇଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରବିବାର ସକାଳ ୫ଟା ୩୦ ମିନିଟ୍ରେ ଏହା ଅବପାତର ରୂପ ନେଇଛି । ଆସନ୍ତା ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ସହ…